ମୋର ସିଦ୍ଧରମେୟାଙ୍କ ସହ କୌଣସି ମତଭେଦ ନାହିଁ: ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ଉତ୍ସବ ମନାଉଥିବା ବେଳେ ଦୁଇ ପ୍ରମୁଖ

‘ମୋତେ ବିନା କାରଣରେ ଫଶାଇ ଦିଆଯାଉଛି, ଦେଶଭକ୍ତ ହେବାର ଦଣ୍ଡ ମିଳୁଛି’: ସମୀର ୱାଙ୍ଖଡ଼େ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ ୨ ବର୍ଷ ତଳେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ପୂର୍ବତନ ଏନ୍‌ସିବି ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି।କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ‌ ଦିଲ୍ଲୀ, ମୁମ୍ବାଇ, ରାଞ୍ଚି, ଲକ୍ଷ୍ନୌ,

ଗୁରୁବାର ଶପଥ ଗ୍ରହଣ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ: ଗୁରୁବାର ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ଦାୟିତ୍ବ ଦେବ, ତାହା ସ୍ପଷ୍ଟ ହୋଇନଥି‌ଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାର ସହ ଜାତୀୟ କଂଗ୍ରେସ

ବାଲି ମାଫିଆଙ୍କ କବ୍ଜାରେ ବିରମିତ୍ରପୁର ରାଜସ୍ବ ବିଭାଗ: ଠିକାଦାର ଓ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ…

ବୀରମିତ୍ରପୁର- ବୀରମିତ୍ରପୁର ତହସିଲ ରେ ହେଉଥିବା ଦୁର୍ନୀତି ବାଟରୁ ଯାଇ ହାଟରେ ପଡ଼ିଲାଣି ଯାହାକି ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ତଥାପି ଜିଲ୍ଲା ପ୍ରଶାସନ ନୀରବତା କୁ ନେଇ ପ୍ରଶ୍ନ ଉଠୁଛି l ସୂଚନା ଥାଉକି ବୀରମିତ୍ରପୁର ତହସିଲ ଅନ୍ତର୍ଗତ ରାଏବଗା ବାଲିଘାଟ ରେ ଜେସିବି

ମହାନ୍ ସଙ୍ଘ ପକ୍ଷରୁ ଆର୍ଥିକ ଅନଗ୍ରସର କନ୍ୟା ବିବାହ ସହ ଏକାଧିକ ଜନହିତକର କାର୍ଯ୍ୟ

ବ୍ରହ୍ମପୁର (୧୩/୦୫) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଙ୍ଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ଦୀର୍ଘ ୩୮ ବର୍ଷ ଧରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଜନହିତକର ସେବା, କ୍ରୀଡ଼ା, ସାଂସ୍କୃତିକ, ଶିଶୁ ମହିଳା କଲ୍ୟାଣ,ଜନ ଜାଗରଣ, ଜରା ନିବାସ,

ମାଲକାନଗିରିରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି(୧୩।୫) : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଅଜନ୍ତା ଷଡଙ୍ଗୀ ତତ୍ତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଦାଲତରେ

ସୁଧାକୋଣ୍ଡା ଜଙ୍ଗଲରେ ମାଓ ସାମଗ୍ରୀ ଜବତ କରିବା ସହ ଗୋଟିଏ ବୋମାକୁ ନିଷ୍କ୍ରିୟ କଲେ ବିଏସଏଫ

ମାଲକାନଗିରି, (୧୩।୫) : ମାଲକାନଗିରି ଜିଲ୍ଲା ସୁଧାକୋଣ୍ଡା ଗ୍ରାମ ନିକଟ ବିଏସଏଫ ପକ୍ଷରୁ ଜଙ୍ଗଲରେ ସର୍ଚ ଅପରେସନ ବେଳେ ଯବାନଙ୍କ ଦ୍ଵାରା ଗୋଟିଏ ଜୀବନ୍ତ ବୋମା ଜବତ କରି ଏହାକୁ ନିଷ୍କ୍ରିୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୨ ବାଟାଲିଆନ ବିଏସଏଫ ଯବାନଙ୍କ ପକ୍ଷରୁ ସୁଧାକୋଣ୍ଡା

ସିବିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ଅଭୂତପୂର୍ବ ସଫଳତା

କାଶିପୁର (୧୩/୦୫) : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ସପ୍ତମ ବର୍ଷ ନିମନ୍ତେ ଶତପ୍ରତିଶତ ସଫଳତା ହାସଲ କରି ସମଗ୍ର

ବିଧାୟକଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡ଼ି (୧୩/୫) : ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଦୁଇ ଗୋଟି ପ୍ରକଳ୍ପର ନିର୍ମାଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ବାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ତିଲୋରୀ ପଞ୍ଚାୟତ ରାସ୍ତା ଅନ୍ତର୍ଗତ ଖଡ଼ଗ ନାଳ ଉପରେ

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୭୫ଟି ମାମଲାର ଫଇସଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୪୧ଟି ଅର୍ଥ ଅସୁଲି ମାମଲାରେ