ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି କାଉନସେଲିଂ ବାତିଲକୁ ନେଇ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଚଳିତମାସ ୨୩ ତାରିଖରେ ହେବାକୁ ଥିବା ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି କାଉନସିଲିଙ୍ଗ୍ ବାତିଲକୁ ନେଇ ପଦୋନ୍ନତି ପାଇବାକୁ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହାକୁ ପ୍ରତିବାଦ ସହିତ ଆସନ୍ତା ତା ୨୯-୦୫-୨୩ ରେ ଗଣଧାରଣା ଦେବା ସହିତ ପଦୋନ୍ନତି

ପାହାଡ଼ ଚଢ଼ି ଯାଇ ପାରୁ ନାହିଁ 5T : ପଦ୍ମପୁର ଗାଆଁରେ ଅପହଞ୍ଚ ବିକାଶ

ମାଲକାନଗିରି(୨୭/୦୫) : ସ୍ୱାଧୀନତାର ୭୫ବର୍ଷ ପରେ ଦେଶ ଯେତେବେଳେ ଆଜାଦୀର ଅମୃତ ମହୋତ୍ସବରେ ଉତ୍ସବ ମୁଖରିତ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୌଳିକ ସୁବିଧାରୁ କିଛି ଅଞ୍ଚଳ ବଞ୍ଚିତ ରହିବା ନିହାତି ଅବିଶ୍ବାସ ଯୋଗ୍ୟ ହେଲେ ସୁଦ୍ଧା ଅନେକ ସମୟରେ ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ତେବେ

ଗଡିଲା ବିଶ୍ବ ପରିବେଶ ରଥ

ଫୁଲବାଣୀ: ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ବାରା ଆର୍ନ୍ତଜାତିୟ ମାଣ୍ଡିଆ ବର୍ଷ ଉପଲକ୍ଷେ, ଏକ ଭିନ୍ନ ଉପାୟରେ ବିଶ୍ଵ ପରିବେଶ ଦିବସକୁ ପାଳନ କରିବାର ଶୁଭାରମ୍ଭ କରାଯାଇଛି । ବିଶ୍ଵପରିବେଶର ମୁଖ୍ୟ ବିଷୟ ବସ୍ତୁ

ସାମ୍ବାଦିକଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦାନ…

ଫୁଲବାଣୀ : ସାମ୍ବାଦିକ ସ୍ଵର୍ଗତ କୁନାଲ ବେହେରାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତ୍ବନା ଜଣାଇଥିଲେ l ପ୍ରକାଶ ଥାଉକି ନନ୍ଦିଘୋଷ ଟିଭିର ରାଇକିଆ ପ୍ରତିନିଧି

ମରଣଯନ୍ତା ପାଲଟିଛି ବଣିପଦର ଗ୍ରାମର ସଡ଼କ…

ପ୍ରଶାସନ ର ନିଘା ନାହିଁ... ଉମରକୋଟ : ଗ୍ରାମ ଉନ୍ନୟନ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି, କିନ୍ତୁ ସେଗୁଡିକ ଯାଉଛି କେଉଁ ଆଡ଼େ ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ପଞ୍ଚଯାତ, ବଣିପଦର ଗ୍ରାମର ପ୍ରଧାନ ମନ୍ତ୍ରୀ ସଡ଼କ ଚଚରା

ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପୁରସ୍କୃତ

ଫୁଲବାଣୀ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ସାଇ ବିଦ୍ୟାଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନାଟ୍ୟ ଜଗତର ପ୍ରବାଦ ପୁରୁଷ ଓ ନାଟ୍ୟ ଜଗତର ବାଦଶାହା ଡ଼ଃ. ସଚ୍ଚି ଦାସଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବା ସହ ୪୯ବର୍ଷ ତଳେ ଡ଼ଃ. ଦାସଙ୍କ ଲିଖିତ ନାଟକ ନୀଳ ଆକାଶ ଦୂର

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୮ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର ପ୍ରଫୁଲ୍ଲ

FBI ତଦନ୍ତ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ

ଭୁବନେଶ୍ୱର :ନବ ଦାସ ହତ୍ୟା ମାମଲା ତଦନ୍ତରେ ଆମେରିକାର ଏଫବିଆଇ ସହାୟତା ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ଗତ ଫେବ୍ରୁଆରୀ ୨୨ତାରିଖରେ ଚିଠି ନଂ 187/Cରେ ଅନୁରୋଧ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି

କେନାଲରେ ଖସିପଡ଼ିଲା ବୋଲେରୋ, ଜଣେ ବରଯାତ୍ରୀ ମୃତ

ରାଇରଙ୍ଗପୁର/ସୁଲେଇପାଟ: ଡ୍ରାଇଭରଙ୍କ ଭୁଲ ପାଇଁ ବୋଲୋରୋ କେନାଲକୁ ଖସିପଡ଼ିଛି। ଏଥିରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମ ପାର୍ଶ୍ବରେ ଥିବା ଖଡଖାଇ କେନାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଓଡ଼ିଶା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ସବୁ ବିଧାୟକଙ୍କୁ ପ୍ରାମାଣିକ ଚିଠି: ଓଡ଼ିଶାରେ କୋଟିଆ

ଭୁବନେଶ୍ୱର : କୋଟିଆ କାହାର? ଓଡ଼ିଶା ନା ଆନ୍ଧ୍ରପ୍ରଦେଶର? ଏହାକୁ ନେଇ ବିବାଦ ଚାଲିଥିବା ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ(ଆଇଏନ୍‌ଟିଏସିଏଚ୍‌)। କୋଟିଆ ଡାକଘରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ