ଟିକିରି ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ଚୟନ

କାଶୀପୁର : କାଶୀପୁର ବ୍ଲକ ଟିକିରିସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ବ୍ରାହ୍ମଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ହନୁମାନ ଜୀଉଙ୍କ ପୂଜା ଆରାଧନା କରାଯାଇଥିଲା । ବ୍ରାହ୍ମଣ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ

ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ବିବେକାନନ୍ଦ ଜାତୀୟ ପୁରସ୍କାର

ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମତା ଜାତୀୟ ସାହିତ୍ୟ ଅନୁଷ୍ଠାନ ନୂଆଦିଲ୍ଲୀ ତରଫରୁ ବିବେକାନନ୍ଦ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି l ନୂଆ ଦିଲ୍ଲି ସ୍ଥିତ ଗୋଲ ମାର୍କେଟ ବଙ୍ଗ ସାଂସ୍କୃତିକ ଭବନ ପରିସର ରେ ଆୟୋଜିତ ସମତା

କାଶୀପୁର ଅଞ୍ଚଳ ରେ କାଳବୈଶାଖୀର ତାଣ୍ଡବ…

କାଶୀପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖାଦେଇଥିବା ବେଳେ ବିଭିନ୍ନ ଲୋକ ଙ୍କ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ କାଶିପୁର ବ୍ଲକ ରେ ଅନେକ ସମୟରେ ଲୋକ ଙ୍କ ଧନ ଜୀବନ କ୍ଷତି ହେଉଥିବା ବେଳେ। କିଛିଦିନ ହେବ ଅଦିନିଆ

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ…

ଫୁଲବାଣୀ // ବାଲିଗୁଡା :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ

ବିଭିନ୍ନ ଦାବି ନେଇ ମାଲକାନଗିରି ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମିଳିତ ଅମଲା ସଂଙ୍ଘ ତରଫରୁ ରାଜ୍ୟ ସରକାରଙ୍କ ଓଡିଶାରେ କାର୍ଯ୍ୟରତ ଅମଲା ମାନଙ୍କ ପ୍ରତି ବୈମାତୄକ ମନୋଭାବ ପୋଷଣ କରୁଥିବା ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଅମଲା କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ସରକାର ଅଣଦେଖା

ଦୁଇ ବାଇକ ମଧ୍ଯରେ ଧକ୍କା ପରେ ମାଡିଗଲା ହାଇଓ୍ବା : ୨ ମୃତ୍ୟୁ ଜଣେ ଗୁରୁତର

ଭଦ୍ରକ //ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ମୂଖ୍ଯରାସ୍ତାରେ ଉଗ୍ରତରା ଛକ ନିକଟରେ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ! ଏହି ଦୁର୍ଘଟଣାରେ ୨ ଜଣକଂ ମ୍ରୁତ୍ଯୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ହୋଇଛନ୍ତି ! ପ୍ରକାଶ ଥାଉକି ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଚାନ୍ଦବାଲି ଏନ ଏ ସି

କୋଇଲା ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ

ଭଦ୍ରକ : ପୋଲିସକୁ ଆକ୍ରମଣ କଲେ କୋଇଲା ମାଫିଆ । ଚାନ୍ଦବାଲି ମତୋରେ ଗତକାଲି କୋଇଲା ଚୋରା ଚାଲାଣ ବେଳେ ପୋଲିସ ବିରୋଧ କରିବାରୁ ଓଲଟା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି କୋଇଲା ମାଫିଆ । ଗତକାଲି ଦୃତଗତିରେ ଯାଉଥିବା ଚୋରା କୋଇଲା ପିକପ ଭ୍ୟାନଟି ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା ତଳକୁ

ରୋଗୀଣା ବାପାଙ୍କୁ ଦେଖିବାକୁ ଯାଇ ପୁଅ ନିଖୋଜ…

ରାୟଗଡା //କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କଣ୍ଡାସାହିର ରୋଗୀଣା ବାପା କୋଡୁରୁ ଆପାରାଓଙ୍କୁ ଦେଖିବା ପାଇଁ ଯିବା ପୁଅ କୋଡୁରୁ ବିନୋଦ(୨୫) ନିଖୋଜ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରୋଗୀଣା ବାପା କୋଡୁରୁ ଆପାରାଓ ବହୁ ଦିନ ଧରି କର୍କଟ ରୋଗରେ

ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା