Sign in
Sign in
Recover your password.
A password will be e-mailed to you.
ଏ.ଏମ.ସି.ଏସ ମହାବିଦ୍ୟାଳୟରେ ପି.ଜି. ପାଠ୍ୟକ୍ରମ ଖୋଲିଲା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ 2023-2024ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପି, ଜି ପଢିବାପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି!-->…
ସୁରକ୍ଷିତ ମାତୃତ୍ବ ସମ୍ପର୍କୀତ ଆଲୋଚନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଗତ ଦିନ ମାନଙ୍କରେ ମାତୃ ଓ ଶିଶୁ ମୃତ୍ୟୁ ହାରରେ ଆଗରେ ଥିବାବେଳେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଏହାକୁ ପ୍ରତିହିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ଙ୍କ ବିଭିନ୍ନ ପ୍ରୟାସ ଫଳପ୍ରଦ!-->…
ଖଜୁରୀପଡ଼ାର ଭାଗ୍ୟସ୍ମିତା ଦଶମ ଶ୍ରେଣୀର କନ୍ଧମାଳ ଟପର
ଫୁଲବାଣୀ : ଚଳିତ ୨୦୨୩ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ୨୦୮ ବିଦ୍ୟାଳୟରୁ ମୋଟ ୯୯୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୯୭୬୯ ପାସ କରିଥିବା ବେଳେ ମାତ୍ର ୧୩୩!-->…
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ଜିଲ୍ଲାରେ ସତ୍ୟଜିତ ମିଶ୍ର ଟପ୍ପର
ମାଲକାନଗିରି, (୧୮।୫) : ଆଜି ସାରା ଓଡିଶାରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛିା ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ମୋଟ ୭୧୭୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମଧ୍ୟରୁ ୬୮୫୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ!-->…
ମାଟ୍ରିକ ପରୀକ୍ଷାରେ ଚିକିଟୀ ବ୍ଲକରେ A1 ରେ ୩ ଜଣ
ଚିକିଟି : ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳ ଚିକିଟୀ ବ୍ଲକ ର ଛାତ୍ର ଛାତ୍ରୀ ମାନଙ୍କ ସନ୍ତୋଷ ଜନକ ହୋଇଛି । ବ୍ଲକର ୨୨ ଗୋଟି ହାଇସ୍କୁଲ ର ମିଳିଥିବା ଫଳାଫଳ ଅନୁଯାୟୀ ସୁନ୍ଦରଡା ୟୂଜିହାଇସ୍କୁଲର ଏମ. ପବିତ୍ର ୫୪୬ ନମ୍ବର ରଖି A1 ଗ୍ରେଡ ପ୍ରଥମ ସ୍ଥାନ ସହ ବ୍ଲକ ଟପରହୋଇଥିବା ବେଳେ!-->…
ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ କାନ୍ଥରୁ ଖସୁଛି ଗ୍ରାନାଇଟ, ଭୟରେ କ୍ରୀଡାପ୍ରେମୀ
ହିଞ୍ଜିଳିକାଟୁ ୧୮।୫ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଈଣ୍ଡୋର ଷ୍ଟାଡିୟମ ଵାହାର କାନ୍ଥରୁ ଗ୍ରାନାଇଟ ଖସି ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ ନବଵଧୁ ପରି!-->…
କଳାକାର ସଂହତି ବିଶ୍ଵ କଲ୍ୟାଣର ଦ୍ୟୋତକ : ରାଜେନ୍ଦ୍ର ପତି
ବ୍ରହ୍ମପୁର (୧୮/୦୫) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସଭା ପ୍ରକୋଷ୍ଠ ମଧ୍ୟରେ କଳାକାର ସଂହତି ଦିବସ ମହାସମାରୋହରେ!-->…
ମାଟ୍ରିକ ପରୀକ୍ଷାରେ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା
ଫୁଲବାଣୀ : ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳାଫଳ । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ଖୁସି କହିଲେ ନ ସରେ । ସରକାରଙ୍କ ମ୍ୟାଟ୍ରିକ ଫଳାଫଳ ଘୋଷଣାନାମା ଅନୁସାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତ!-->…
ଆଇପିଏଲ-୨୦୨୩ର କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ସିଜିନର ଶେଷ ଲିଗ୍ ମ୍ୟାଚ୍ ମେ ୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ | ଏହା ପରେ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ ମେ ୨୩ରେ ଖେଳାଯିବ | ମେ ୨୪ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ | ଏହି ଦୁଇଟି ମ୍ୟାଚ୍ ଚେନ୍ନାଇର!-->…
ଶିଳ୍ପପତି ଏସ୍ପି ହିନ୍ଦୁଜାଙ୍କ ପରଲୋକ
ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍ପି ହିନ୍ଦୁଜା ଆଜି ଲଣ୍ଡନରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଏ ସମ୍ପର୍କରେ ତାଙ୍କ!-->…