ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଜଳେଶ୍ବର/ଭୋଗରାଇ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର ୮୦% ଭାଗ  ଜଳିଯାଇଥିଲା। ଘର ତାଙ୍କର

ଏଏସଓ ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ : ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ଓଡିଶା ଲୋକସେବା ଆୟୋଗର ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ। କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ଆଉ ଥରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଓଡିଶା ସେକ୍ରେଟାରୀଏଟ

କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ଗଲେ ୧୭ ଟିକିଆ ହାତୀପଲ

କରଞ୍ଜିଆ: ବାହୁଡ଼ିଲେ ୧୭ ଟିକିଆ ହାତୀପଲ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ବାହୁଡ଼ିଲେ ୧୭ ଟିକିଆ ହାତୀପଲ । ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ କେଶରୀ କୁଣ୍ଡ ନିକଟରେ ଥିବା ଜଙ୍ଗଲରେ ନିକଟରେ ଥିବା ବନ ବିଭାଗ ପକ୍ଷରୁ

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ…

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ । ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇହେବ । ଏହି ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ

ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ହ୍ବାଟ୍‌ସଆପ୍‌ ଡିିପି ଲାଗି ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଚୋରି

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଚୋରି କରି ଖସି ଯିବାକୁ ବସିଥିବା ଜଣେ ଗୃହ ସହାୟିକାଙ୍କୁ ତାଙ୍କ ହ୍ବାଟ୍‌ସଆପ୍‌ ଡିପି ଧରା ପକାଇଦେଇଛି। କେବଳ ସେତିକି ନୁହେଁ, ଏହି ଗୋଟାଏ ଡିପି ପାଇଁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଓ ନଗଦ ୫ ଲକ୍ଷ

ହିରୋସୀମାରେ ମୋଦୀଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ହିରୋସିମା: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଭେଟିବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ ଭେଟିବେ

ମିଳିତ ଜାତିସଂଘ ମହାସଭା କକ୍ଷରେ ଅଭିଭାଷଣ ରଖିଲେ ଡକ୍ଟର ପିକେ ମିଶ୍ର

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମହାସଭା କକ୍ଷରେ ପୂର୍ଣ୍ଣକାଳୀନ ଅଧିବେଶନ ସମୟରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ରୂପରେ ଡକ୍ଟର ପି.କେ ମିଶ୍ର ଅଭିଭାଷଣ ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ଭାରତରେ ଆମେ, ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଏହା ଏକ

୭.୭ ତୀବ୍ରତାର ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ବଡ଼ଧରଣର ଭୂମ୍ପର୍କରେ ଥରିଛି ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜର ଦକ୍ଷିଣପୂର୍ବ ପ୍ରାନ୍ତ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ପରେ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି।ଆମେରିକା ଜେଓଲୋଜିକାଲ ସର୍ଭେ(ୟୁଏସ୍‌ଜିଏସ୍‌)

ମଇ ୨୮ ନୂଆ ସଂସଦଭବନର ଉଦ୍‌ଘାଟନ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍‌ଡିଂକୁ ଉଦଘାଟନ କରିବେ।୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ