ଆଇଏଏସ ଅଫିସର ଆଶିଷ ମୋରେଙ୍କୁ କାରଣ ଦର୍ଶାଅ ନୋଟିସ କଲେ ଆପ୍‌ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ପଦରୁ ଗତ ସପ୍ତାହରେ ବିଦା ହୋଇଥିବା ଆଇଏଏସ ଅଫିସର ଆଶିଷ ମୋରେଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟରୁ ପ୍ରଶାସନିକ କ୍ଷମତା ପାଇଥିବା ଦିଲ୍ଲୀର ଆପ୍‌ ସରକାର ଆଜି ଆଶିଷ ମୋରେଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି।ଦିଲ୍ଲୀ ସରକାର ତାଙ୍କ

ମଦ ନିଶାରେ ଚୁର୍‌ ଯୁବକ ଜାଳିଦେଲା ନିଜ ଘର…

କନ୍ଧମାଳ : ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା ସାହାଜଖାଲ ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ଘର ଜାଳିବା ପରେ ମଦ୍ୟ ଯୁବକ

ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ଏଫଆଇଆର, ଶାହରୁଖଙ୍କ ପରିବାରକୁ ମଗାଯାଇଥିଲା ୨୫ କୋଟି

ମୁମ୍ବାଇ : ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା ଦେବାକୁ ଶାହରୁଖଙ୍କ ପରିବାକୁ ଧମକ ମିଳିଥିଲା। ମୁମ୍ବାଇ

କଂଗ୍ରେସକୁ ସମର୍ଥନ କରିବାର ସଙ୍କେତ ଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପାଇଁ ଆସିଛି ବଡ଼ ଖବର। ସବୁବେଳେ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କଥା କହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ରାଜିଥିବା ସଙ୍କେତ ଦେଇଛନ୍ତି।କର୍ଣ୍ଣାଟକାରେ କଂଗ୍ରେସର ବିପୁଳ

ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର :ହତ୍ୟା କି ଆତ୍ମହତ୍ୟା ସନ୍ଦେହ…!!

ଛତ୍ରପୁର : ଗଞ୍ଜାମ ଜିଲ୍ଲା  ସଦର ମହକୁମା ଛତ୍ରପୁର ରେଳ ଷ୍ଟେସନରେ ଆଜି ସକାଳୁ  ଏକ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ଦେହ ମିଳିଛି।ଏକ ଗାମୁଛା ରେ ତାଙ୍କର ବେକ ଝୁଲି ରହିଥିବା ଦେଖି ବାକୁ ମିଳିଛି ।କିନ୍ତୁ ତାଙ୍କର ଦୁଇଟି ଗୋଡ଼ ତଳେ ଲିଗି ରହିଛି ଯାହାକୁ ନେଇ ସନ୍ଦେହ ହେଉଛି ଏହା ଏକ

କୁକୁଡାଖଣ୍ଡି : ୮ ମ ଦିନରେ ମା ଗୋଷାମଣୀ ଙ୍କ ଯାତ୍ରା

କୁକୁଡାଖଣ୍ଡି ୧୫.୦୩.୨୦୨୩: କୁକୁଡାଖଣ୍ଡି ଗ୍ରାମରେ ୧0 ଦିନ ଧରି ମା ଗୋଷାମଣୀ ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ୮ ଦିନରେ ପହଞ୍ଚିଛି । ଯାତ୍ରା ପାଇଁ ସମ୍ପୂର୍ଣ୍ଣ ରଙ୍ଗ ଵେରଙ୍ଗର ତୋରଣମାଳ ସହ ଆଲୋକରେ ସମସ୍ତ ସାହିରେ ସୁସଜ୍ଜିତ ହୋଇଛି ।ମାନସିକଧାରୀ ଭକ୍ତ ମାନେ ରାମ , ଵଳରାମ,

ଫୁଲବାଣୀ : ସେବକ ସେବିକା ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ(୧୫/୦୫) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଫୁଲବାଣୀ ବିଭାଗ, ଦକ୍ଷୀଣ ପୂର୍ବ ସମ୍ଭାଗର ସମସ୍ତ ସେବକ ସେବିକାଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଜିର ଉଦଘାଟନ ଉତ୍ସବରେ ପରିଚାଳନା କମିଟିର ସଭାପତି ଡଃ ବ୍ରଜ ବନ୍ଧୁ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି

ଚକାପାଦ ଶୈବ ପୀଠ ଠାରେ ଗୃହରକ୍ଷୀ ମହାସଂଘ ର ସେବା କାର୍ଯ୍ୟ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକା ର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ନିଷ୍ପତ୍ତିକ୍ରମେ ଚକାପାଦ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ବିରୁପାକ୍ଷ ମନ୍ଦିର ଠାରେ ଦୀପ ଦାନ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରଜାପିତା ବ୍ରହ୍ମାକୁମାରିସ୍ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳନ

ଛତ୍ରପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଛତ୍ରପୁର ଶାଖା ତରଫରୁ ଏହାର ୨୭ତମ ବାର୍ଷିକ ଉତ୍ସବ ବଡ଼ ଧୁମ ଧାମରେ ପାଳନ କରାଯାଇଛି। ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀସ୍ ଭାଇ ଓ ଭଉଣୀ ମାନଙ୍କର ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ତଥା

ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୭୪ ୟୁନିଟ ସଂଗ୍ରହ

ଛତ୍ରପୁର : ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରିହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ଭାରତୀ ସେଲିବ୍ରେସନ ଠାରେ ଏକ