Sign in
Sign in
Recover your password.
A password will be e-mailed to you.
ଦୀପାବଳି ହେବ ଆମେରିକାରେ ସରକାରୀ ଛୁଟି ଦିବସ !
ୱାସିଂଟନ୍: ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି।ଏହି ଚିଠା ବା ‘ବିଲ୍’ ଆଗତ କରିଥିବା ମହିଳା କଂଗ୍ରେସ ସାଂସଦ ଗ୍ରେସ୍ଡ୍ ମେଙ୍ଗ୍!-->…
ରାଷ୍ଟ୍ରପତିଙ୍କୁ ଯଦି ଏତେ ଭଲ ପାଉଥିଲ, ତେବେ କାହିଁକି…..ପ୍ରଶ୍ନ କଲେ ଗୁଲାମନବୀ
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ | ତେବେ କଂଗ୍ରେସ ସମେତ ଆଉ କିଛି ବିରୋଧୀ ଦଳ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି | ସେମାନେ କହିଛନ୍ତି ଯେ ନୂତନ ସଂସଦ ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!-->…
ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ, ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ଭୋଜନ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ପୁଣିଥରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି | ନିର୍ବାଚନରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ବନ୍ଦ!-->…
ନାବାଳିକାର ଗଳା କାଟି ହତ୍ୟା ଘଟଣା, ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ
ଅନୁଗୁଳ : ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲା କୁଇଓ ଗାଁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଗତ ମେ’ ୮ ତାରିଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କରାଯାଇଥିଲା ।
ପ୍ରାୟ ୨୦ ଦିନ ପରେ ଅଭିଯୁକ୍ତ ରଞ୍ଜନ ବେହେରାକୁ ପୋଲିସ୍ ଛତିଶଗଡ଼ରୁ ଗିରଫ!-->!-->!-->…
ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ
ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ | ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ | ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଥିଲେ | ଭିଡିଓ ସେୟାର କରିବା ସହ!-->…
୬ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ
ସୋର: ଦଦଳିଦେଲା ହାତୀ । ୬ବର୍ଷର ଶିଶୁକନ୍ୟା ମୃତ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ୪ ସଦସ୍ୟ । ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗାଁର ଘଟିଛି ଏଭଳି ଘଟଣା । ଗାଁର ନିଶିକାନ୍ତି ଦେଉରୀ ଘରେ ଖାଇପିଇ ଶୋଇଥିବା ବେଳେ ଘର ଭିତରକୁ ହାତୀ ପଶି ଆସିଥିଲା ।
ହାତୀକୁ ଦେଖି!-->!-->!-->…
ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଏହି ଫଟୋ; ସରିଲାଣି ୭୦ ପ୍ରତିଶତ କାମ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ଶ୍ରୀରାମଙ୍କ ମନ୍ଦିରର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ପ୍ରଥମଥର ପାଇଁ ଲୋକଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ସେୟାର କରିଛନ୍ତି।ଏହି ଫଟୋରେ ମନ୍ଦିରର ପ୍ରବେଶ ଦ୍ବାର, ଛାତ ଓ ନିମ୍ନ ଚଟାଣ ଆଦି ଦେଖିବାକୁ ମିଳୁଛି।!-->…
ସଂସଦର ନୂଆ ବିଲଡିଂକୁ ନେଇ ପ୍ରଶ୍ନ ଉଠାଇଲେ ନୀତୀଶ କୁମାର, କାଲି ଜେଡିୟୁ କରିବ ଅନଶନ
ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦର ନୂଆ ବିଲଡିଂ ଉଦଘାଟିତ ହେବାକୁ ଯାଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଆବଶ୍ୟକତା ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି। ଉଦଘାଟନୀ ଉତ୍ସବକୁ ବୟକଟ କରି ସାରିଥିବା ଜେଡିୟୁ ଆସନ୍ତାକାଲି ଏହାର ପ୍ରତିବାଦରେ ଦିନ ତମାମ ଅନଶନ କରିବ।ନୀତୀଶ କୁମାର!-->…
‘ଆରଏସଏସକୁ ବ୍ୟାନ କରିବାକୁ ଚେଷ୍ଟା କଲେ କଂଗ୍ରେସ ଧ୍ୱଂସ ହୋଇଯିବ’
ମୁମ୍ବାଇ : ଆରଏସଏସ୍ ଓ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କରେ କର୍ଣ୍ଣାଟକା ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଦେଇଥିବା ବୟାନକୁ ନେଇ ବିଜେପି ବିବାଦ ସୃଷ୍ଟି କରିଛି। କର୍ଣ୍ଣାଟକା ବିଜେପି ମୁଖ୍ୟ ନଳୀନ କୁମାର କାଟୀଲ ସିଧାସଳଖ ପ୍ରିୟଙ୍କ ଖଡଗେ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯଦି କଂଗ୍ରେସ!-->…
ଖଡଗେ ଓ କେଜ୍ରିୱାଲଙ୍କ ନାଁରେ ଅଭିଯୋଗ ଦାଖଲ, ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଦେଇଥିଲେ ବୟାନ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କ ଜାତିକୁ ନେଇ!-->…