ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଲୁଟି ନେଲେ ପ୍ରାୟ ୧୨ କୋଟିର ସୁନା ଅଳଙ୍କାର

ଯାଜପୁର:ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ

ପିପିଲି ବ୍ଲକ ଗସ୍ତରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ

ପିପିଲି : ଅମୃତ ସରୋବର ଯୋଜନାରେ ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ । ତାହାର ବାସ୍ତବ ସ୍ଥିତି ପରଖିବା ପାଇଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । କେଉଁ କେଉଁ ପ୍ରକଳ୍ପ କରାଯାଇଛି ଏବଂ ଏହା ସ୍ଥାନୀୟ

ଆଇନ-ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ପ୍ରତିବାଦକାରୀ କୁସ୍ତିଖେଳାଳିଙ୍କୁ କହିଲେ ଅନୁରାଗ ଠାକୁର

ହାମିରପୁର (ହିମାଚଳ ପ୍ରଦେଶ): ପ୍ରତିବାଦ ଶେଷ କରିବା ସହିତ ଆଇନ ଓ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ରବିବାର ଦିନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କୁ ଅନୁରୋଧ କରିଛନ୍ତି।ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି ଏବଂ ଦିଲ୍ଲୀ

ଦମ୍ପତିଙ୍କୁ ଗୁଳିମାଡ, ଲୁଟିଲେଅଢେଇ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଗୁଳିମାଡ଼। ସ୍ଵାମୀ ଓ ସ୍ତ୍ରୀକୁ ଗୁଳିମାଡ଼ ହୋଇଥିବା ସୂଚନା। ଫଟୋ ଉଠାଇବା ବାହାନାରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା । ହୁରମେଇ ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଅବଗଣନା ଆରମ୍ଭ, ୨୦ରେ ଛୁଇଁବ ଆଣ୍ଡାମାନ ସାଗର

ନୂଆଦିଲ୍ଲୀ : ମହାବାତ୍ୟା ମୋକା ସ୍ଥଳଭାଗ ଛୁଇଁବା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ତେବେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏବେ ସମସ୍ତଙ୍କ ଦୃଷ୍ଟି ଦକ୍ଷିଣ-ପୂର୍ବ ମୌସୁମୀର ଆଗମନ ଉପରେ

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ଵର: ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ହୋଇଛି ୨୦ ବର୍ଷ ଜେଲ ଦଣ୍ଡାଦେଶ। ଏଥିସହ ୫ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଶିକ୍ଷକ ଜଣକ ସ୍ଥାନୀୟ ରାମପୁରର ବସନ୍ତ ଦାସ( ୫୯)। ଆଜି ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ

ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି ବ୍ରଦର୍ସ

କଟକ: ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ। ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍। ତଥ୍ୟ ପ୍ରମାଣ ଅଭାବରୁ ଏ ତିନିଜଣଙ୍କୁ

୭୧ହଜାର ପ୍ରାର୍ଥୀଙ୍କୁ ମିଳିବ ସରକାରୀ ଚାକିରି; ମୋଦୀ ଦେବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମଇ ୧୬ ତାରିଖ ମଙ୍ଗଳବାର ଦିନ ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବାକୁ ଯାଉଥିବା ୭୧,୦୦୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ।

୫ ଦିନିଆ ରିମାଣ୍ଡରେ ଆସିବେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିବା ଗିରଫ ୩ ଅଭିଯୁକ୍ତ

ଭୁବନେଶ୍ବର: ISI ଏଜେଣ୍ଟକୁ OTP ସେୟାର ସେୟାର କରି ୩ ଓଡ଼ିଆ ଗିରଫ ଘଟଣାରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କଲା STF । ୫ ଦିନିଆ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ STF। ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ୍‌କୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ STF ।

ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦେବା ପାଇଁ ପାକିସ୍ତାନ ସଂସଦରେ ହେଉଛି ଦାବି

ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ