ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ

ଭୁବନେଶ୍ୱର :ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ। ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ। ତାଳଚେରଠାରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର।  ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ

ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ

ଭୁବନେଶ୍ବର: ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ ଲୁଟେରାଙ୍କୁ ୨ ଘଣ୍ଟା ଧରି ସାହସର ସହିତ

ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ ସିଟ୍ ବଢ଼ିପାରେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । କାରଣ ମେ’ ୧୮ ତାରିଖରେ ମାଟ୍ରିକ ରେଜଲ୍ଟ

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୭୭ ରନ୍‌ରେ ପରାସ୍ତ କରିଛି। ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୪୬ ରନ୍‌ରେ ଅଟକି ଯାଇଛି।

ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଗାମୀ ସାଧାରଣ ନିର୍ବାଚନ (୨୦୨୪)ରେ କିପରି ଭାବେ ପଡ଼ିଆକୁ ଓହ୍ଲାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜେପି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ରାଜ୍ୟ କାର୍ଯ୍ୟକାରିଣୀ ବୈଠକ’ରେ ଶନିବାର ଏନେଇ

ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା: ସ୍କୁଲ୍‌ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଆଜି ଟିଏମସି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସେଠାରେ ସିବିଆଇ ଅଭିଷେକଙ୍କୁ ଅନେକ ପ୍ରଶ୍ନ ପଚାରିଛି | ତେବେ ଏହି ପଚରାଉଚୁରାକୁ ନେଇ ଅଭିଷେକ ବାନାର୍ଜୀ କହିଛନ୍ତି ଯେ

ପୋଲିସ ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ

ସମ୍ବଲପୁର: ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ କରି

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ

ବେଙ୍ଗାଲୁରୁ: ଦ୍ବିତୀୟ ଥର ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଶପଥ ଗ୍ରହଣ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ

ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ରାଉରକେଲାରେ ଆଜି ଏକ ‘ମୋ ବସ୍‌’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା। ସେତେବେଳେ

ବନ୍ଦ ଘରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ

ବଲାଙ୍ଗୀର: ବଲାଙ୍ଗୀରର ସାଲେପାଲିପଡ଼ାରେ ବୀଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାନ ଭାଇ ପାରିବାରିକ କଳହରୁ ବଡ଼ ଭାଇକୁ ହାଣି ୮ ଖଣ୍ଡ କରିଥିଲା। ଦୁଇଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଅଭିଯୁକ୍ତକୁ