Sign in
Sign in
Recover your password.
A password will be e-mailed to you.
ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
କଟକ: ୧୮ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଅପରାହ୍ନ ୧୨!-->…
ଅର୍କେଶଙ୍କ ବିରୋଧ ଅଭିଯୋଗ କଲେ ପତ୍ନୀ ଅଦ୍ରିଜା…
ବଲାଙ୍ଗିର : ଏବେ ଚର୍ଚ୍ଚାରେ ବଡ ଘର ବଡ ଗୁମର କଥା। ପଦାରେ ପଡିଲା ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ଏବେ ରାଜ ପରିବାରର ଅର୍କେଶ ନାରାୟଣ ସିଂଦେଓ ଓ ଆଦ୍ରିଜା ମଞ୍ଜରୀ ସିଂ ଦେଓଙ୍କ କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ଅଦ୍ରିଜାଙ୍କୁ ତାଙ୍କ ସ୍ୱାମୀ ଅର୍କେଶ ମାଡ ମାରିଥିବା ନେଇ!-->…
ଜମି ରୁ ଅଜଣା ବ୍ୟକ୍ତିର ମୃତ ଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…!
ଉମରକୋଟ (୧୬/୦୫/୨୦୨୩)ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ମହୁଭାଟା ଗ୍ରାମର ପବିତ୍ର ଗଣ୍ଡଙ୍କୁ ଧାନ ବିଲ ଭିତରେ ଏକ ଅଜଣା ବ୍ୟାକ୍ତିର ଶବ ପଡ଼ିଥିବା ଛେଳି ଚରାଇ ଯାଉ ଥିବା ଛୋଟ ଛୋଟ ପିଲା ମାନେ ଦେଖି ଡରରେ ଦୌଡ଼ି ପଳାଇ ଗ୍ରାମରେ ଯାଇ ନିଜ ପରିବାର ଓ!-->…
ଚୋର ଲେଖିଲା ପ୍ରାୟଶ୍ଚିତ ଚିଠି, ନଅ ବର୍ଷ ପରେ ଫେରାଇଲା ଠାକୁର ଗୋପୀନାଥଙ୍କ ଚୋରି ଗହଣା
ଭୁବନେଶ୍ୱର: “ହଁ ମାନୁଛି ନଅ ବର୍ଷ ତଳେ ପ୍ରଭୁ ଗୋପୀନାଥଙ୍କର ଅଳଙ୍କାର ସବୁ ଚୋରି କରି ନେଇଯାଇଥିଲି। ହେଲେ ଶାନ୍ତିରେ ଗୋଟିଏ ଦିନ ବି ରହିପାରିନି। ବିଭିନ୍ନ ରୋଗ ବ୍ୟାଧି ହେଲା । ଯେତେ ଯୁଆଡେ ଡାକ୍ତର ଦେଖାଇଲି ଭଲ ହୋଇପାରୁନଥିଲା । ଯୁଆଡେ ଗଳି କନ୍ଦି ଗଲି ସାପ ଜଗି ବସି ରହିଲା ।!-->…
ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ ରାଜପଥରେ!-->!-->!-->…
ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ
ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ସୋମବାର ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ୍ ଗିଲ ୫୮ ବଲ୍ରୁ ଶତକ (୧୦୧ ରନ୍, ୫୮ ବଲ୍, ୧୩ ଚୌକା, ୧ ଛକା) ଅର୍ଜନ କରିଥିଲେ | ତେବେ!-->…
ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୦ ଅନ୍ତେବାସୀ, ୨୦ ଜଣଙ୍କ ପତ୍ତା ମିଳୁନି
ୱେଲିଂଟନ : ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଗତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଯେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ!-->…
କୋଇଲା ଖଣି ପାଇଁ ପାକିସ୍ତାନରେ ଫୁଟିଲା ଗୁଳି; ଚାଲିଗଲା ୧୬ ଜୀବନ
ଇସଲାମାବାଦ : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଗୁଳି ଫୁଟିବା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଏଥିରେ ୧୬ ନିରୀହ ଜୀବନ ଚାଲି ଯାଇଥିବା ବେଳେ ବହୁ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ଅଘଟଣ ଗତକାଲି ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳର ଏକ କୋଇଲା ଖାଦାନରେ!-->…
ଗାଁରେ ଲିଭ-ଇନରେ ରହୁଥିଲେ ୫୦୦ ଦମ୍ପତି, କନ୍ୟାଦାନ କରି ବିବାହ କରାଇଲେ କେନ୍ଦ୍ରମନ୍ତ୍ରୀ
ରାଞ୍ଚି: ଝାଡ଼ଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ହଜାର ହଜାର ଦମ୍ପତି ବର୍ଷ ବର୍ଷ ଧରି ଲିଭ ଇନ୍ ସମ୍ପର୍କରେ ରହିଆସୁଛନ୍ତି। ଆଉ ଏହିପରି ଅନେକ ଦମ୍ପତିଙ୍କ ବୟସ ୪୦-୫୦ ବର୍ଷରେ ପହଞ୍ଚିଛି | ବର୍ତ୍ତମାନ ଏଭଳି ସମ୍ପର୍କକୁ ଆଇନଗତ ଏବଂ ସାମାଜିକ ସ୍ୱୀକୃତି ଦେବା ପାଇଁ ଝାଡ଼ଖଣ୍ଡରେ ଏକ!-->…
ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ
କୋଲକାତା : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରାରେ ଥିବା ଏକ ବେଆଇନ ବାଣ କାରଖାନାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା!-->…