ହିଞ୍ଜିଳିକାଟୁରେ ମୋ ସ୍ବଛ ସହର, ମୋ ଜୀବନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ (୨୦।୫) : ସ୍ଵଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରପରିଷଦ ଆଉ ଗୋଟିଏ ପାଦ ଆଗକୁ ବଢାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ

ଜିଲ୍ଲା ସ୍ତରୀୟ ଯୁବଉତ୍ସବ ଅନୁଷ୍ଠିତ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହରର ସ୍ଥାନୀୟ କୋରନେସନ ଗ୍ରାଉଣ୍ଡ ଫୁଲବାଣୀଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି

ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର ହେଉ

ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୦ୟୁନିଟ ରକ୍ତ ସଂଗୃହୀତ

ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପେସ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ର ୭ମ ବର୍ଷ ପୂର୍ତ୍ତି ଅବସରରେ

ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡ ଗଠନ ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବି ମଧ୍ୟ

ସୋମବାର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ବର: ସୋମବାର ହେବ ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ । ଶପଥ ନେବେ ୩ ନୂଆ ମନ୍ତ୍ରୀ । ତେବେ ଏନେଇ ସରକାରୀ ଭାବରେ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଆସନ୍ତାକାଲି ଓଡ଼ିଶା ଫେରିବେ ରାଜ୍ୟପାଳ ଗଣେଶୀ ଲାଲ । ସୋମବାର ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ । ମନ୍ତ୍ରିମଣ୍ଡଳରେ

ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ ୧୦୮ ଆମ୍ବୁଲାନ୍ସ ସେବା

ଦାରିଙ୍ଗବାଡି( ୨୦/୦୫) : କନ୍ଧମାଳ ଜିଲ୍ଲାର ବୃହତମ ବ୍ଲକ ଭାବେ ଦାରିଙ୍ଗବାଡି ବ୍ଲକ ପରିଚିତ। ଏହି ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହାରି ମଧ୍ୟରେ ବ୍ରାହ୍ମଣୀଗାଁ ବ୍ଲକ ମହକୁମାର ଦ୍ୱିତୀୟ ବୃହତମ ବଜାର। ଏହି ଅଞ୍ଚଳ ବାସୀ ଦୀର୍ଘ ବର୍ଷ ହେବ ୧୦୮ଆମ୍ବୁଲାନ୍ସ ସେବା ଯୋଗାଇ

୫-ଟି ସଚିବଙ୍କ ଘୋଷଣା, ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରି କଲେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ. ପାଣ୍ଡିଆନ ଶନିବାର କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି

ASO ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସ୍‌ସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ

କଟକ: ASO ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପ୍ରତି ଅବିଚାର

କେନ୍ଦ୍ର ସରକାରଙ୍କ ଯୋଜନା ଓଡ଼ିଶାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ: ବିଜେପି

ଭୁବନେଶ୍ବର:  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ପକ୍କା ଘର, ପିଇବା ପାଣି, ରୋଜଗାର ପାଇଁ କେନ୍ଦ୍ର ଯୋଜନା କରୁଛି, କିନ୍ତୁ ଓଡ଼ିଶାରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।