Sign in
Sign in
Recover your password.
A password will be e-mailed to you.
ଡ଼ ସୁଧାଂଶୁ ଷଡଙ୍ଗୀ ନୂଆ ଫାୟାର ଡିଜି ଭାବେ ଦାୟିତ୍ୱ ଗ୍ରହଣ…
ଭୂବନେଶ୍ୱର : ୨୨/୦୫ : ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ସୁଧାଂଶୁ ଷଡଙ୍ଗୀ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ । ଦାୟିତ୍ୱ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି।!-->…
ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ…
ହିଞ୍ଜିଳିକାଟୁ ୨୨।୫ ହିଞ୍ଜିଳି ଥାନା ଅଞ୍ଚଳ ର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ଅଜଣା ଫୋନ ନମ୍ବର ରୁ ଫୋନ କଲ ଆସିଥିଲା। ଜଣେ ଯୁବକ!-->…
ଭଦ୍ରକ ମୋଚି ଛକ ପୁରୁଣାବଜାର ରାସ୍ତା ରୁ ଜବର ଦଖଲ ଉଛେଦ…
ଦମ୍ଭ ଦେଖାଇଲା ପ୍ରଶାସନ, କାନ୍ଦୁଛନ୍ତି,ବ୍ୟବସାୟୀ...
କଲଭଟ କାର୍ଯ୍ୟ କରିବାକୁଆସି କାର୍ଯ୍ୟ ସ୍ଥଳରେ ଶ୍ରମିକର ହେଲା ମୃତ୍ୟୁ, କାରଣ ଅସ୍ପଷ୍ଟ..!
ମାଲକାନଗିରି : କାଲିମେଳା ବ୍ଲକ ମାନମ କୋଣ୍ଡା ପଞ୍ଚାୟତ ସୀତା ପାଲ୍ଲୀ ଘାଟି ରେ କଲଭଟ କାର୍ଯ୍ୟ କରୁଥିବା ଶ୍ରମିକର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ମୃତକ ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କଷଗୁମୁଡା ବ୍ଲଜ କୋଡୀଙ୍ଗା ପାର୍ଷା ଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ 47ବର୍ଷୀୟ!-->!-->!-->…
ଖଣି ନିର୍ଦେଶକଙ୍କ କୁଆଁରମୁଣ୍ଡା ଗସ୍ତ…
କୁଆଁରମୁଣ୍ଡା- ଆଜି ଖଣି ନିଦ୍ଦେର୍ଶକ ଶ୍ରୀ ପି.କେ ମିଶ୍ର କୁଆଁରମୁଣ୍ଡା ଗସ୍ତ କରିଥିଲେ , ତାଙ୍କ ଗସ୍ତ ରେ ପାନପୋଷ ଏବଂ ବଣାଇ ଉପଖଣ୍ଡ ର ଉପଜିଲ୍ଲାପାଳଙ୍କ ସହ ସମସ୍ତ ତହସିଲଦାର ,ରାଜସ୍ବ ନିରୀକ୍ଷକ ଏବଂ ରାଜସ୍ବ ପରିଦର୍ଶକ ମାନଙ୍କ ସହିତ ଉପଖଣ୍ଡ ର ସମସ୍ତ ମାଇନ୍ସ ଅଧିକାରୀ ମାନେ!-->…
କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି
ହିଞ୍ଜିଳିକାଟୁ (୨୧।୫) : ହିଞ୍ଜିଳିକାଟୁ ରେ ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା , ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ସ୍ଥିତ ପନିପରିବା ବଜାର ରେ ଥିବା ଅସ୍ଥାୟୀ ଦୋକାନ ପାଲ ଛପର ଉଡିଯାଇଛି। ଏଥି ସହିତ!-->…
ଚିକିଟୀ ବିଧାୟିକା ତଥା ନଗର ଉନୟନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ନିର୍ବାଚନ ମଣ୍ଡଳୀରେ ରବିବାର ଦିନ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଚିକିଟି ବିଧାୟିକା ତଥା ଓଡ଼ିଶାର ନଗର ଉନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ କରକମଳରେ ହୋଇଅଛି। ପ୍ରଥମେ ଚିକିଟୀ ପୌର ପରିଷଦରେ ବାଉରୀ ସାହି ବାସିନ୍ଦାଙ୍କ ସକାଶେ ଏକ!-->…
ଉମରକୋଟ ଅଞ୍ଚଳ ରେ କାଳବୈଶାଖୀ ରଚିଲା ତାଣ୍ଡବ ଲୀଳା…
ଉମେରକୋଟ : ଆଜି ଅପରାହ୍ନ ରେ ଉମରକୋଟ ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଛି କାଳବୈଶାଖୀ l ଘଡ ଘଡି ବିଜୁଳି ସହ ପ୍ରବଳ ମାତ୍ରା ରେ ପବନ ଏବଂ ବର୍ଷା ହୋଇଛି , ଯାହା ଫଳରେ ଉମରକୋଟ ଠାରୁ କୋଣ୍ଡାଗାଁ ଯିବା ରାଜପଥରେ ବଡ଼ ବଡ଼ ଗଛ ଭାଙ୍ଗି ଗମନା ଗମନ ଏକ ରକମ ଠପ ହୋଇ ଯାଇଛି ରାସ୍ତା କଡରେ ଥିବା ବଡ!-->…
ନୂଆ ମନ୍ତ୍ରୀ ହେବେ ବିକ୍ରମ, ସୁଦାମ ମାରାଣ୍ଡି ଓ ସାରଦା
ଭୁବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ଆଜି!-->…
ବଜ୍ରାଘାତରେ ତିନି ଗାଈଗୋରୁ ମୃତ…
ଦାରିଙ୍ଗବାଡ଼ି,୨୧/୫ : ଦାରିଙ୍ଗବାଡ଼ି ବ୍ଳକ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଗ୍ରାମର ଦୁଇ ବଳଦ ଓ ଗୋଟିଏ ଗାଈ ଆଜି ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅପରାହ୍ନରେ ବିଜୁଳି ଘଡ଼ଘଡି ସହିତ କାଳବୈଶାଖୀ ବର୍ଷା ହୋଇ ଥିଲା । ଗାଁ ନିକଟ ଆମ୍ବ ଗଛ ତଳେ!-->…