ସନାତନ ଚୌଧୁରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ଛଅଜଣକୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଗତ ୫ ତାରିଖର ରାତିରେ ବଡବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ବସ ହକର ସନାତନ ଚୌଧୁରୀ କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ନିଜ କାମ ସାରି ଗାଡି ଯୋଗେ ଘରକୁ ଫେରିବା ସମୟରେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ତାଙ୍କୁ

ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ କୁ ଓହ୍ଲାଇଲେ ଅଣ ଅନୁଷ୍ଠାନିକ ଶିକ୍ଷକ ସଂଘ…

ଉତ୍କଳ ଆଶ୍ରମ ସଭା ଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଯୋଗେନ୍ଦ୍ର ସ୍ୱାଇଁ ବ୍ରହ୍ମପୁର : ସରକାରଙ୍କ ଏନଏଫଇ ଯୋଜନା ରେ ୧୯୮୬ମସିହାରେ ନିଯୁକ୍ତି ପାଇଥିଲେ ବହୁ ଅଣ ଆନୁଷ୍ଠାନିକ ଶିକ୍ଷକ ମାନେ।ରାଜ୍ୟରେ ପାଞ୍ଚ ହଜାରରୁ ଅଧିକା ଜଣ ଶିକ୍ଷକ ନିଯୁକ୍ତି ପାଇଥିବା

ରାଜ୍ୟସ୍ତରୀୟ ମୁଁଏଥାଇ ପ୍ରତିଯୋଗିତା – 2023 ରେ କନ୍ଧମାଳ ଖେଳାଳିଙ୍କ କୃତିତ୍ଵ

ଫୁଲବାଣୀ : ଚଳିତ ମାସ ୧୩ ଏବ୍ଂ ୧୪ ତାରିଖ ଦିନ ରାୟଗଡା ସ୍ଥିତ ଜି.ସି.ଡି ମହାବିଦ୍ୟାଳୟ ଠାରେ ୧୧ ତମ ରାଜ୍ୟ ମୁଁଏଥାଇ ପ୍ରତିଯୋଗିତା - ୧୦୨୩ ଉଦଯାପିତ ହୋଇଅଛି l ଓଡିଶା ମୁଁଏଥାଇ ଇଉନିୟନ୍ ର ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ଵାରା ମାନ୍ୟତା ପ୍ରାପ୍ତ l ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତିଙ୍କ

ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି

ହାଇକମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଲେ ଶିବକୁମାର: ‘ମୋତେ ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯାଉ’

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ହଟଚମଟ ଜାରି ରହିଛି | କଂଗ୍ରେସର ଶୀର୍ଷ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ସେନେଇ ଦ୍ଵନ୍ଦ୍ବରେ ଅଛନ୍ତି | ସିଦ୍ଦରମେୟା ଓ ଡିକେ ଶିବକୁମାର ଉଭୟ କର୍ଣ୍ଣାଟକ କଂଗ୍ରେସର ଦୁଇ ବରିଷ୍ଠ ନେତା ହୋଇଥିବାରୁ

ବିହାରରେ ଜେଡିୟୁର ‘ମଟନ୍ ଭୋଜି’କୁ ନେଇ କଟାକ୍ଷ କଲା ବିଜେପି

ପାଟନା: ମୁଙ୍ଗେରରେ ଆୟୋଜିତ ଜେଡିୟୁର ମଟନ୍-ଭାତ ଭୋଜିକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କଟାକ୍ଷ କରିଛନ୍ତି । ବିଜୟ ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂ ମୁଙ୍ଗେରରେ ଏକ ମଟନ୍ ଭୋଜି ଦେଇଛନ୍ତି। କିନ୍ତୁ ଭୋଜି ପରେ ମୁଙ୍ଗେର ସହରରୁ ୧୦୦ରୁ ଅଧିକ କୁକୁର ନିଖୋଜ

ତ୍ରୁଟିପୂର୍ଣ୍ଣ କେଶ କାଟିବା ପାଇଁ ମଡେଲଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବା ଆଦେଶ ଉପରେ ରୋକ୍‌ ଲଗାଇଲେ…

ନୂଆଦିଲ୍ଲୀ: ଜାତୀୟ ଖାଉଟି ବିବାଦ ନିବାରଣ କମିଶନ (ଏନ୍‌ସିଡିଆରସି) ଆଇଟିସି କମ୍ପାନିର ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ତ୍ରୁଟିପୂର୍ଣ୍ଣ ଶୈଳୀରେ କେଶ କଟାଯିବା ପାଇଁ ଜଣେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌

ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଲେ ଟିନା ଡାବି

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବିଙ୍କ ଆଦେଶରେ ପାକିସ୍ତାନରୁ ଜୈସଲମେରକୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କେଚମେଣ୍ଟ ଅଞ୍ଚଳରେ ୫୦ରୁ ଅଧିକ

ଆଜି ରାଜ୍ୟରେ ୪୦ ଡିଗ୍ରି ଉପରେ ୨୨ ସହର, ଅନୁଗୁଳ ଓ ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରି

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ପ୍ରବଳ ଖରା ଓ ଗୁଳୁଗୁଳି ଆହୁରି ୫ ଦିନ ଯାଏଁ ଲୋକଙ୍କୁ ଛଟପଟ କରିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ

ପୁରୀ ଓ କଟକ ରେଳଷ୍ଟେସନର ହେବ ନବକଳେବର, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ପୁରୀ ଓ କଟକ ରେଳଷ୍ଟେସନର ନବକଳେବର ହେବ। ଏହି ଦୁଇଟି ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।  ଯାତ୍ରୀ ପ୍ରତୀକ୍ଷାଗାର, ଶୌଚାଳୟ, ଟିକେଟ କାଉଣ୍ଟର, ସ୍ବଚ୍ଛତା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର