ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା : ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବୋରିଗାଁ ପଞ୍ଚାୟତର ବହୁ ହିତାଧିକାରୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୂଳକାର୍ଣ୍ଣି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି

ଚାଷୀଙ୍କୁ ମିଳୁନି ସାର, ନଷ୍ଟ ହେବାପରେ ଫୋପଡା ଯାଉଛି ଲ୍ୟାମ୍ପରେ ଗଛିତ ମୂଲ୍ୟବାନ ସାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଲ୍ୟାମ୍ପରେ ଦେଖିବାକୁ ମିଳିଛି ବିଚିତ୍ର ନିୟମ । ଚାଷୀଙ୍କୁ ଦେବା ବଦଳରେ ନଷ୍ଟକରି ବାହାରେ ପିଙ୍ଗା ଯାଉଛି ମୂଲ୍ୟବାନ (ଉର୍ବରକ) ସାର । ଏହିଭଳି ଘଟଣା ଦେଖିବାକୁ ମିଳିଛି କାଲିମେଲା ଲ୍ୟାମ୍ପରେ ଗତକାଲି ଗୋଦାମରୁ ବାହାରିଥିବା ୨ଟି ଟ୍ରାକଟର

ଆଜି ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଛଟପଟ ହେଉଛି। ଗୁଳୁଗୁଳି ଅସହ୍ୟ ହୋଇଯାଉଛି। ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ୪ଟି ସହର ଥିବା ବେଳେ ସମ୍ବଲପୁର ଶୀର୍ଷରେ ରହିଛି। ସମ୍ବଲପୁରରେ ୪୪.୩ ଡିଗ୍ରି ପାରା

୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ…

ଭୁବନେଶ୍ୱର : ସପ୍ତାହରେ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ନୀତି। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।

ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ

ଯାଜପୁର: ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରାଧାଦେଇପୁରରେ ଅଘଟଣ। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲିଳ ସମାଧି। ନଦୀକୁ ଗାଧୋଇବାକୁ ତିନି ଜଣ ଯୁବକ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀରେ ବୁଡି ଯାଇଥିଲେ।

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ମାଲକାନଗିରି(୧୬/୦୫) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଅଷ୍ଟମ ତମ ଜାତୀୟ ଡେଙ୍ଗୁ ଦିବସ ର ସ୍ଲୋଗାନ ହେଉଛି : ଦୃଢତାର ସହିତ ସହଭାଗୀତା ରଖି ଡେଙ୍ଗୁକୁ ପ୍ରତିହତ କରିବା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) , ଶ୍ରୀ

ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ, ୩ ଗିରଫ

ଭୁବନେଶ୍ୱର: ସ୍କାଏ ଲାଇଟ୍ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ। ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ଫେଲ୍ ମାରିଥିଲା ସେମାନଙ୍କ ଉଦ୍ୟମ। ଆଉ ଶେଷରେ ସେମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱରରେ ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ

ପୁଣି ଜାତୀୟସ୍ତରରେ ପୁରସ୍କୃତ ହେବ ଗଞ୍ଜାମ ଜିଲ୍ଲା

ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ପ୍ରଥମ ରାଙ୍କ ଭାବେ ଶ୍ରେଷ୍ଠ ଜିଲ୍ଲା ଘୋଷିତଛତ୍ରପୁର (୧୬/୦୫) : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ସ୍ଥଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି । ଭାରତ

ସୁନା ସୋ’ରୁମରୁ ଚୋରି ଘଟଣା: ୩ ଡକାୟତଙ୍କ ଫଟୋ ଜାରି…

ଯାଜପୁର: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍‌ରୁ ଡକାୟତିମାନେ ଲୁଟ୍‌ କରିଥିବା ୧୫ କ‌ିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍‌ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ତଦନ୍ତ ବେଳେ