ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ ସହଯୋଗୀ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ କରିଚାଲିଛନ୍ତି । ନିଜ ଦଳରେ ବି ସେ ଏକୁଟିଆ ହୋଇଯାଇଛନ୍ତି ।ଇମ୍ରାନଙ୍କ ମୁକ୍ତି ଦାବିରେ ଗତ ୯ ତାରିଖରେ

୨୦୨୪ ଲୋକସଭା ନିର୍ବାଚନକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମିଳିବ ୩୦୦ରୁ ଅଧିକ ଆସନ

ରାୟପୁର: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ କିଛି ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି | ଆଉ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିର୍ବାଚନର ବର୍ଷକ ପୂର୍ବରୁ ଫଳାଫଳ କଣ ହେବ ତାହାକୁ ନେଇ ଭଵିଷ୍ୟବାଣୀ କରିଛନ୍ତି | ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି

ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ : ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଜଳମଗ୍ନ ଭୂସ୍ଖଳନ ସୃଷ୍ଟି

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ବର:ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ

ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ

ଗରମ ଖିରି ହଣ୍ଡାରେ ପଡି ୪ ବର୍ଷର ଶିଶୁ ଗୁରୁତର

ନୂଆପଡା ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା । ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ଖିରି ହଣ୍ଡାରେ ପଡି ଶିଶୁ ଗୁରୁତର । ସୂଚନା ଅନୁଯାୟୀ ଗାଁର ହୁତେଶ କୁମାର ହେର୍ଣ୍ଣାଙ୍କ ଚାରି ବର୍ଷର ପୁଅ ବିକାଶ ହେର୍ଣ୍ଣା ରୋଷେଇ ଚାଲିଥିବା ବେଳେ

ଜମି କିଣାବିକା ପାଇଁ ବଦଳିଲା ନିୟମ: ରେଜିଷ୍ଟ୍ରେସନ ପୂର୍ବରୁ ଅନଲାଇନରେ କରିବାକୁ ହେବ ସ୍ଲଟ ବୁକିଂ

ଭୁବନେଶ୍ୱର: ଜମି କିଣାବିକା ପାଇଁ ବଦଳିଲା ନିୟମ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଧରାପଡ଼ିଲେ ୪ ଛାତ୍ର

ଭୁବନେଶ୍ବର: ଲାଇନ୍‌ରେ ନ ଆସି ବେଲାଇନ୍‌ରେ ଆସିଲେ। ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କହିଲେ। ଲାଇନ୍‌ରେ ନଆସିଲେ ପେଟ୍ରୋଲ ଦେଇହେବନି ବୋଲି କହିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଳବଳ ସହ ଆସି ଆକ୍ରମଣ କଲେ। ଗତ ୨୩ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ଟାଙ୍କିରେ

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୩ ଗିରଫ…

ମୟୁରଭଞ୍ଜ :ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ

ଭୁବନେଶ୍ବର ଏମ୍‌ସରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ୨ ବ୍ୟକ୍ତି ଗିରଫ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ