Sign in
Sign in
Recover your password.
A password will be e-mailed to you.
କର୍ଣ୍ଣାଟକର କଂଗ୍ରେସ ସରକାର : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ୫ ନୂଆ ଯୋଜନା, ଖର୍ଚ୍ଚ ହେବ ୬୨,୦୦୦ କୋଟି
ନୂଆଦିଲ୍ଲୀ: ମତଦାନ ପରେ ବିପୁଳ ଭୋଟ ପାଇ ଜିତିଥିଲା କଂଗ୍ରେସ। ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏକ ନୂଆ ଆଶା ନେଇ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏବେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବ ବୋଲି!-->…
ବାୟୁସେନା ମିଗ୍-୨୧ର ଉଡ଼ାଣକୁ ସ୍ଥଗିତ ରଖିଲା…
ନୂଆଦିଲ୍ଲୀ: ରାଜସ୍ଥାନରେ ବାୟୁସେନାର ଲଢ଼ୁଆ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ସୋଭିଏତ ରୁଷିଆ ଦ୍ୱାରା ନିର୍ମିତ ଏହି ବିମାନର ପୁରୁଣା ଫ୍ଲିଟ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ମେ’ ୮ରେ ହୋଇଥିବା ଦୁର୍ଘଟଣାର ତଦନ୍ତ ଏବେ ଜାରି!-->!-->!-->…
ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜୁନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି।
ପ୍ରେମାନନ୍ଦ ପେୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ!-->!-->!-->…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଜମ୍ମୁକଶ୍ମୀରର ୧୫ଟି ସ୍ଥାନରେ ଏନଆଇଏର ଚଢ଼ାଉ
ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଆଜି ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜମ୍ମୁକଶ୍ମୀରର ସାତୋଟି ଜିଲ୍ଲାର ୧୫ଟି ସ୍ଥାନରେ ଚଢ଼ାଉ କରିଛି। ନିଷିଦ୍ଧ ସଂଗଠନ ଜମାତ-ଏ-ଇସଲାମୀର ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ!-->…
ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପାଟ୍ରୋଲିଙ୍ଗ
ଭୁବନେଶ୍ୱର : ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।
ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ!-->!-->!-->…
କାଳବୈଶାଖୀରେ ଭାଙ୍ଗିଗଲା ଯବାନଙ୍କ ବାରାକ,୧୧ ଆହତ
ମାଲକାନଗିରି: କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା ।
ଫଳରେ ୧୧!-->!-->!-->…
ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ଟୋକିଓ : ରୁଷ ସହ ଯୁଦ୍ଧ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଫଟୋ ପାଇଁ ପୋଜ ଦେଇଛନ୍ତି। ଏହାବାଦ ଉଭୟ ବେଶ କିଛି ସମୟ ପରସ୍ପର ସହ କଥାବାର୍ତ୍ତା!-->…
କଶ୍ମୀରରେ ଜି-୨୦ ବୈଠକକୁ ଚାଇନାର ବିରୋଧ, ଜବାବ ଦେଲା ଭାରତ…
ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚାଇନା କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକକୁ ବିରୋଧ କରିଛି। ସେହିପରି ତୁର୍କୀ ଓ ସାଉଦି ଆରବ ଶ୍ରୀନଗରରେ ହେବାକୁ ଥିବା ବୈଠକ ପାଇଁ ଏଯାଏ ପଞ୍ଜିକରଣ କରି ନାହାନ୍ତି।ଶୁକ୍ରବାର ଚାଇନା ବୈଦେକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଥିଲେ ଯେ!-->…
ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛି କେନ୍ଦ୍ର: କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଜାରି କରିଥିବା ଅଧ୍ୟାଦେଶକୁ ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ଅଧ୍ୟାଦେଶ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଦାୟିତ୍ୱ!-->…
Google ସିଇଓ ସୁନ୍ଦର ପିଚାଇଙ୍କ ଘର ବିକ୍ରିହେଲା…
ନୂଆଦିଲ୍ଲୀ : Google ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇର ଅଶୋକ ନଗର ସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାମିଲ ଅଭିନେତା ତଥା ପ୍ରଯୋଜକ ସି ମଣିକନ୍ଦନ ଏହି ଘରକୁ କିଣିଛନ୍ତି।ଘରର କାଗଜପତ୍ର ହସ୍ତାନ୍ତର କଲା ବେଳେ ସୁନ୍ଦର ପିଚାଇଙ୍କ ବାପା ଆରଏସ ପିଚାଇଙ୍କ ଆଖିରୁ ଲୁହ ଝରି ଯାଇଥିଲା।!-->…