Sign in
Sign in
Recover your password.
A password will be e-mailed to you.
ସାପ କାମୁଡାରେ ମହିଳା ମୃତ…
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତ ଅନ୍ତର୍ଗତ ବଡଚେକନା ଗ୍ରାମରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯଶୋଦା ନାଏକ ଙ୍କ ସାପ କାମୁଡ଼ାରେ ମୃତ ଘୋଟିଛି । ରାତ୍ରି ସମୟରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡିଥିଲା । ପରିବାର ଲୋକେ!-->…
ଗ୍ରୀଷ୍ମକାଳୀନ ଫୁଟବଲ ଓ ଯୋଗଶିବିର ଅନୁଷ୍ଠିତ
ହିଞ୍ଜିଳିକାଟୁ (୨୩।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ!-->…
ବିଶ୍ବ କଇଁଛ ଦିବସ ଜିଲ୍ଲାସ୍ତରରେ ପାଳିତ
ଜୀବଜନ୍ତୁଙ୍କ ସୁରକ୍ଷା ହିଁ ମଣିଷ ଜୀବନ ବଞ୍ଚିବାର ମାଧ୍ୟମ ଛତ୍ରପୁର (୨୩.୦୫) : ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର ଟାଟାଷ୍ଟିଲ ପକ୍ଷରୁ ଜିଲ୍ଲା ସ୍ତରରେ ବିଶ୍ବ କଇଁଛ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ୨୦୦୦ ମସିହାରେ ଆମେରିକାର କଇଁଛ!-->…
ବ୍ରହ୍ମପୁରରେ ଧଳା ଜହର କାରବାର : ଟାଉନଥାନା ପୋଲିସ ଦୁଇ ଜଣଙ୍କୁ କଲା ଗିରଫ
ବ୍ରହ୍ମପୁର : ଧଳା ଜହର ପଛରେ ଯୁବ ପିଢ଼ି | ତାହାର ଫାଇଦା ଉଠଉଛନ୍ତି ବ୍ୟବସାୟୀ l ଯୁବ ପିଢ଼ି କୁ ଆକୃଷ୍ଟ କରି ମୁଖ୍ୟତଃ କଲେଜ ଆଖପାଖ ଅଞ୍ଚଳ ରେ ଏହି ବ୍ୟବସାୟ ଚଲାଇ ଥାନ୍ତି | ନିକଟରେ ବ୍ରହ୍ମପୁର ମେଡିକାଲ କଲେଜ ପଡିଆ ଠାରୁ କିଛି ଧଳା ଜହର ସହ ଅପରାଧୀ କୁ ଗିରଫ କରିଥଲା ପୋଲିସ l ପୋଲିସ!-->…
ଗାଇସିଲେଟ ଥାନା ଆଇଆଇସି ଗିରଫ…
ବରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ।!-->!-->!-->…
ଲାଞ୍ଚ ଏବଂ ଅପହରଣ ମାମଲା, ମହିଳା ଏସ୍. ଆଇ ନିଲମ୍ବିତ
ମୋହନା: ଗଞ୍ଜେଇ ମାମଲାରେ ଜବତ ଏକ ଅଟୋ କୁ ଛାଡିବା ପାଇଁ ଲାଞ୍ଚନେବା ଏବଂ ପରେ ଦୋଷମୁକ୍ତ ହେବାପାଇଁ ଅଭିଯୋଗ କାରିଙ୍କୁ ଅପହରଣ କରିବା ଘଟଣାରେ ଗଜପତି ଜ଼ିଲ୍ଲା ମୋହନା ଥାନାର ପୂର୍ବତନ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ ନିଲମ୍ବନ କରିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ୍.!-->…
ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାର କୃତିତ୍ୱ, ଭିନ୍ନ ଭିନ୍ନ ର୍ୟାଙ୍କ୍ ରେ ୧୮ ଜଣ
ଭୁବନେଶ୍ୱର : ସଦ୍ୟ ପ୍ରକାଶ ପାଇଥିବା ସିଭଲ ସର୍ଭିସ ପରୀକ୍ଷା-୨୦୨୨ ରେ ଦେଶରେ ମୋଟ ୯୩୩ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ସେଥିମଧ୍ୟରୁ ଓଡିଶାରୁ ୧୮ ଜଣ ପରୀକ୍ଷାରେ ସଫଳ ହୋଇଥିବା ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପକ୍ଷରୁ ଜଣାପଡିଛି । ୟୁପିଏସସିପ ରୀକ୍ଷାରେ ସଫଳ ହୋଇଥିବା!-->…
ବରଗଡ଼ ଝିକିଝିକି ଗାଁରେ ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର
ବରଗଡ଼ : ଜମି ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବାପା ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ଗୁରୁଦେବଙ୍କ କାକା!-->…
ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ
ବଲାଙ୍ଗୀର : ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ ତେଜୁଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦ୍ରୀଜା ମଞ୍ଜରୀ ସିଂଦେଓ । ଚାପ ହେବାରୁ ପବ୍ଲିକ ଇମେଜ ବଞ୍ଚାଇବା ପାଇଁ ପୋଲିସ ପଦକ୍ଷେପ ନେଉଛି । ଅଭିଯୋଗ ଅନୁସାରେ ସଠିକ ଦଫା ଲଗାଇ ମାମଲା ରୁଜୁ କରୁନଥିବା!-->…
ଏଣିକି ଶୈବ ପୀଠରେ ଗଞ୍ଜେଇ ମନା
ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି!-->…