Sign in
Sign in
Recover your password.
A password will be e-mailed to you.
ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ
ଭୁବନେଶ୍ବର : ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି!-->!-->!-->…
ରାଉରକେଲା ତହସିଲ ଅଧିକାରୀଙ୍କ ଅବହେଳା, ମିଳିଲାନି ୩୦୦ ଉତ୍ତରାଧିକାରୀ ପ୍ରମାଣପତ୍ର…!
ବାଲିମାଫିଆ ଓ ଖଣି ମାଫିଆ ତହସିଲଦାରଙ୍କ ଗେଲ୍ହା ପୁଅ...!!
ରାଉରକେଲା: ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ ମୌଳିକ କାର୍ଯ୍ୟ ରୁ ବହୁତ ଦୂରରେ ମୌଳିକ ଅଧିକାର ଖଣ୍ଡେ ପାଇଁ ପାରୁନାହାନ୍ତି ଅଞ୍ଚଳ ବାସିନ୍ଦା l ରାଉରକେଲା ତହସିଲରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆବେଦନକାରୀଙ୍କୁ!-->!-->!-->…
୬ ଏମ୍ସରେ ନଗଦ ବିହୀନ ଚିକିତ୍ସା ସୁବିଧା
ଭୁବନେଶ୍ବର : ଏମ୍ସ ଭୁବନେଶ୍ବର ସମେତ ଏମ୍ସ ଭୋପାଳ, ପାଟଣା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ନଗଦ ବିହୀନ ଚିକିତ୍ସା ସୁବିଧା ମିଳିପାରିବ। ଏଥିପାଇଁ ୬ଟି ଏମ୍ସ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
କେନ୍ଦ୍ର ସରକାର!-->!-->!-->…
ନଭେମ୍ବର ସୁଦ୍ଧା କଟକ ଚଣ୍ଡୀଙ୍କ ନୂଆ ମନ୍ଦିର
କଟକ : ମା’ କଟକ ଚଣ୍ଡୀଙ୍କ ପୁରୁଣା ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବ। ସେଠାରେ ଏକ ନୂଆ ମନ୍ଦିର ନିର୍ମାଣ ହେବ। ପୁରୁଣା ମନ୍ଦିର ଅସୁରକ୍ଷିତ ହୋଇ ପଡ଼ିଥିବାରୁ ସେଠାରେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ମନ୍ଦିର ନିର୍ମାଣ ହେବ। କିନ୍ତୁ ମା’ କଟକ ଚଣ୍ଡୀଙ୍କ ସିଂହାସନ ସ୍ଥାନାନ୍ତର ହେବ!-->…
କାଲି ସକାଳେ ଶପଥ ନେବେ ନୂଆ ମନ୍ତ୍ରୀ…
ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀମାନେ ନେବେ ଶପଥ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ!-->!-->!-->…
୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଲେ ପ୍ରାଣୀ ଚିକିତ୍ସାଳୟର କିରାଣି
ସୁବର୍ଣ୍ଣପୁର : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ଥିତ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
!-->!-->!-->…
ସାଉଦିର ସର୍ବପ୍ରଥମ ମହାକାଶ ଅଭିଯାନରେ ଯିବେ ଜଣେ ସ୍ତନ-କର୍କଟରୋଗ ଗବେଷିକା ଓ ଜଣେ ଲଢୁଆ ବିମାନ ଚାଳକ…
କେପ୍ କନାଭେରାଲ୍: ‘ଏକ୍ସିଅମ୍ ସ୍ପେସ୍’ଦ୍ବାରା ଆୟୋଜିତ ବେସରକାରୀ ଅଭିଯାନରେ ଆଜି ଫ୍ଲୋରିଡାରୁ ଯିବାକୁ ଥିବା ମହାକାଶ ଯାନରେ ପ୍ରଥମ କରି ସାଉଦି ଆରବରୁ ୨ଜଣ ମହାକାଶଚାରୀ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାତ୍ରା କରିବେ।
ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ତନ-କର୍କଟରୋଗ!-->!-->!-->…
ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ: ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୪,୫୦୦ ବର୍ଗ ମିଟର୍ ପରିମିତ ଜମିରେ ନିର୍ମିତ ତ୍ରିକୋଣାକାର ୪!-->!-->!-->…
ଆସାମର ‘ଲେଡି ସିଂଘମ୍’ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ତଦନ୍ତ କରିବ ‘ସିବିଆଇ’
ଦିସପୁର: ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ମହିଳା ପୁଲିସ ଅଫିସର୍ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରିବ ବୋଲି ଶନିବାର ଦିନ ଆସାମ ପୁଲିସ ସୁପାରିସ କରିଛି।
ମେ ୧୬ ତାରିଖ ଦିନ ନାଓଗାଓଁ ଜିଲ୍ଲାରେ ଗୋଟାଏ କଣ୍ଟେନର୍ ଟ୍ରକ୍ ସହିତ!-->!-->!-->…
ମୁଁ ଆପଣଙ୍କ ‘ଅଟୋଗ୍ରାଫ୍’ ନେବି: ବାଇଡେନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ଲୋକପ୍ରିୟତା ଦେଖି ତାଙ୍କର ‘ଅଟୋଗ୍ରାଫ୍’ ନେବେ ବୋଲି ଶନିବାର ଦିନ ରହସ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ କହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି।
ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ‘କ୍ବାଡ୍’ ବୈଠକ!-->!-->!-->…