ବଗିକୁ ଛାଡି ଇଞ୍ଜିନ ପଳାଇଲା ୫୦୦ମିଟର, ୫ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ

ଜଳେଶ୍ବର: ଇଞ୍ଜିନରୁ ଅଲଗା ହେଲା ବଗି। ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର। ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ। ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା ରେଳ ବିଭାଗ। ଟ୍ରେନ

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର

କରଞ୍ଜିଆ:ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ପୋଲିସ ମଧ୍ୟ ଉଦ୍ୟମ କରୁଛି । ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରେ ପିକଆପ୍ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ପିଛା କରିଥିଲା । ଗାଡି ଜବତ

ବଲାଙ୍ଗିର ରାଜ ପରିବାରର ମାମଲା: ଡେରାଡୁନ୍ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ

ବଲାଙ୍ଗୀର : ଥାନାରେ ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ପାରିବାରିକ ହିଂସା ମାମଲା ନେଇ ଡେରାଡୁନ୍‌ ଥାନାରେ ମାମଲା ରୁଜୁ ହୋଇଛି । ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ୍‌ ପୋଲିସ । ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ନାରାୟଣ

ମଣ୍ଡଳୀ ବ୍ରିଜ୍ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା

ଆଠଗଡ଼: ମଣ୍ଡଳୀ ସେତୁ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଖବର ମୁତାବକ ଯୁବତୀ ଜଣଙ୍କ ଭୁବନେଶ୍ଵର ସୁନ୍ଦରପଦା ଅଞ୍ଚଳର ଐଶର୍ଯ୍ୟା ପରିଜା ବୋଲି ଜଣା ପଡ଼ିଛି । ସେତୁ ଉପରେ ଆକ୍ଟିଭା ଆଇ ସ୍କୁଟି ରଖି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ନେଇ ସନ୍ଦେହ

ରାଜାନ୍ଦ୍ରିଭିଷେକରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ଆସନ୍ତା ୩୦ ତାରିଖରୁ ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ପଡୁଥିବା ବେଳେ ସେହି ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ

ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ :କିଏ ହେବେ ନୂଆ ମନ୍ତ୍ରୀ ? ଚର୍ଚ୍ଚାରେ ଗଞ୍ଜାମର ୩ ବିଧାୟକ…

ଭୁବନେଶ୍ୱର : ଆସନ୍ତା କାଲି (ସମବାର ) ହେବ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ସୋମବାର ସକାଳେ ଲୋକସେବା ଭବନରେ ହେବ ଶପଥଗ୍ରହଣ ଉତ୍ସବ ହେବ । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ କାହାର ବିଭାଗ ବଦଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ଦିନ ମନ୍ତ୍ରୀମଣ୍ଡଳରୁ

ଆଜି ବି ଶୁଭୁଛି କେନ୍ଦରାର ମଧୁର ସ୍ବନ

ଆମ ରାଜ୍ୟ ଓଡ଼ିଶା, ବାର ମାସରେ ତେର ପର୍ବ ପାଳନ ସହିତ ଆମ ସଂସ୍କୃତି, କଳା, ସାହିତ୍ୟ ସବୁ ନିଆରା । ଓଡ଼ିଶାର କଳା ଓ ସଂସ୍କୃତି ଦେଶ ବିଦେଶ ରେ ବହୁ ଆଦର ଲାଭ କରିଛି । ବହୁ କଳା ଓ ସଂସ୍କୃତି ର ଗନ୍ତାଘର ଆମ ଓଡ଼ିଶା । ଏହିଭଳି ଏକ କଳା କେନ୍ଦରା ଗୀତ ଯାହା ଗାଁ ଗଣ୍ଡାରେ ବେଶୀ ଦେଖିବାକୁ

୨୪ ଘଣ୍ଟା ଭିତରେ ଚୋରି ସାମଗ୍ରୀ ଉଦ୍ଧାର ଚୋର ଗିରଫ …

ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଳବ ଗ୍ରାମର ଜିଲୁ ବରଡ ଙ୍କ ଟ୍ରାକ୍ଟର ଗ୍ୟାରେଜ ରୁ ଗତ ୧୭ ତାରିଖରେ ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ

୨ ବାଇକ୍‌ ଚୋର ଗିରଫ; ୬ଟି ମୋଟର ସାଇକେଲ୍‌ ସହ ୫ ମୋବାଇଲ ଜବତ

ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ଡେରା ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ସାହୁ ପଳାସୀ ଗ୍ରାମ ରେ ଖୋଲିଥିବା ଏଲୋରା ମୋବାଇଲ ଦୋକାନ ବନ୍ଦ କରି ଗତ ୪।ତାରିଖ ରାତିରେ ଗ୍ରାମକୁ ଫେରୁଥିବା ସମୟରେ ଖାଜିପଲି ଓ ପଳାସୀ ଗ୍ରାମ ମଧ୍ୟରେ ଦୁଇ ଜଣ ଦୁର୍ବୃତ୍ତ

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା' ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ