କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିରରେ ବନ୍ଧୁ ମିଳନ

କୁକୁଡାଖଣ୍ଡି (୧୫.୦୫) : କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିର ର ସଭାଗୃହରେ ପୁରାତନ ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କୁ ନେଇ ଏକ ଵନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଗଞ୍ଜାମ ସଂଭାଗର ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ବ୍ରହ୍ମପୁର ଗଜପତି ନଗର ଶିଶୁ ଵିଦ୍ୟା

ସୂରଙ୍ଗିରେ ଗ୍ରାମସଭା ଜରିଆରେ ବୃକ୍ଷରୋପଣ ପାଇଁ ଯୋଜନା

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ଠାରେ ସୋମବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ସ୍ଥାନୀୟ ସରପଞ୍ଚ ସରସ୍ଵତୀ ନାୟକଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଡିପିଏମ ନବୀନ କୁମାର

ଗଡମା ପାଷ୍ଟରେଟରେ ଆଧ୍ୟାତ୍ମିକ ସଭା

ଦାରିଙ୍ଗବାଡି, ୧୫/୦୫ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ପାଷ୍ଟରେଟ ପକ୍ଷରୁ ଆଧ୍ୟାତ୍ମିକ ସଚେତନ ସଭା ସମେତ କିଶୋର କିଶୋରୀ ଙ୍କ ପାଇଁ ବାଇବେଲ ଜ୍ଞାନ ପ୍ରଦାନର ଭୋକେସନାଲ କ୍ୟାମ୍ପ କୁଟୁଲାରୀଗାଁ ରେ ୧୪ ରିଖରୁ ଆରମ୍ଭ ହୋଇ ୧୬

ରବି ଋତୁରେ ମାଣ୍ଡିଆ ଚାଷ ଓ ଚାଷୀମାନଙ୍କର ଉତ୍ସାହକୁ ପ୍ରଶଂସା

ଫୁଲବାଣୀ : ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ସମନ୍ବିତ କୃଷି ଓ ମିଲେଟ ମିଶନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମର ସମନ୍ୱୟ ବୈଠକର ଆୟୋଜନା କରାଯାଇଥିଲା । ନୃସିଂହ ଚରଣ ନାୟକ, ଜିଲ୍ଲା କୃଷି ଅଧିକାରୀ ଏବଂ ଅନିଲ କୁମାର ପ୍ରହରାଜ . ଡି.ପି.ଡି,

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା,ପଦଯାତ୍ରାରେ ଶହ ଶହ ମହିଳା…

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ଵିକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ରେ ଅଞ୍ଚଳ ର ମହିଳା ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସତାଧିକ ମହିଳା ଓ ଅଞ୍ଚଳ ର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟ ରୁ

ସିପିଆଇ (ଏଲ-ଏମ)ପକ୍ଷରୁ ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ହିଞ୍ଜିଳିକାଟୁ ୧୫।୫ ହିଞ୍ଜିଳିକାଟୁ ବ୍ଲକରେ ସୋମବାର ସିପିଆଇ ଏମ ଏଲ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରି ବିଡିଓ ସୁବ୍ରତ କୁମାର ଜେନା ଙ୍କୁ ୧୧ ଦଫା ଦାବି ପ୍ରଦାନ କରିଛନ୍ତି । ସିପିଆଇ ଏମ ଏଲ ରେଡ ଷ୍ଟାର ଜିଲ୍ଲା କମିଟି ସଦସ୍ୟ କମ୍ରେଡ ପାର୍ବତୀ ଙ୍କ ନେତୃତ୍ୱରେ

ଆଜି ୪୦ ଡିଗ୍ରି ଉପରେ ରାଜ୍ୟର ୧୭ଟି ସହର

ଭୁବନେଶ୍ବର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ଟିଟିଲାଗଡ଼ଠାରେ ଯଥାକ୍ରମେ ୪୪.୪ ଓ ୪୪ ଡିଗ୍ରି ରେକର୍ଡ ହୋଇଛି। ଏହାସହ ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ରହିଥିଲା

ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା | ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ

କାହିଁକି ହାରିଲା କଂଗ୍ରେସ? ୩ ଜଣିଆ କମିଟି ଯିବ ଝାରସୁଗୁଡ଼ା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପରାଜୟର ସମୀକ୍ଷା କରାଯିବ। ହାଇକମାଣ୍ଡ ଏସଂପର୍କରେ ଅବଗତ ଅଛନ୍ତି। ଏଥିଲାଗି ୩ ଜଣିଆ କମିଟି ଝାରସୁଗୁଡ଼ା ଯିବ। କାହିଁକି ଭୋଟ୍ କମିଲା ସେ ନେଇ ରିପୋର୍ଟ ଦେବ କମିଟି। ରିପୋର୍ଟ ଆସିବା ପରେ

ଟ୍ରକ୍‌ ପିଟିବାରୁ ଜଳିଗଲା ଭ୍ୟାନ୍‌; ଆଖି ବୁଜିଲେ ୨୬

ନୂଆଦିଲ୍ଳୀ : ଉତ୍ତର ମେକ୍ସିକୋର ଟାମୁଲିପାସ୍‌ରେ ଗତକାଲି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ ଓ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହ ନିଆଁ ଲାଗିଯିବାରୁ ୨୬ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ଛୁଆ ଥିବା ଜଣାଯାଇଛି ।ସ୍ଥାନୀୟ ପୁଲିସ୍‌ ସୂଚନା ଅନୁଯାୟୀ,