କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର…

ମୋଦି ନଥିବାରୁ ରାହୁଳ କହିଲେନି

ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ଶେଷ ମୁହୂର୍ତ୍ତରେ ଜଳକା କରିଛନ୍ତି ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ ବୋଲି କୁହାଯାଇଥିଲା। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ଲୋକସଭା ବାଚସ୍ପତି ଓମ…

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠା…

ଉତ୍କଳ ବିଶ୍ୱବିଦ୍ୟାଳୟରେ “କ୍ରାନ୍ତି ତୀର୍ଥ” ପାଳିତ – ସ୍ୱାଧୀନତାର ୭୫ ଗୌରବମୟ ବର୍ଷକୁ ସ୍ମରଣ

କ୍ରାନ୍ତିତୀର୍ଥ ଦେଶର କ୍ରାନ୍ତିକାରିଙ୍କ ଅନ୍ୱେଷଣ ପାଇଁ ଆଃୱାନ: କୁଳପତିଭୁବନେଶ୍ୱର : ଆମର ସ୍ୱାଧୀନତା ସଂଗ୍ରାମର ଭୁଲିଯାଇଥିବା ହିରୋମାନଙ୍କୁ ମନେ ରଖିବା ଏବଂ ମନେ ରଖିବା ପାଇଁ ଗୋଟେ କାର୍ଯ୍ୟକ୍ରମ "କ୍ରାନ୍ତି ତୀର୍ଥ" ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳନ କର ଯାଇଛି | ଅନେକ ଅଣସଂଗଠିତ…

ନଦୀରୁ ନାବାଳିକାର ଶବ ଉଦ୍ଧାର…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକାର ଶବକୁ ସୋମବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ନଦୀଖଣ୍ଡି ସାହାର ଅନାଥ ଜାନିଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ନିଖୋଜ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଫୁଲବାଣୀ…

ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି l ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ…

ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦ୍ୱାବିଂଶ ଜ୍ଞାନବିଜ୍ଞାନ ମେଳା

ଚିକିଟୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚିକିଟୀ ପେଣ୍ଠ ଠାରେ ଶନିବାର ଦିନ ଦ୍ଵାବିଂଶ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ସକାଳ ୧୦ଟା ସମୟରେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିଲା | ଏଥିରେ ଏନ ଏ ସିର…

ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ଜିଲ୍ଲା ପ୍ରଭାବିତ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ରାଷ୍ଟ୍ରୀୟ ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ବାସି ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ…

5T ଅଧୀନରେ ଶିକ୍ଷା ବିଭାଗ, ସୁଧରୁନି ବ୍ୟବସ୍ଥା ଜାଗା ଅଭାବରୁ ଚାଉଳ ବସ୍ତାଉପରେ ବସି ପଢୁଛନ୍ତି ପାଠ !

ମାଲକାନଗିରି ଚିତ୍ରକୋଣ୍ଡା : ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଇ 5T କୁ ନିଜ ଅଧୀନ କୁ ନେବା ସହ ଶିକ୍ଷା ଓ ଶିକ୍ଷା ଭିତ୍ତି ଭୁମିର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରେ ଆଜିବି ଏହିଭଳି ଅବହେଳିତ…

ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମାନ ନାଗରିକ ସଂହିତା ଆଇନ ପ୍ରଣୟନକୁ ବିରୋଧ କରି…

ଦାରିଙ୍ଗବାଡ଼ି (୭/୮) : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନରେ ଭାରତ ବନ୍ଦରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମର୍ଥନ ଜଣାଇଛି।ସମାନ ନାଗରିକ ସଂହିତା ଆଇନ ପ୍ରଣୟନ , ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ପାଶବିକ ଅତ୍ୟାଚାର , ୨୦୨୦,…