ସୁପ୍ରିମକୋର୍ଟରେ ବିହାର ସରକାର ନିରାଶ: ବନ୍ଦ ରହିବ ଜାତିଭିତ୍ତିକ ଜନଗଣନା

ନୂଆଦିଲ୍ଲୀ : ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା। ରାଜ୍ୟରେ ଚାଲି ପାରିବ ନାହିଁ ଜାତିଭିତ୍ତିକ ଜନଗଣନା। ବିହାର ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରୁଥିବା ବେଳେ ଏହା ଉପରେ ପ୍ରଥମେ ପାଟନା ହାଇକୋର୍ଟ ରୋକ ଲଗାଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ବଢିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁଆ

ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ

ଦୁଇ ନୂଆ ବିଚାରପତିଙ୍କ ଶପଥଗ୍ରହଣ ସହିତ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ହେଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କୁ ମିଳିଛନ୍ତି ଆଉ ୨ ବିଚାରପତି। ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ

ଇମ୍ରାନ ଖାନଙ୍କ ଘରୁ ଖସି ଯାଉଥିବା ଆଉ ୬ ‘ଆତଙ୍କବାଦୀ’ଙ୍କୁ ଧରିଲା ପୁଲିସ୍‌

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ଜମାନ ପାର୍କ ସ୍ଥିତ ବାସଭବନରୁ ଖସି ଯିବାକୁ ଚେଷ୍ଟା କରୁଥିବା ୬ ଜଣ ସନ୍ଦିଗ୍ଧ ଆତଙ୍କାବଦୀଙ୍କୁ ଧରିଛି ପୁଲିସ। ଏହି ଆତଙ୍କବାଦୀମାନେ ଇମ୍ରାନଙ୍କ ଘରେ ଲୁଚି ରହିଥିଲେ। ତେବେ ସେମାନଙ୍କୁ ଗିରଫ

ଆଦାନି-ହିଣ୍ଡେନବର୍ଗ ବିବାଦ: କୌଣସି ନିୟମର ଉଲ୍ଲଙ୍ଘନ ହୋଇ ନଥିବା କହିଲେ ତଦନ୍ତ ପ୍ୟାନେଲ୍‌

ନୂଆଦିଲ୍ଲୀ : ଆଦାନି ଗ୍ରୁପ୍‌ ଷ୍ଟକର ମୂଲ୍ୟକୁ କୌଣସି ପ୍ରକାରର ଅତିରଞ୍ଜିତ କରାଯାଇନି। କୃତ୍ରିମ ଟ୍ରେଡିଂ ମଧ୍ୟ ଗ୍ରୁପ୍‌ ସହ ଜଡ଼ିତ ନାହିଁ। ଆଦାନି ଗ୍ରୁପ୍‌ କୌଣସି ପ୍ରକାରର ନିୟମର ଉଲ୍ଲଙ୍ଘନ କରି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ହିଣ୍ଡେନବର୍ଗ ବିବାଦ ଘଟଣାରେ ଗଠିତ

କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଘରେ ଘରେ ପାଳିତ ହୋଇଛି ସାବିତ୍ରୀ ବ୍ରତ l ଯାହା ରୀତିନୀତି ରହିଛି ସମସ୍ତ ହିନ୍ଦୁ ମହିଳାମାନେ ସାବିତ୍ରୀଙ୍କୁ ଦେବୀଭାବରେ ପୂଜା କରି ଏହି ପର୍ବ ପାଳନ କରନ୍ତି । ସକାଳେ ମହିଳାମାନେ ଶୁଦ୍ଧ ସ୍ନାନ କରନ୍ତି, ନୂତନ ପୋଷାକ ଏବଂ ଚପଲ ପିନ୍ଧନ୍ତି ଏବଂ କପାଳ

କନ୍ଧମାଳ : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ

ଫୁଲବାଣୀ // ବାଲିଗୁଡା : କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ

ସରକାରୀ ବସ କୁ ଗୁଳିମାଡ଼ ମାମଲାରେ ଘଟଣା ସ୍ଥଳରେ ସାଇନ୍ଟଫିକ ଟିମର ତନାଘନା…

ମାଲକାନଗିରି : ଚିତ୍ରୋକୋଣ୍ଡା ରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ ନଂ OD 07 AK4255 ଉପରକୁ ଗତକାଲି ଗୁଳି ମାଡ଼ ଘଟଣାକୁ ନେଇ ତଦନ୍ତ ଜାରି ରହିଥିଲା ବେଳେ ଗତକାଲି ଠାରୁ ସମସ୍ତ ଯାତ୍ରୀଙ୍କୁ ପଚରା ଉଚରା କରିବା ସହ ବୈପାରିଗୁଡା ପୋଲିସ ଅଟକ ରଖିଥିବା ଜଣାପଡିଛି । ଗତକାଲି ରାତିରେ