Sign in
Sign in
Recover your password.
A password will be e-mailed to you.
ବ୍ୟାଙ୍କରେ ଟଙ୍କା ଡିପୋଜିଟ ବେଳେ ଦୁଇମାଓ ବାଦୀଙ୍କୁ କବ୍ଜା କଲା ଛତିଶଗଡ଼ ପୋଲିସ
ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଲାଲବାହୀନି କୁ ଲାଗିଲା ବଡ଼ ଝଟକା । ବନ୍ଦ ହୋଇଥିବା ଦୁଇ ହଜାର ଟଙ୍କିଆ ନୋଟ ର ୬ଲକ୍ଷ ଟଙ୍କାକୁ ନେଇ ବ୍ୟାଙ୍କରେ ଡିପଜିଟ କରିବା ପଡିଲା ମହଙ୍ଗା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ସୀମାନ୍ତ ଛତିଶଗଡ଼ର!-->…
ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀଙ୍କ ଦିନିକିଆ ତାଲିମ କର୍ମଶାଳା
ଫୁଲବାଣୀ (୨୬.୫) : ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଏବଂ ସେମାନଙ୍କ ବ୍ୟକ୍ତିଗତ ସୂଚନା ଗୋପନୀୟତା ପ୍ରତି ସର୍ବଦା ଯତ୍ନଶୀଳ ହେବା। ସରକାରଙ୍କ ଗାଇଡଲାଇନ ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଏବଂ ତାଲିମ ଦ୍ଵାରା ଅଧିକ ସଶକ୍ତ ହେବା!-->…
କାଳବୈଶାଖୀର ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
ନନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଝାଡବନ୍ଧଗୁଡା ଗ୍ରାମ ପଂଚାୟତ ଲଂଗଲଅଟାଲ ଗ୍ରାମରେ ଦିନ ୩.୩୦ ମିନିଟ୍ ସମୟରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଲଂଗଲଅଟାଲ ଗ୍ରାମର ଅଜିତ୍ ମୁଦୁଲି ବୟସ ଆନୁମାନିଲ ୩୫ ବର୍ଷ ହେବ । ପ୍ରତିଦିନ ଭଲି କୋରାପୁଟ୍!-->…
ଦୀର୍ଘବର୍ଷ ଧରି ଫେରାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ
ଦାରିଙ୍ଗବାଡ଼ି, ୨୬/୦୫ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପୋଲିସ ଦୀର୍ଘ ବର୍ଷ ଧରି ଫେରାର ରହିଥିବା ବ୍ରାହ୍ମଣୀଗାଁ ସ୍ଥିତ ବଟ ପଲି ସାହିର ସୁବ୍ରତ ସିଂକୁ ଗିରପ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନ ଦେଇଛନ୍ତି। ସୂଚନା ମୁତାବକ ଗତ ୨୦୧୪!-->…
ଦୁର୍ନୀତି ବିରୁଦ୍ଧରେ କଂଗ୍ରେସର ରଙ୍ଗେଇଲୁଣ୍ଡା ବ୍ଲକ ଘେରାଉ
ବ୍ରହ୍ମପୁର : ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକକୁ କଂଗ୍ରେସ କର୍ମୀ ମାନେ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ପଞ୍ଚାୟତ ନିର୍ବାଚନ ସରିବାର ପନ୍ଦର ମାସ ବିତିଗଲାଣି ,କିନ୍ତୁ ଗୋଟିଏ ଥର ବି ପଂଚାୟତ ସମିତି ବୈଠକ ବସି ନାହିଁ। ପ୍ରତି ଚାରି ମାସକୁ ପଂଚାୟତ!-->…
ପ୍ରଣବ ପ୍ରକାଶଙ୍କ ଜିଲ୍ଲାର ନିର୍ବାଚିତ ସମସ୍ତ ଜନ ପ୍ରତିନିଧିଙ୍କ ସହ ଆଲୋଚନା
ମାଲକାନଗିରି : ଓଡିଶା ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ ) ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ଭିଡିଓ କଲ ମାଧ୍ୟମରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏଥିରେ ମାଲକାନଗିରି!-->…
ବ୍ରହ୍ମପୁର ସର୍କଲ ଜେଲ ପରିସରରେ ଯୋଗ ଓ ଦିବ୍ୟ ସତସଙ୍ଗ କାର୍ଯ୍ୟକ୍ରମ
ବ୍ରହ୍ମପୁର : ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଏବଂ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ବ୍ରହ୍ମପୁର ଶାଖାର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସର୍କଲ ଜେଲ ପରିସରରେ ଏକ ଯୋଗ, ଆଧ୍ୟାତ୍ମିକ ପ୍ରବଚନ ଓ ସତସଙ୍ଗ କାର୍ଯ୍ୟକ୍ରମ ଜେଲ ଅନ୍ତେବାସୀଙ୍କୁ ନେଇ ଗୁରୁବାର!-->…
ମାଡ ମାରୁଥିବା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅଧୀନ କମାପଲି ଭେଣ୍ଡିଂଜୋନ ନିକଟରେ ଗତ ମଙ୍ଗଳବାର ଜଣେ ନାବାଳିକାଙ୍କୁ ରାସ୍ତାରେ ଘୋଷାରି ନିଆଯାଉଥିବା ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଥିଲା। ବ୍ରହ୍ମପୁର ଏସ୍ପି ଡ଼. ଶ୍ରବଣା ବିବେକ ଏମ୍. ଏ ସମ୍ପର୍କରେ ଜାଣିବା ପରେ ଏନେଇ ଥାନାରେ ଏକ ମାମଲା!-->…
ଶ୍ରଦ୍ଧାଞ୍ଜଳୀ ଟକିଜରେ ମୁକ୍ତିଲାଭ କଲା ସିନେମା ‘ପ୍ରୀତିବନ୍ଧନ’
ଫୁଲବାଣୀ : କନ୍ଧମାଳର ପ୍ରଯୋଜକ ପ୍ରଶାନ୍ତ ନାୟକଙ୍କ ନେକ୍ସଟ ଡୋର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ, ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ ମୁକ୍ତି ଲାଭ କରିଛି । ଅଭିନୟ କରିଥିବା ପାର୍ଶ୍ବ ଅଭିନେତା, ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ଫୁଲବାଣୀ ଆସି ଶ୍ରଦ୍ଧାଞ୍ଜଳି ଟକିଜରେ!-->…
୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ
ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ରେ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ ନିନୋର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜୁନ୍ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ!-->…