Sign in
Sign in
Recover your password.
A password will be e-mailed to you.
୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ
ଭୁବନେଶ୍ବର: ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି।!-->…
ବେଡ୍ ଅଭାବରୁ ଖରାରେ ଘଣ୍ଟାଘଣ୍ଟା ଠିଆ ହେଲେ ଥାଲାସେମିଆ ରୋଗୀ
କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର । ଥାଲାସେମିଆ ରୋଗରେ ପୀଡିତ ୪୦ରୁ ଊର୍ଦ୍ଧ୍ଵ ଶିଶୁ ରକ୍ତ ପ୍ୟାକେଟ ଧରି ଠିଆ ହୋଇଥିଲେ ଘଣ୍ଟା ଘଣ୍ଟା । ଖରାରେ ଶିଝୁଥିଲେ ପିଲା ଓ ତାଙ୍କ ମାଆ ବାପା। କାରଣ ରକ୍ତ ନେବା ପାଇଁ ସେମାନଙ୍କୁ ଡାକ୍ତଖାନାରେ ବେଡ୍୍ଟିଏ ମିଳି!-->…
ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା
ସମ୍ବଲପୁର: ସରିଲା ବିବାହ, ଏବେ ଘର ବାହୁଡ଼ା। ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଆଜି ହେଉଛି ଶେଷ ଦିନ l ଜନସମୁଦ୍ରରେ ଚାଲିଛି ଯୁଗଳ ଦର୍ଶନ। ଗତକାଲି ରାତିରେ ମହାଦେବ ଓ ମାତା ପାର୍ବତୀ ଯୁଗଳ ବେଶରେ ନଗର ପରିକ୍ରମା କରିବା ସହ!-->…
ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ
ଜଗତସିଂହପୁର: ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି । ରିଷ୍ଟ ଖଣ୍ଡନ ପାଇଁ ଜଗତସିଂହପୁର!-->…
ମେ ୨୮ରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ
ଭୁବନେଶ୍ୱର: ଆସନ୍ତା ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷାଫଳ। ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ । ତେବେ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା!-->…
ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ…
କାମାକ୍ଷାନଗର : କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଭୋର ସମୟର ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ବେଳେ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି।
ଫଳରେ ଘଟଣା!-->!-->!-->…
ଦିନ ଦିପହର ରେ ଲୁଟ୍ର ଶିକାର ହେଲେ ବୃଦ୍ଧ ଦମ୍ପତି : ଝାମ୍ପି ନେଲେ ବ୍ୟାଗରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା…
ବ୍ରହ୍ମପୁର : ପୋଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ।ଦିନ ଦୀପହରରେ ମାତିଲେ ଲୁଟେରା ଖେଳାଇଥିଲେ ଆତଙ୍କ, ଯେଉଁଠାରେ ପୋଲିସ ପାଖରେ ନଥିଲା କିଛି ଭି ସୂଚନା।ଏଭଳି ଏକ ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଇଲାକାରେ।ଆଜି ପୂର୍ବାହ୍ନରେ ଆରୁଆପଲ୍ଲୀ ଗ୍ରାମର ପ୍ରଭାକର ପଟ୍ଟନାୟକ ଏବଂ ତାଙ୍କ!-->!-->!-->…
ଯୋଜନା ଏବଂ ସଂଯୋଜନ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ…
ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା
ମାଲକାନଗିରି : ମାନ୍ୟବର ମନ୍ତ୍ରୀ ଯୋଜନା ଏବଂ ସଂଯୋଜନ, ଶ୍ରୀ ରାଜେନ୍ଦ୍ର ଢୋଲକିଆ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ସେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର!-->!-->!-->!-->!-->!-->!-->…
ଗାଧୋଇବା ବେଳେ ପୋଖରୀରେ ବୁଡ଼ି ନାବାଳକ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ସେ ଖରା ଛୁଟିରେ!-->!-->!-->…
କୁଆଁରମୁଣ୍ଡାରେ ଷ୍ଟାଡିୟମ ନିର୍ମାଣ ଲାଗି ଜାଗା ଚିହ୍ନଟ ସରିଲା, ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ…
କୁଆଁରମୁଣ୍ଡା : ନିକଟରେ ୫ଟି ସଚିବ ଭି. କେ ପାଣ୍ଡିୟାନ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ଗସ୍ତକରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାମ ତଦାରଖ କରିଥିଲେ । ସେହି ସମୟରେ କୁଆଁରମୁଣ୍ଡା ନାଗରିକ କମିଟିର ଆବାହକ ରାଜେଶ କେର୍କେଟାଙ୍କ ସହ କମିଟିରସଦସ୍ୟ ରଂଜିତ ଦେହୁରୀ, ବିଜୁ!-->…