Sign in
Sign in
Recover your password.
A password will be e-mailed to you.
ବିଶ୍ଵ ଆର୍ଟ ଅଫ ଗିଭିଂଡେରେ ସମ୍ମାନିତ ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଲାଲ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ହିଂସା ଛାଡି ଅହିଂସା ର ପଥକୁ ଅପଣାଇ ଥିବାରୁ ସେମାନଙ୍କୁ ବିଶ୍ଵ ଆର୍ଟ ଅଫ ଗିଭିଂ ଡେ ରେ ସମ୍ମାନିତ କରାଯାଇଛି।ଜୀବନ ଜୀଇଁବା!-->!-->!-->…
ନୀଳକଣ୍ଠେଶ୍ବର ଆମ୍ବବଜାର ଚଳ ଚଞ୍ଚଳ : ଆସୁଛି ଆନ୍ଧ୍ର, ଓଡ଼ିଶା ସମେତ ପଶ୍ଚିମବଙ୍ଗ ରୁ ବିଭନ୍ନ କିସମର ଆମ୍ବ…
ବ୍ରହ୍ମପୁର: ମୀନାକ୍ଷୀନଗର ସ୍ଥିତ ନୀଳକଣ୍ଠେଶ୍ବର ଆମ୍ବବଜାରରେ ଏବେ ଭଳିକି ଭଳି ଆମ୍ବର ପସରା ଦେଖିବାକୁ ମିଳୁଛି, ଆଉ ଦିନ କେଇଟା ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଥିବାରୁ ଆମ୍ବର ଚାହିଦା ବଢ଼ିବା ସହ ବଜାର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡ଼ିଛି। ଦିନସାରା ଭିଡ଼ ପରିଲକ୍ଷିତ ହେଉଛି।!-->!-->!-->…
କନ୍ଧମାଳ ଜିଲ୍ଲାର ପୁରୁନାଗଡ ଠାରୁ ମିଳିଲା କିଛି ଐତିହାସିକ ତଥ୍ୟ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ତରଫରୁ ଦୁଇ ଐତିହାସିକ ତଥା କେ ଆଇ ଜୀ ଏମ କଲେଜ ଲାଇନପଡ଼ାର ଅଧ୍ୟକ୍ଷ ଡଃ ତ୍ରୈଲୋକ୍ୟନାଥ ସେନାପତି ଏବଂ ଐତିହାସିକ ତଥା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର କନ୍ଧମାଳ ଜିଲ୍ଲାର ପୁରୁନାଗଡକୁ ବଞ୍ଜୁଲୋକ୍!-->!-->!-->…
ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତ କରଣ କାର୍ଯ୍ୟ ନିମ୍ନ ମାନର କୁ ନେଇଁ ଅଭିଯୋଗ…
ଦାରିଙ୍ଗବାଡ଼ି, ୧୭/୦୫, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ଲକ ମହକୁମାର ଅନ୍ୟ ତମ ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହିବଜାର ଉପରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ସୀମାନ୍ତ ବର୍ତ୍ତି ଗଜପତି, ଗଞ୍ଜାମ ଓ ରାୟଗଡା ଜିଲାର କିଛି ପଞ୍ଚାୟତ ବାସୀ ଏହି!-->!-->!-->…
ଜିଲ୍ଲା ସ୍ତରୀୟ ସେବକ ସେବିକା ସମ୍ମିଳନୀ ଉଦଯାପିତ…
ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଆଜି ଜିଲ୍ଲା ସ୍ତରୀୟ ସେବକ ସେବିକା ସମ୍ମିଳନୀର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ଡ. ବ୍ରଜବନ୍ଧୁ ମଲ୍ଲିକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ!-->…
ଦୁଇ ଫେରାର ନିଶା ବେପାରୀଙ୍କ ଘରେ ନୋଟିସ ଲଗାଇଲା ନାଗପୁର ଓ ମାଲକାନଗିରି ପୁଲିସ…
ମାଲକାନଗିରି, ୧୬।୫ ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମୀ ନାମକ ବ୍ୟକ୍ତିଙ୍କ ନାମରେ ନାଗପୁର ସହର କାଲମାନା ଥାନରେ ଏନ୍ଡିପିଏସ୍ ମାମଲା ରହିଥିବା ବେଳେ ନାଗପୁର ପୁଲିସ ମନୋଜକୁ ଖୋଜୁଥିବାରୁ ସେ ଫୋରର ରହିଛି । ତେବେ ବାରମ୍ବାର ନୋଟିସ ପରେ ମଧ୍ୟ ଅଭିଯୁକ୍ତ!-->!-->!-->…
କାହାର ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଜିଲ୍ଲା ପ୍ରଶାସନ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ…!!
ବ୍ରିଜ ମରାମତିରେ ଉଦାସୀନତା କାହିଁକି.. !!
ପାଟଣାସାହି଼ରେ ରାମଚାରିତ ମାନସ ପ୍ରବଚନ ଉଦ୍ଯାପିତ…
ହିଞ୍ଜିଳିକାଟୁ (୧୬।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାରଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମଙ୍ଗଳବାର ପର୍ଯ୍ୟନ୍ତ ୯ ଦିନିଆ!-->…
ଟିକିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲା ସେବକ ସେବିକା ଅଭ୍ୟାସ ବର୍ଗ ଅନୁଷ୍ଠିତ
ଟିକିରି : ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସରସ୍ଵତୀ ଶିଶୁ ମନ୍ଦିରର ସେବକ ସେବିକା ଅଭ୍ୟାସଵର୍ଗ ଟିକିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୪ଦିନ ଧରି ଚାଲିବ। ମୂଳ ଉଦେଶ୍ୟ ହେଲା ସେବକ ସେବିକା କିପରି ସୂଚାରୁ ରୂପେ ବିଦ୍ୟାଳୟ କୁ ପରିଚାଳନା କରିବେ ।!-->…
ଅନସ୍ଲୋର ସ୍କୁଲ ଶିକ୍ଷୟିତ୍ରୀ ପାଇଲେ ଓଇଏସ୍…
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି । ଓଡିଶାସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୭ ନମ୍ବର!-->…