Sign in
Sign in
Recover your password.
A password will be e-mailed to you.
ବିଧାନସଭାରେ ଶପଥ ନେଲେ ଦୀପାଳି ଦାସ..
ଭୁବନେଶ୍ବର: ଶପଥ ନେଲେ ଦୀପାଳି ଦାସ। ଉପବାଚସ୍ପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଦୀପାଳିଙ୍କ ମାଆ ଓ ଭାଇ ବିଶାଲ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ବିଧାନସଭାରେ ପହଞ୍ଚିବା ପରେ ଗୃହକୁ!-->…
ସତ୍ୟେନ୍ଦ୍ର ଜୈନଙ୍କ ଇମୋଶନାଲ ଚିଠି ଯୋଗୁ ଅଡ଼ୁଆରେ ତିହାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଇମୋଶନାଲ ଚିଠିରେ ତରଳି ଫସିଗଲେ ତିହାର ଜେଲ୍ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟ । ଏବେ ତାଙ୍କୁ ଜାରି ହୋଇଛି କାରଣ ଦର୍ଶାଓ ନୋଟିସ ।ଗତ ମେ’ ୧୧ ତାରିଖରେ ଆପ୍ ବିଧାୟକ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍ ନଂ -୭!-->…
ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ
ଭୁବନେଶ୍ୱର: ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି।
ଗଞ୍ଜାମ ଓ ପଶ୍ଚିମ!-->!-->!-->…
ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର…
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ବଞ୍ଚିଗଲା ଯୁବକଙ୍କ ଜୀବନ। ଗତ ୯ ତାରିଖରେ ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ ପାଇପ୍ ଭର୍ତ୍ତି କରିଦେଇଥିଲେ ଦୁବ୍ୃର୍ତ୍ତ। ପରେ ସେହି ପାଇପ୍ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି!-->…
୧୦୦ କୋଟିର ମାନହାନୀ କେସରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ କଲେ କୋର୍ଟ
ବେଙ୍ଗାଲୁରୁ : କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ!-->…
ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ
ଯାଜପୁର : ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି ।
ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁ ନଆଁ ଲାଗିଥିବା ଅନୁମାନ!-->!-->!-->…
ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ
ଚାନ୍ଦବାଲି: ଗେଙ୍ଗୁଟି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । କୁମ୍ଭୀରକୁ ନେଇ ନଦୀକୂଳିଆ ଲୋକମାନେ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉନଥିବା ଆସିଛି ଅଭିଯୋଗ।
ଭରା ନଈରେ ବାରମ୍ବାର ଘୁରି ବୁଲୁଛି କୁମ୍ଭୀର । ଏ ହେଉଛି ଭଦ୍ରକ ଜିଲ୍ଲା!-->!-->!-->…
ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା
କଣ୍ଟାବାଞ୍ଝି: ସହିପାରିଲେନି ଦାମ୍ପତ୍ୟ ବିଚ୍ଛେଦ । ସ୍ତ୍ରୀର ଚିତା ଲାଗିନି ସ୍ୱାମୀ ହାରିଦେଲେ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଣ୍ଟାବାଞ୍ଝି ଅଂଚଳରେ । ଜଣେ ସ୍ୱାମୀ ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ କରିଛନ୍ତି ଆତ୍ମହତ୍ୟା । ଗାଁରେ ଶୋକାକୁଳ ପରିବେଶ!-->…
ବଢ଼ିଲା କଂଗ୍ରେସର ଅଡ଼ୁଆ: ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପାଇଲଟଙ୍କ ୧୫ ଦିନିଆ ମହଲତ
ଜୟପୁର : ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ବେଳେ ଏବେ ପାଇଲଟ ସିଧାସଳଖ ଗେହଲଟଙ୍କୁ ୧୫ ଦିନିଆ ମହଲତ!-->…
ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା
ରାୟଗଡା : ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା!-->…