ମୁକ୍ତ ହେବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ଜେଲ୍‌ରୁ ମୁକ୍ତ ହେବେ। ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯିବା ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁ କଏଦୀମାନେ ୧୪ ବର୍ଷରୁ ଊର୍ଦ୍ଧ୍ବ ସମୟ

କମିଶନରେଟ ପୁଲିସ ପକ୍ଷରୁ ସମୀକ୍ଷା ବୈଠକ

ଭୁବନେଶ୍ବର: ଅପରାଧ କମିଛି, ଦଣ୍ଡବିଧାନ ବଢିଛି। ତଥାପି କ୍ରାଇମ କଣ୍ଟ୍ରୋଲ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୁଲିସ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ପୁଲିସ କମିଶନର । ସାଇବର ଅପରାଧ, ଟ୍ରାଫିକ ସମସ୍ୟା, ପ୍ରପର୍ଟି ଅଫେନ୍ସ ଆଦି କ୍ଷେତ୍ରରେ ପୂର୍ବ

ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରରେ କଡା ଚେକିଂ, ୧୧ ଗିରଫ

ସମ୍ବଲପୁର : ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା । ସେଥିମଧ୍ୟରୁ ଟ୍ରିପଲ ରାଇଡିଙ୍ଗ ଓ ମଦ ପି ଗାଡି ଚଳାଉଥିବା ୩୦ ଜଣଙ୍କୁ

ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ଲୋକର ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା: ପୁଣି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନିଖୋଜ ହୋଇଥିବା ଲୋକର ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ ଲୋକର ମୃତଦେହକୁ ଠାବ କରିଛନ୍ତି। ମୃତବ୍ୟକ୍ତିଜଣକ ହେଲେ କୃପା। ସେ  ନିଖୋଜ ଥିଲେ।

ଭିମ୍‌ସାର୍‌ରେ ପୁଣି ରାଗିଂ

ବୁର୍ଲା, : ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର ମେଡିକାଲମାନଙ୍କୁ ନେଇ

ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଜୁଲାଇ

ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର

ଉଦଳା : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା । ପୋଷ୍ଟ ମାଷ୍ଟର

ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wifi ସହ ୧ ଜିବି ଡାଟା…

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 GB ଡାଟା । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ମାଗଣା 1 GB ଡାଟା ଯୋଗାଇଦେବା

ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ବିଦା ହୋଇପାରନ୍ତି ଗୌତମ ଗମ୍ଭୀର…!

ନୂଆଦିଲ୍ଲୀ: ଗତକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ‌ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ

ହ୍ୱାଟସ ଆପ୍‌ରେ ଘରେ ରହି କାମ କରିବାକୁ ଅଫର ଦେଲେ, ୭୦ ଲକ୍ଷ ଲୁଟି ନେଲେ

ନୂଆଦିଲ୍ଲୀ : ହ୍ୱାଟସଆପ୍‌ କଲରୁ ଆରମ୍ଭ ହୋଇଥିବା ଆଉ ଏକ ୱାର୍କ ଫର୍ମ ହୋମ (WFH) ସ୍କାମ ସାମ୍ନାକୁ ଆସିଛି। ଏହି ସ୍କାମରେ ଫସି ଗୁରୁଗ୍ରାମର ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଏହି ବ୍ୟକ୍ତିଙ୍କୁ ଘରେ ରହି କାମ କରିବାକୁ ଅଫର ଦେବା ସହ ମୋଟା ଅଙ୍କର ଅର୍ଥ ମିଳିବ