ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ୪୬.୨ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସହର ଜଳୁଛି। ନଜଫଗଡ଼ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟେସନ୍‌ରେ ପାରଦ ୪୬ ଡିଗ୍ରି ଅତିକ୍ରମ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ଦକ୍ଷିଣ

କର୍ଣ୍ଣାଟକରେ ସମସ୍ତ ୯ ମନ୍ତ୍ରୀ କୋଟିପତି, ସମସ୍ତଙ୍କ ବିରୋଧରେ ଅପରାଧିକ ମାମଲା

ବେଙ୍ଗାଲୁରୁ : ୨୦୨୩ କର୍ଣ୍ଣାଟକ କ୍ୟାବିନେଟରେ ସମସ୍ତ ୯ ଜଣ ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ୯ ଜଣ ମନ୍ତ୍ରୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟ୍‌ରେ ସବୁଠାରୁ ଧନୀ ମନ୍ତ୍ରୀ। ଅନ୍ୟପକ୍ଷେ କଂଗ୍ରେସ ସଭାପତି

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ଟପ୍ପର ହେଲେ ଈଶିତା କି‌ଶୋର

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କଲା କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷ‌ାରେ ଟପ୍ପର ହୋଇଥିବା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଲୋକ ବି ଭଲପାଆନ୍ତି: ଅନୁପ ଜଲୋଟା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଗାୟକ ଅନୁପ ଜଲୋଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ସହ ସେ ଆହୁରି ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଲୋକମାନେ ମଧ୍ୟ ଭଲପାଆନ୍ତି। ପଡୋଶୀ ଦେଶରେ ତାଙ୍କ ଭଳି ଜଣେ ନେତା ଚାହୁଁଛନ୍ତି ବୋଲି ସେ

ଟ୍ରକ୍‌ରେ ଯାତ୍ରା କଲେ ରାହୁଲ ଗାନ୍ଧି; ଡ୍ରାଇଭରଙ୍କ ସମସ୍ୟା ବୁଝିଲେ

ନୂଆଦିଲ୍ଲୀ : କର୍ଣ୍ଣାଟକାରେ କ୍ଲିନ୍‌ ସୁଇପ୍‌ ପାଇବା ପରେ ନିଜ ପୁରୁଣା ଜୋସ୍‌କୁ ଫେରି ପାଇଛି କଂଗ୍ରେସ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକା ଇତିହାସକୁ ରିପିଟ୍‌ କରିବାକୁ ଅଣ୍ଟା ଭିଡ଼ିଛି ଦଳ । ଏଥିନିମନ୍ତେ ଦଳର

ଜୁନ୍‌ ପହିଲାରୁ ନୂଆ ନିୟମ; ରପ୍ତାନୀ ପୂର୍ବରୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ କଫ ସିରପ୍‌

ନୂଆଦିଲ୍ଲୀ : ଭାରତ ରପ୍ତାନୀ କରୁଥିବା କଫ ସିରପକୁ ସେବନ କରି ବହୁ ଶିଶୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବିଭିନ୍ନ ଦେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଭାରତର କଫ ସିରପକୁ ଭରସା କରି ପାରୁ ନାହାନ୍ତି। ଫଳରେ ବିଦେଶକୁ ରପ୍ତାନୀ ହେଉଥିବା କଫ ସିରପ୍‌ ବ୍ୟବସାୟ ଠପ୍‌ ହୋଇ ପଡ଼ିଥିବା

ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ତିନି ଗୁରୁତର : ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ …

ଦାରିଙ୍ଗବାଡି, ୨୩/୦୫ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ନିକଟ ଅଡା ମୁଣ୍ଡା ଘାଟି ବୁଲାଣିରେ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ନିନି ଜଣ ଗୁରୁତ୍ୱର ଆଘାତ ପାଇଛନ୍ତି। ଦୁର୍ଘଟଣା ପୂର୍ବାହ୍ନ ପ୍ରାୟ ୧୧.୩୦ ବେଳେ ଘଟିଥିବା ସୂଚନା ରହିଛି।ଗୁରୁତର

ଜବରଦଖଲରେ ସରକାରୀ ଜାଗା : ଜବରଦଖଲ ଉଚ୍ଛେଦ କଲା ପୌରପ୍ରଶାସନ…

ହିଞ୍ଜିଳିକାଟୁ ,୨୩ ।୫ ଦୀର୍ଘବର୍ଷ ଧରି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଯୋଗୀବନ୍ଧ ପଛ ଭାଗରେ ଏକର ଏକର ସରକାରୀ ଜାଗା ଵହୁ ପରିଵାର ଜବରଦଖଲ କରି କବ୍‌ଜାରେ ରଖିଛନ୍ତି। ସରକାରୀ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି, ସ୍ଥାୟୀ ବାସଗୃହ ନିର୍ମାଣ କାର୍ଯ୍ୟ

ଆଇଏଏସ ରେଜଲ୍ଟ ପ୍ରକାଶ, ଇଶିତା କିଶୋରୀ ଟପ୍ପର…

ଭୂବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ ମୋଟ

ଅର୍ଣ୍ଣପାଳ ଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ…

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅର୍ଣ୍ଣପାଳ ଓକୋରା ହାଇସ୍କୁଲ ହରିହାଟ ନିକଟରେ ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ହରିଦ୍ୱାର ତରଫରୁ ୫ କୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ ପାଳନ ହୋଇଯାଇଛି ଏହା ଦୁଇ ଦିନ ଧରି ହୋଇଥିଲା ପ୍ରଥମ ଦିନ ୧୦୮ କଳସ ଯାତ୍ରା ହରିହାଟ ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ ହୋଇ