Sign in
Sign in
Recover your password.
A password will be e-mailed to you.
ଖୁବ୍ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଦଳିବେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ । ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ପିକେ ଗୁପ୍ତାଙ୍କୁ ବସାଇବାକୁ ଅଣ୍ଟା ଭିଡିଲେଣି କେଜ୍ରିୱାଲ ସରକାର । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ!-->…
ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ
ନୂଆଦିଲ୍ଲୀ : ତାମିଲନାଡୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହା ତାମିଲନାଡ଼ୁର ସାଂସ୍କୃତିକ ପରମ୍ପରାର ଅଂଶ ହୋଇଥିବାରୁ ଏହି ମାମଲାରେ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଜଲ୍ଲିକଟୁ କ୍ରୀଡ଼ା ସଂକ୍ରାନ୍ତ ଆଇନର!-->…
ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରୁ ଊର୍ଦ୍ଧ୍ବ ରେକର୍ଡ, ସୋନପୁର ସର୍ବାଧିକ ୪୪.୨ ଡିଗ୍ରି
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ବର ଓ କଟକରେ ପାରା ୪୦ ଡିଗ୍ରି ଥିଲେ ବି ଗୁଳୁଗୁଳିରୁ ନିସ୍ତାର ମିଳିପାରି ନାହିଁ। ରାଜ୍ୟର ୨୧ଟି!-->…
ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ…
ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାର ୫ ଜଣ ଏସ୍ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି।
ସମ୍ବଲପୁରରେ ବଡ଼ ଧରଣର ସାଂପ୍ରଦାୟିକ!-->!-->!-->…
ଭାରତ ଫେରିବ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା
ନୂଆଦିଲ୍ଲୀ : ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଭାରତ ଫେରିବା ବାଟ ପରିଷ୍କାର ହୋଇଛି। ଆମେରିକା କାଲିଫର୍ଣ୍ଣିଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତହବ୍ବୁର ରାଣାଙ୍କୁ ଭାରତକୁ!-->…
ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ଗିରଫ
ଭୁବନେଶ୍ୱର / ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୩୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଅତିରିକ୍ତ!-->!-->!-->…
ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୦ ତାରିଖରେ ଶପଥ ନେବେ ସିଦ୍ଦରମୈୟା। ଏଥିସହ ଡିକେ ଶିବକୁମାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ।ଶପଥ ପାଠ ଉତ୍ସବରେ କଂଗ୍ରେସ!-->…
ଆଉ ୯ ସହରରେ ଗଡ଼ିବ ମୋ ବସ…
ଭୁବନେଶ୍ୱର : ମୋ ବସ୍ ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ନଅରୁ ଅଧିକ ସହରରେ ଚାଲିବ। ଉନ୍ନତ ସହରରେ ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗଞ୍ଜାମ ଜିଲ୍ଲା ସହ ୯ଟି ସହରକୁ ଅନ୍ତର୍ଭୁକ୍ତ କରିବାକୁ!-->…
ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ : ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ଲଣ୍ଡନ!-->…
ରେଳ ପ୍ରକଳ୍ପ ଉଦଘାଟନ ବେଳେ ସଭା ଅଧାରୁ ଚାଲିଗଲେ ମନ୍ତ୍ରୀ ଓ ସାଂସଦ
କାମାକ୍ଷାନଗର: ଅନୁଗୁଳ- ସୁକିନ୍ଦା ରେଳ ଲାଇନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ କାମାକ୍ଷାନଗରଠାରେ ରେଳ ବିଭାଗ ତରଫରୁ ଆୟୋଜିତ!-->…