ବେକାରୀ ସମସ୍ୟା ଓ ଶ୍ରମିକଙ୍କ ଦାବି ହାସଲ ପାଇଁ ଶ୍ରମ କାର୍ଯ୍ୟାଳୟ ଘେରାଉ ।

ବ୍ରହ୍ମପୁର: କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ଡାକରା ରେ ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେଶରେ ବଢୁଥିବା ଦର ବୃଦ୍ଧିକୁ କମାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବେକାରୀ ଓ ଶ୍ରମିକ ଛଟେଇ ସର୍ବାଧିକ ସ୍ଥରରେ…

ଆନ୍ତର୍ଜାତିକ ଜନଜାତି ଦିବସ ପାଳିତ

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସର ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଏସ ଡି ସି ପକ୍ଷରୁ ଆନ୍ତର୍ଜାତିକ ଜନଜାତି ଦିବସ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପୌରହିତ୍ୟ ପାଳିତ ହୋଇଯାଇଛି | ଏଥିରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ…

ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

ଛତ୍ରପୁର : ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚତୁର୍ଥ ଦିବସରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ପ୍ରାଥମିକ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅକ୍ଷଜ ମହାପାତ୍ର, ଦି ନିୟୁ ଏଜ୍ ୟୁରୋ ସ୍କୁଲ ପ୍ରଥମ…

ଜିଲ୍ଲାସ୍ତରୀୟ ଆୟକର ଓ ଡିଜିଟାଲ ଜି.ପି.ଏଫ୍. ଓ ୟୁ.ସି. ସଚେତନତା କର୍ମଶାଳା

ଛତ୍ରପୁର (୯/୮) : ଜିଲ୍ଲାକୋଷାଗାର ଗଞ୍ଜାମ ଦ୍ବାରା ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଗଞ୍ଜାମ ଜିଲ୍ଲାରୁ ୩୫୦ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ ।…

ବୋଲେରୋ ସହ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ, ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ପ୍ରାୟତଃ ପ୍ରତିଦିନ ଗଞ୍ଜେଇ ଜବତ ହୋଇ ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ମଧ୍ୟ ବୁଧବାର ବାଲିଗୁଡା ଅବକାରୀ ବିଭାଗ କର୍ମଚାରୀ କୌଣସି ଏକ ବିଶ୍ଵସ୍ତ…

ଶିମିଳିପାଳ ସୁରକ୍ଷା ନେଇ ବଡ଼ ଘୋଷଣା କଲେ ଡିଜିପି

ଶିମିଳିପାଳ ଅଭୟାରଣ୍ୟରେ ଶିକାର ଓ ବନ୍ଧୁକ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଭଳି ବେଆଇନ୍‌ କାର୍ଯ୍ୟକଳାପକୁ ମୂଳପୋଛ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ମୟୂରଭଂଜ ପୁଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ୧୬୫…

ଟିକିରି ସୋରିଷ ପଦର ଛକ ନିକଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ

କାଶିପୁର : ଆମ ଆଦିବାସୀଙ୍କ ଅନ୍ୟ ସଂସ୍କୃତି ହିଁ ସେମାନଙ୍କର ପ୍ରକୃଷ୍ଟ ପରିଚୟ ଆଦିବାସୀ ସମାଜ ଏବଂ ପ୍ରକୃତି ମଧ୍ୟରେ ବନ୍ଧନ ଚିରନ୍ତନ ରହିଆସି। କିନ୍ତୁ ସେହି ପ୍ରାକୃତିକ ଉପାଦାନ ଗୁଡ଼ିକ ଆଜି ଆଧୁନିକତା ଓ ବିକାଶର ସ୍ପର୍ଶରେ ପ୍ରଦୂଷିତ ହୋଇ ସାରିଥିବା ରୁ ଆଦିବାସୀ ସଂସ୍କୃତିର ଓ…

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା…

୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା, ଚାଲିଛି ଖୋଜାଖୋଜି

କଟକ: ୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍। କଟକ ନରାଜ ନିକଟରେ ମହାନଦୀର ଅଥଳ ଜଳରାଶିରେ ଚାଲିଛି ଦୁଇ ଛାତ୍ରଙ୍କ ଖୋଜାଖୋଜି। ତେବେ ନଦୀରେ ପ୍ରବଳ ପାଣି ସହ ସେଠାରେ…

ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡା : କୋର୍ଟରେ ଗୋପାଳ ଦାସ। ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ। କଡ଼ା ସୁରକ୍ଷା ମଧ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ଝାରସୁଗୁଡ଼ା ଅଣାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇନି। ଗୋପାଳ ପକ୍ଷରୁ ମାମଲା ପରିଚାଳନା କରିବେ ୩ ଓକିଲ…