ବିଡିଓଙ୍କ ଜାଲ ଦସ୍ତଖତ କରି ଠକିନେଲେ ୧୫ ଲକ୍ଷ

ଟାଙ୍ଗୀ : ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ । ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ

ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ…

କରଞ୍ଜିଆ: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ

ଆଇଏଏସ୍ ହେଲେ ଭଦ୍ରକର ଝିଅ ଶୁଭାଙ୍ଗି…

ଭଦ୍ରକ : ଭଦ୍ରକ ସହର ବଙ୍କ ସାହିର ସତ୍ୟ ନାରାୟଣ ଖୁଣ୍ଟିଆଙ୍କ କନ୍ୟା ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆ ପାଇଲେ ଆଇ.ଏ.ଏସ l ସର୍ବ ଭାରତୀୟ ସ୍ତରରେ 248 ରେଙ୍କରେ ରହିଛନ୍ତି ଶୁଭାଙ୍ଗି l ତେବେ ଏହା ପୂର୍ବରୁ ଓ.ଇ.ଏସ ପାଇ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଡମିନିଷ୍ଟ୍ରେଟିଭ ଅଫିସର

ବହୁ ପ୍ରତିକ୍ଷିତ ୧୧ନ ୱାର୍ଡ ରାସ୍ତା କାମ ନେଇ ଆରମ୍ଭ ହେଲା ସରକାରୀ ପ୍ରକିୟା…

ଭଦ୍ରକ : ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧୧ ରେ ଚୌଧୁରୀ ସାହି ପାଖାପଖି ଯାଇଥିବା ରାସ୍ତା କାମ ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକୁ ଗ୍ରହଣ କରି ଆରମ୍ଭ ହୋଇଛି ସରକାରୀ ପ୍ରକିୟା। ସରକାରୀ ଜମି ଓ

ନିର୍ମାଣ କାର୍ଯ୍ୟରେ ନାହିଁ ସୂଚନା ଫଳକ , ପଚାରିଲେ ମିଳୁଛି ସାମ୍ବାଦିକ ଧମକ ; ସବୁ ଜାଣି ପ୍ରଶାସନ ନିଦା…

ମାଲକାନଗିରି:(୨୩/୦୫) ଆଜି ସମୟରେ ବିକାଶ ନାଁରେ ଯେତେ ସବୁ ରାଜନୀତି, ଯେତେ ସବୁ କୂଟନୀତି, ଯେତେ ସବୁ ଷଡ଼ଯନ୍ତ୍ର । ଯେଉଁଠି ମାଟି ରାସ୍ତା ଥିଲା ତା ଉପରେ ସିମେଣ୍ଟ , ଗୁଡ଼ି , ବାଲି ଢାଳି କେତେବେଳେ ବିକାଶ ସାମ୍ନାକୁ ଆସୁଛି ତ ଆଉ କେଉଁଠି ସିମେଣ୍ଟ ରାସ୍ତା ଉପରେ ମେଣ୍ଟାଲ , ଚିପ୍ସ

ଧୋନି ମୋର ଜଣେ ବଡ଼ଭାଇ ଓ ବନ୍ଧୁଙ୍କ ଭଳି – ହାର୍ଦ୍ଦିକ ପାଣ୍ଡ୍ୟା

ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ପାଇଁ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଚଳିତ ଋତୁର ଏହି ପ୍ରଥମ ପ୍ଲେ ଅଫ୍‌ ମ୍ୟାଚ୍‌ ବିଜେତା ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ପହଞ୍ଚିବ। ପରାଜିତ ଦଳ ପ୍ଲେ ଅଫ୍‌-୨ରେ

୧୦୦୦ ଟଙ୍କିଆ ନୋଟ ଆସିବାର ଏବେ କୌଣସି ଯୋଜନା ନାହିଁ

ନୂଆଦିଲ୍ଲୀ : ୨୦୧୬ ମସିହା ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟକୁ ଆରିବିଆଇ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏପରି ନିଷ୍ପତ୍ତି ପରେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବଜାରରେ ବ୍ୟବହାର କରାଯାଉଥିବା ୧୦୦୦ ଟଙ୍କିଆ ନୋଟ ପୁଣି ଆସିବ ବୋଲି ଚର୍ଚ୍ଚା

ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ପ୍ରତିଶ୍ରୁତି: ୫ ଶହ ଟଙ୍କାରେ ଦେବେ ଗ୍ୟାସ

ଭୋପାଳ : କର୍ଣ୍ଣାଟକାରେ ପ୍ରଚଣ୍ଡ ଜନମତ ସହ ସରକାର ଗଠନ କରିଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ଫୋକସ କରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକାର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି।କର୍ଣ୍ଣାଟକା ଭଳି

ପାକିସ୍ତାନ ଡ୍ରୋନରେ ଆସୁଥିଲା ୨ ପ୍ୟାକେଟ୍‌ ହେରୋଇନ୍‌; ଖସାଇ ଦେଲେ ଯବାନ

ନୂଆଦିଲ୍ଲୀ : ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ୍‌କୁ ଗୁଳି କରି ଖସାଇଲା BSF । ଉକ୍ତ ଡ୍ରୋନରେ ୨ ପ୍ୟାକେଟ୍‌ ହେରୋଇନ୍‌ ଭାରତ ଆସୁଥିବା ସୂଚନା ମିଳିଛି। ଏହାପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆଯାଇଛି।ଅମୃତସର ଜିଲ୍ଲାର ଧାନୋଏ କାଲାନ ନିକଟରେ ଗତ ରାତିରେ ଏକ ଡ୍ରୋନ

ପୁଲିସ୍‌କୁ ମିଳିଲା ଧମକ; ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା

ମୁମ୍ବାଇ : ‘ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା। ସବୁ କିଛି ଛାରଖାର ହୋଇଯିବ ।’ ଏପରି କିଛି ଅଜଣା କଲ୍‌ ଆଜି ମୁମ୍ବାଇ ପୁଲିସ୍‌କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଶେଷରେ ପୁଲିସ୍‌ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ