Sign in
Sign in
Recover your password.
A password will be e-mailed to you.
ମୋଦି ସରକାରଙ୍କୁ ପୂରିଲା ୯ ବର୍ଷ: ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଲା କଂଗ୍ରେସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା। ଆଜି ବିଜେପି ସରକାରକୁ ୯ ବର୍ଷ ପୂରିଛି। ବିଜେପି ଏହାକୁ!-->…
ଚିତାକୁ ଟ୍ରାକ୍ କରୁଥିବା ଟିମକୁ ଡକାୟତ ଭାବି ପ୍ରବଳ ପିଟିଲେ ଗାଁ ଲୋକ
ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଗୋଟିଏ ଟିମ୍କୁ ପ୍ରବଳ ପିଟିଛନ୍ତି ଗାଁ ଲୋକ। ଉଦ୍ୟାନର କର୍ମଚାରୀମାନେ ଚିତାକୁ ଟ୍ରାକ୍ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଡକାୟତ ବୋଲି ଭାବି ଶିବପୁରୀ ଜିଲ୍ଲାରେ ଥିବା ଗୋଟିଏ ଗାଁର ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଙ୍ଗଲ!-->…
ନାଗା ଆଦିବାସୀଙ୍କୁ ହଇରାଣ ନ କରିବାକୁ ସତର୍କ କଲା ବିଦ୍ରୋହୀ ସଂଗଠନ
ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ସ୍ଥିତି ସୁଧିରିବାର ନାଁ ଧରୁନି। ଏସବୁ ଭିତରେ ରାଜ୍ୟର ସବଠାରୁ ବଡ଼ ବିଦ୍ରୋହୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ(ଇସାକ-ମୁଇଭାହ) ବା ଏନଏସ୍ସିଏନ-ଆଇଏମ ସତର୍କ ସୂଚନା!-->…
ରାହୁଲଙ୍କୁ ମିଳିଲା ପାସପୋର୍ଟ କରିବାର ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି | ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ ବୈଧ ହେବ | ବାସ୍ତବରେ, ରାହୁଲ ସଂସଦର ସଦସ୍ୟତା!-->…
ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା!-->…
ତେଲେଙ୍ଗାନା ସଚିବାଳୟର ଉଦଘାଟନ ପାଇଁ ମୋତେ ନିମନ୍ତ୍ରଣ କରାଯାଇନଥିଲା – ତେଲେଙ୍ଗାନା ରାଜ୍ୟପାଳ
ନୂଆଦିଲ୍ଲୀ:କଂଗ୍ରେସ, ‘ଆପ୍’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍) ସମେତ ୧୯ଟି ବିରୋଧୀ ଦଳ ମେ ୨୮ ତାରିଖରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍ଘାଟନ ଉତ୍ସବ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା!-->…
‘ସେଙ୍ଗୋଲ’କୁ ନେଇ ଦାବି ମିଥ୍ୟା ବୋଲି କହିଲା କଂଗ୍ରେସ; ଜବାବ ଦେଲେ ସରକାର
ନୂଆଦିଲ୍ଲୀ: ଲର୍ଡ ମାଉଣ୍ଟବ୍ୟାଟେନ, ସି ରାଜଗୋପାଳାଚାରୀ ଏବଂ ଜବାହରଲାଲ ନେହେରୁ ‘ସେଙ୍ଗୋଲ’କୁ ଭାରତକୁ ଇଂରେଜମାନଙ୍କ ଦ୍ୱାରା କ୍ଷମତା ହସ୍ତାନ୍ତରର ପ୍ରତୀକ ବୋଲି ବର୍ଣ୍ଣନା କରିଥିବାର କୌଣସି ଦସ୍ତାବିଜ ପ୍ରମାଣ ନାହିଁ ବୋଲି କଂଗ୍ରେସ ଦାବି କରିଛି।ତେବେ, କଂଗ୍ରେସର ଏପ୍ରକାର ଦାବିକୁ!-->…
ମାଓବାଦୀଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ, ୨ ଗିରଫ
ମାଲକାନଗିରି: ମାଓବାଦୀଙ୍କଠାରୁ ୩ଟି ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ ହୋଇଛି। ଏଥିରେ ମୋଟ ୬ ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କରେ ଜମା ହେବାକୁ ଯାଉଥିବା ବେଳେ ୬ ଲଷ ଟଙ୍କା ନଗଦ ଜବତ ହୋଇଛି। ଏଥି ସହିତ ମାଓବାଦୀଙ୍କ ନାଁରେ ଥିବା ବିଭିନ୍ନ ବ୍ୟାଙ୍କର ୧୧ଟି ପାସ୍ବୁକ୍ ଜବତ ହୋଇଛି। ଏହି ଘଟଣାରେ!-->…
୬୫୦ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଲେ ଯାତ୍ରୀ, ୯ଜଣ ଆହତ
ନୂଆଦିଲ୍ଲୀ: ସାଉଥ କୋରିଆର ଏସିଆନା ଏୟାରଲାଇନ୍ସର ବିମାନରେ ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ବାର ଖୋଲି ଦେଇଥିଲେ। ଏହି ଘଟଣା ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ଘଟିଥିବା କୁହାଯାଉଛି।ଏହି ସମୟରେ ବିମାନଟି ପାଖାପାଖି ୬୫୦ଫୁଟ ଉଚ୍ଚରେ ଉଡ଼ୁଥିଲା। ତେବେ ବିମାନରେ ଏଭଳି!-->…
ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ, ଜେସିବି ଚଢାଇ ଦେବାକୁ ଉଦ୍ୟମ
କାମାକ୍ଷାନଗର: ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ!-->…