Sign in
Sign in
Recover your password.
A password will be e-mailed to you.
ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା
ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ!-->…
ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ, ଟୋଲ ଗେଟ୍ ସିଲ୍
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁଣ୍ଡଳି ଟୋଲ ଗେଟ୍ ଠାରେ ମଙ୍ଗଳବାର ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ (୨୩) ,ପାଟେଣିଗାଁର ବୁବୁ ଓରଫ ଦୀପକ ପ୍ରଧାନ (୨୫), କଦମ୍ବପାଟଣା ର ରାଜୁ ବାରିକ (!-->…
ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ ୪୩.୧ ଡିଗ୍ରୀରେ ଆଜି ସିଝିଛି । ଏହାପରେ ଭୁବନେଶ୍ୱର,!-->…
ୟୁଟି ଖାଦେର କର୍ଣ୍ଣଟକ ବିଧାନସଭାର ବାଚସ୍ପତି
ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ହେବାର ରେକର୍ଡ କରିଛନ୍ତି।ମଙ୍ଗଳବାର ଖାଦେର ବାଚସ୍ପତି ପଦ ପାଇଁ!-->…
ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଡାକ୍ତରଙ୍କ କ୍ଲିନିକ୍ ସିଲ୍
କଟକ: ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଜଣେ ଡାକ୍ତରଙ୍କ କ୍ଲିନିକ୍ରେ ଚଢଉ ହୋଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉପସ୍ଥିତ ଥିଲେ। ତେବେ ବହୁ ପୂର୍ବରୁ ଏହି କ୍ଲିନିକ୍ରେ ବେଆଇନ ଲିଙ୍ଗ!-->…
ସଂସଦର ନୂଆ ବିଲଡିଂରେ ରହିବ ଇତିହାସର ପ୍ରତୀକ ‘ରାଜଦଣ୍ଡ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପାଗଳ’ କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ
ନୂଆଦିଲ୍ଲୀ : ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପାଗଳ ମୋଦି’ କହି ବିବାଦ ସୃଷ୍ଟି କରିଛନ୍ତି। ବିବାଦ ବଢ଼ୁଥିବାରୁ ଶ୍ରୀ ଚୌଧୁରୀ ଆଜି ସ୍ପଷ୍ଟୀକରଣ ମଧ୍ୟ!-->…
ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ମନୋଦୟ ପ୍ରତିଷ୍ଠା ହୋଇଛି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସମୀକ୍ଷା ପରେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।
ସେ ତାଙ୍କର ମତ ରଖି କହିଛନ୍ତି, ‘ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା,୧୪୬୮!-->!-->!-->…
ସଂସଦର ନୂଆ ବିଲଡିଂ ଉଦଘାଟନ ଉତ୍ସବରେ ସାମିଲ ହେବ ଅକାଳୀ ଦଳ
ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ ସେମାନେ ଉଦ୍ଘାଟନୀ!-->…
ଦିଲ୍ଲୀ ପାଇଁ କେନ୍ଦ୍ରର ଅଧ୍ୟାଦେଶ: କେଜ୍ରିୱାଲଙ୍କୁ ଉଦ୍ଧବ ଠାକରେଙ୍କ ସମର୍ଥନ
ନୂଆଦିଲ୍ଲୀ : ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜଣଙ୍କ ପରେ ଜଣେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। କେନ୍ଦ୍ରର ଅଧ୍ୟାଦେଶକୁ ସଂସଦରେ ମାତ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ!-->…