Sign in
Sign in
Recover your password.
A password will be e-mailed to you.
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ସମୀକ୍ଷା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଆବାସ ଘରକୁ ନେଇ ନିଜ ନିଜର ମତ ରଖିଛନ୍ତି। ସେମାନେ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି କି!-->…
ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା, ବଦଳିଲା ମାଟ୍ରିକ୍ ପରୀକ୍ଷାର ଢାଞ୍ଚା
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ।!-->…
୨୦୧୯ ହେଟସ୍ପିଚ୍ ମାମଲାରେ ଆଜମ ଖାନ ଦୋଷମୁକ୍ତ
ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍ ୨୦୧୯ ମସିହା ହେଟସ୍ପିଚ୍ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।ଏହାପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଥିଲା।!-->…
କୋର୍ଟଙ୍କ ବଡ଼ ରାୟ: ଲୋନ୍ ଶୁଝୁ ନଥିବା ଲୋକଙ୍କ ଠାରୁ ବଳ ପୂର୍ବକ ଗାଡ଼ି ଜବତ କରିବା ବେଆଇନ
ନୂଆଦିଲ୍ଲୀ : ଠିକ୍ ସମୟରେ ଲୋନ ବାବଦ ଅର୍ଥ ଦେଉ ନଥିବା ଲୋକଙ୍କୁ ଠାରୁ ବଳପୂର୍ବକ ଏଜେଣ୍ଟମାନେ ଗାଡ଼ି ଜବତ କରିବା ବେଆଇନ। ଏପରି ଆଚରଣ ସମ୍ବିଧାନରେ ଦିଆଯାଇଥିବା ଜୀବନ ଓ ଜୀବକା ଅଧିକାରର ଖୋଲା ଉଲ୍ଲଙ୍ଘନ। ଏପରି ଧମକପୂର୍ଣ୍ଣ ପଦକ୍ଷେପ ବିରୋଧରେ ଏଫଆଇଆର ରୁଜୁ କରାଯାଇ ପାରିବ ବୋଲି ପାଟନା!-->…
ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ୍…
ଭୁବନେଶ୍ବର: ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ ବସ।ସହର ପରେ ଏବେ ଗାଁରେ ପହଞ୍ଚିବ ମୋ ବସ୍ । ପ୍ରତି ପଞ୍ଚାୟତକୁ ଗଡ଼ିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପ୍ରଦାନ କରାଯିବ ପରିବହନ ସୁବିଧା । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଏହି ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା!-->…
ସୁଶାନ୍ତ ସିଂଙ୍କୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ୯ ଜିଲ୍ଲାର ଦାୟିତ୍ୱ ତାଙ୍କୁ ଦିଆଯାଇଥିବା!-->…
ଚେକ୍ ଗେଟ୍ରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ଆଠଗଡ: ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଲେ । ମହିଳା, ପୁରୁଷ ଓ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତମାନେ । କଟକ ମୁଣ୍ଡଳୀ ଚେକ୍ ଗେଟ ନିକଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଏଭଳି ଭାବେ ମାଡ଼ ମାରିଥିଲେ । ଗତକାଲି ଚେକ୍ ଗେଟ୍ରେ ଟଙ୍କା ଆଦାୟ ନେଇ ତୁମୁଳକାଣ୍ଡ ଘଟିଥିଲା।!-->…
ଫିକ୍ସଡ ଡିପୋଜିଟରୁ ଉଭାନ୍ ହୋଇଗଲା ୧୦ ଲକ୍ଷ ଟଙ୍କା
ସୋର: ଫିକ୍ସଡ ଡିପୋଜିଟରୁ ଉଭାନ୍ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍ଲାଇନ୍ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ । ଔପଦା ବ୍ଲକ ବଡ଼ପୋଖରୀ ଗାଁର ଚକ୍ରଧର ସାହୁ ଗତ ଏପ୍ରିଲ ମାସ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭଙ୍ଗାହେଲା ବଡ଼ଆଖଡ଼ା ମଠ ଘର
ପୁରୀ: ବହୁଦିନର ନିରବତା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି।ଆଜି ବଡ଼ଦାଣ୍ଡକୁ ଲାଗି ଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଉଚ୍ଛେଦ କରାଯାଇଛି। ଆଜି ଜେସିବି ଲଗାଇ ଉତ୍ତର-ପୂର୍ବ ଦ୍ବାର କୋଣରେ ଥିବା ଏହି ଦୁଇ ମହଲା ଘରକୁ ଭାଙ୍ଗି ମାଟିରେ!-->…
ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ
ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ!-->…