ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର:୧୨୧ ୟୁନିଟ ରକ୍ତ ସଂଗ୍ରହ…

ଛତ୍ରପୁର : ସବୁଠି ପ୍ରଚଣ୍ଡ ରୌଦ୍ରତାପ । ଖରା ପାଇଁ ରକ୍ତ ସଂଗ୍ରହରେ ହେଉଛି ସମସ୍ୟା । ଫଳରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ପ୍ରତିଦିନ ଏହି ଭଣ୍ଡାର ଉପରେ ନିର୍ଭର କରନ୍ତି ପ୍ରାୟ ହଜାରରୁ ଉର୍ଦ୍ଧ୍ବ ରୋଗୀ । ଥାଲାସେମିଆ, କର୍କଟ, ବୋନମ୍ୟାରୋ, ସାଧାରଣ ତଥା

କେନ୍ଦ୍ର ସଚିବଙ୍କ ହିଞ୍ଜିଳି ଗସ୍ତ:ଉନ୍ନୟନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ…

ହିଞ୍ଜିଳିକାଟୁ,୨୦/୫/୨୦୨୩ :ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ଅଧିନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିବ୍ଲକ ଶାସନ ଆମ୍ବଗାଁରେ ପହଞ୍ଚିଥିଲେ।ସେଠାରେ ପଞ୍ଚାୟତବାସୀଙ୍କ ତରଫରୁ ସଚିବଙ୍କୁ ପୁଷ୍ପ ଅର୍ପଣ ସହ ଉପଢୌକନ ଦେଇ ଭବ୍ୟ

ଅଜଣା ବୃଦ୍ଧାଙ୍କ ଶବ ଉଦ୍ଧାର : ଅନାହାର ମୃତ୍ୟୁ କୁ ନେଇ ସନ୍ଦେହ…!!

ରାଏବଗା-(ବିରମିତ୍ରପୁର) :ଗତ କାଲି ବିଳମ୍ବିତ ରାତିରେ ରାଏବଗା ଥାନା ଅନ୍ତର୍ଗତ ବାଙ୍କିବାହାଲ ଗ୍ରାମରଫିଲମନ୍ ନାମକ ବ୍ଯକ୍ତିଙ୍କ ଘର ଆଗରେ ପଡିଥବା ଖଟ ଉପରେ ଜନୈକ ଏକ ବୃଦ୍ଧା ( ୮୦)ଙ୍କର ମୃତ ଶରୀରପଡିଥିବାର ଦେଖି ଘରମାଲିକ ଏବଂ ଗ୍ରାମର କିଛି ବ୍ଯକ୍ତି ରାଏବଗା ଥାନା କୁ ଖବର ଦେଇଥିଲେ ।

ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଗାଁ ଗହଳିରେ ଥିବା ବିଭିନ୍ନ ମନ୍ଦିରରେ ଶୁକ୍ରବାର ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟା ରେ

ଟୋପାଏ ଜଳ ପାଇଁ ଚିନ୍ତାରେ ଲୋକେ, ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣାରେ ବିତୁଛି ଜୀବନ

ମାଲକାନଗିରି (୧୯।୫) : ଗ୍ରୀଷ୍ମ ଋତୁ ଆସିଲେ ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ଉତ୍କଟ ରୂପ ନିଏ । ଅନେକ ସ୍ଥାନରେ ସରକାର ଜଳ କଷ୍ଟ ଦୂର କରିଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ କେବଳ ଗ୍ରୀଷ୍ମ ଋତୁ ନୁହେ ବରଂ ବର୍ଷ ତମାମ ଜଳ କଷ୍ଟ ଭୋଗୁଛନ୍ତି ।

ଆଜି ୪୩ ଡିଗ୍ରୀ ଉପରେ ୩ ସହର, ୪୩.୭ ଡିଗ୍ରୀ ସହ ବଲାଙ୍ଗିର ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ୪୩ ଡିଗ୍ରୀ ଉପରେ ୩ ସହର ରହିଛି। ୪୩.୭ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି ରହିଛି।

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍ ସଂରକ୍ଷିତ ଜଙ୍ଗଲର

ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗର ପଡ଼ାରେ। ବୁର୍ଲାର ଏମଡି ଶେଖ