Sign in
Sign in
Recover your password.
A password will be e-mailed to you.
କେନ୍ଦ୍ର ବିରୋଧରେ ସମର୍ଥନ ହାସଲ ପାଇଁ ଶରଦ ପାୱାରଙ୍କୁ ଭେଟିଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟରେ ଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି।ବୁଧବାର ସେ ଉଦ୍ଧବ ଠାକରେଙ୍କୁ ଭେଟିଥିବା ବେଳେ ଆଜି ଶରଦ ପାୱାରଙ୍କୁ ଭେଟି!-->…
ସତ୍ୟେନ୍ଦ୍ର ଜୈନ୍ଙ୍କୁ ‘ଅକ୍ସିଜେନ୍ ସପୋର୍ଟ’ରେ ରଖି ‘ଏଲ୍ଏନ୍ଜେପି’କୁ ନିଆଯାଉଛି: ‘ଆପ୍’
ନୂଆଦିଲ୍ଲୀ: ‘ଅକ୍ସିଜେନ୍’ ଦିଆଯାଇ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ‘ଏଲ୍ଏନ୍ଜେପି’ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଥିବା କଥା ‘ଆମ୍ ଆଦ୍ମୀ ପାର୍ଟି’ କହିଛି। ତିହାର୍ ଜେଲ୍ କର୍ତ୍ତୃପକ୍ଷମାନେ ବି ଏ ଖବରକୁ ସୁନିଶ୍ଚିତ କରିଛନ୍ତି।ତିହାର!-->…
ବାଣୀବିହାର କ୍ୟାମ୍ପସରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି। ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ। ବୟସ ୨୧। ଘର ଦାଣ୍ଡମକୁନ୍ଦପୁର ପିପିଲି ବୋଲି ଜଣା ପଡ଼ିଛି ।
!-->!-->!-->…
ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ: ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଭାରତର ରାଷ୍ଟ୍ରପତିଙ୍କଦ୍ବାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦେଶ ଦିଆଯାଉ ବୋଲି ନିବେଦନ କରି ଆଜି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।ଓକିଲ ସି.ଆର୍. ଜୟ ସୁକିନ୍ ଫାଇଲ୍ କରିଥିବା ଉକ୍ତ!-->…
୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ଚିନ୍ତାରେ ରେଳବାଇ…
ନୂଆଦିଲ୍ଲୀ: ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି | ତେବେ!-->…
ଧୂମଧାମରେ ସରିଲା ଆଖଣ୍ଡଳମଣୀଙ୍କ ବିବାହ
ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଧୂମଧାମରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ ଉପସ୍ଥିତ ରହି ଦେବ ବିବାହ ଦେଖିଥିଲେ ।!-->…
ରାତିରେ ଆଇଏନଏସ ବିକ୍ରାନ୍ତରେ ମିଗ୍-୨୯କେ ବିମାନର ସଫଳ ଅବତରଣ
ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନୌସେନା ଏଥର ଏମିତି ଏକ ନିଆରା ସଫଳତା କରିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ!-->…
ବଦଳିଲା ରାମଗୋପାଳଙ୍କ ବୟାନ, ପୂର୍ବରୁ ସମର୍ଥନ ଏବେ ବିରୋଧ…
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ରାଜନୀତି ଜୋର୍ ଧରିଛି। ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍ଘାଟନ ହେବ। କିନ୍ତୁ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବିରୋଧୀ ଦଳର ପ୍ରତିନିଧିତ୍ବ କମ୍ ରହିବ। ୧୯ଟି ବିରୋଧୀ ଦଳ ନୂଆ ସଂସଦ ଭବନ ଉଦ୍ଘାଟନକୁ ବର୍ଜନ କରିବେ। ତେବେ ନୂଆ!-->…
ଭାରତରେ ଆହୁରି ଚିତା ମରିବେ… ସତର୍କ କରାଇଲେ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞ
ନୂଆଦିଲ୍ଲୀ : ଭାରତରେ ପୁଣି ଚିତା ବାଘମାନଙ୍କ ବଂଶବୃଦ୍ଧି କରିବାକୁ ଭାରତ ସରକାରଙ୍କ ଆଶା ଦିନକୁ ଦିନ ନିରାଶାରେ ପରିଣତ ହେବାରେ ଲାଗିଛି । କାରଣ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାମାନଙ୍କ ମୃତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏତିକି ବେଳେ ଦକ୍ଷିଣ ଆଫ୍ରିକାର ଜଣେ ବଣ୍ୟଜନ୍ତୁ!-->…
ଛତ୍ରପୁର :ମାଲବାହି ଟ୍ରେନ ଲାଇନଚ୍ୟୁତ…
ଛତ୍ରପୁର : ଛତ୍ରପୁର ଓ ଗଂଜାମ ମଧ୍ୟଭାଗରେ ଏକ ମାଲବୋଝେଇ ଟ୍ରେନ ର ଦୁଇ ଇଂଜିନ ଲାଇନଚ୍ୟୁତ ହୋଇଛି । ଫଳରେ ଗୋଟିଏ ଟ୍ରାକ୍ ରେ ଟ୍ରେନ ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଆଉ ଏକ ଟ୍ରାକ୍ ରେ ଟ୍ରେନ ଚଳାଚଳ କରୁଥିଲା । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ସେହି ଟ୍ରାକ୍ ରେ
!-->!-->!-->!-->!-->!-->…