Sign in
Sign in
Recover your password.
A password will be e-mailed to you.
ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ୍ଙ୍କ ନୂଆ ନିୟମ ଲକ୍ଷ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କୁ କରିବ ପ୍ରଭାବିତ
ଲଣ୍ଡନ: ବ୍ରିଟେନରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖରାପ ଖବର। ନିଜ ପରିବାରକୁ ଆଉ ବ୍ରିଟେନକୁ ନେଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଏନେଇ ବ୍ରିଟିଶ ସରକାର ଏକ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କ ଉପରେ ଏଇ ଇମିଗ୍ରେସନ କଟକଣା ଘୋଷଣା!-->…
ମାଫିଆ ଙ୍କ କୋଲପ ଦୃଷ୍ଟି ରେ ଭଦ୍ରକ ଜିଲ୍ଲାରେ ମଠ ମନ୍ଦିର ସମ୍ପତି…
ପ୍ରଶାସନ ସାଜିଛି ଧୃତରାଷ୍ଟ୍ର...!!
ବିଦ୍ୟୁତ କାଟ ପାଇଁ କର୍ମଚାରୀ ଙ୍କୁ ଘେରିଲେ ସ୍ଥାନୀୟ ଲୋକେ..!
ଭଦ୍ରକ : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ରେ ଲୋକ ମାନେ ଏଵେ ନୟାନ୍ତ। ଦିନ କୁ ଦିନ ବଢ଼ିଚାଲିଛି ତାପମାତ୍ରା, ଅସହ୍ୟ ହେଉଛି ଗରମ l ଗାଁ ଠାରୁ ସହର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି l ହେଲେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ଯେଉଁଭଳି ଭାବରେ ଖାମଖିଆଲି ହୋଇ ବିନା ସୂଚନା ରେ!-->!-->!-->…
ବିବାହର ୧୮ ବର୍ଷ ପରେ ମଧ୍ୟ ସନ୍ଦେହ : ସ୍ତ୍ରୀ ର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ…
ଭଦ୍ରକ :- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ ଆଗରପଡ଼ା ହଜାରି ସାହିରେ ୧ ମାସ ପୂର୍ବରୁ ଶଳା ବାହାଘର ପାଇଁ ଆସିଥିବା ଦିଲ୍ଲୀ ଆଗ୍ରା ଅଞ୍ଚଳର ଦମ୍ପତି କାଲି ରାତିରେ ସ୍ବାମୀ ମଦ୍ୟପ ଅବସ୍ଥାରେ ସ୍ତ୍ରୀ ର ତଣ୍ଟି କାଟି ହତ୍ୟା କରିଥିବା ନେଇ ଆଗରପଡ଼ା ଅଞ୍ଚଳରେ!-->!-->!-->…
ରାଇଘରେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିରର ଭୂମି ପୂଜନ ଓ ଶିଳାନ୍ୟାସ ଅନୁଷ୍ଠିତ…
ଉମରକୋଟ( ୨୫/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କୋଦଭାଟା ସ୍ଥିତ ହରିଚାନ୍ଦ ମନ୍ଦିର ପରିସରରେ ନୂତନ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସମ୍ପନ୍ନ ହୋଇଛି । ଏହି ଅନୁଷ୍ଠାନରେ ବିଶେଷ କାର୍ଯ୍ୟକ୍ରମ ରେ ଅତିଥୀ ଭାବରେ ନବରଙ୍ଗପୁର ଜିଲ୍ଲାର ସାଂସଦ ମାନ୍ଯବର ରମେଶ ମାଝୀ , ପୂର୍ବତନ!-->…
ଭୂସ୍ଖଳନ ପ୍ରଭାବିତଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ…
ଦାରିଙ୍ଗବାଡି,୨୫/୫, ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରିପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ଗତ ନଭେମ୍ବର ମାସରେ ଭୂସ୍ଖଳନ ହୋଇଥିଲା। ଏନେଇ ଉଭୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଗାଁ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା। ଉକ୍ତ ସ୍ଥାନରେ ବସବାସ ଲୋକଙ୍କ ପାଇଁ ବିପଦ ସଙ୍କୁଳ!-->!-->!-->…
ବ୍ଲକରେ ନୂତନ କୋଠା ନିର୍ମାଣ ନିମନ୍ତେ ଭୂମି ପୂଜନ
ଦାରିଙ୍ଗବାଡି,୨୫/୫ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ନୂତନ କୋଠା ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଭୂମି ପୂଜନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କୋଠା ନିର୍ମାଣ ନିମନ୍ତେ ୩୦ ଲକ୍ଷ ଟଙ୍କା ଅନୁଦାନ!-->!-->!-->…
ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଦାରିଙ୍ଗବାଡ଼ି :,୨୪/୫ ଦାରିଙ୍ଗବାଡ଼ି ଠାରେ ଆଜି ତାଲୁକ ଆଇନ ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା!-->!-->!-->…
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳନ
କୋଟିଆ ନେଇ ପୂଜ୍ୟ ପୂଜା ସମିତିର କ୍ଷୋଭ
ବ୍ରହ୍ମପୁର, ତା.25.5.2023ରିଖ ସ୍ୱତନ୍ତ୍ର ଓଡିଶା ପ୍ରଦେଶର କର୍ଣ୍ଣଧାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ 49ତମ ତିରୋଧାନ ଦିବସରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାରାଜାଙ୍କ ସ୍ମୃତି!-->!-->!-->…
ସ୍ତ୍ରୀର ମୁଣ୍ଡକୁ କାଟିଲା ଜହ୍ଲାଦ ସ୍ବାମୀ…
ଗଜପତି: ସ୍ତ୍ରୀର ମୁଣ୍ଡକୁ କାଟି ଘରକୁ ନେଇ ଆସିଲା ଜହ୍ଲାଦ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ। କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ,!-->…