ବିକାଶର ବହୁ ଦୂରରେ ଗଂଜାମ ଏନ.ଏ.ସି !

ଗଂଜାମ (୧୬/୦୫) : ଗଂଜାମ ଏନ.ଏ. ସି ରାଜ୍ୟର ସବୁଠାରୁ ପୁରାତନ ଏନ.ଏ.ସି ରୂପେ ପରିଗଣିତ କରଯାଏ ।ସମୟ ବଦଳିଛି କିନ୍ତୁ ବଦଳିନି ଗଂଜାମ ଏନ.ଏ.ସି ର ବାସ୍ତବ ଚିତ୍ର ।କେବେ ଅବହେଳିତ ତ କେବେ ଅବିକଶିତ ଅବସ୍ଥାରେ ପଡିରହିଛି ।ତଥାପି ଜନପ୍ରତିନିଧିଙ୍କ ନା ଅଛି ଆନ୍ତରିକତା ନା ଅଛି ଉଦବେଗ

ଓଡ଼ିଶାର ଗର୍ଭବତୀ ମା’ଙ୍କ ସହିତ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ। ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ

ଫୁଲବାଣୀ : ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ ଅବସରରେ ଫୁଲବାଣୀ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଯୋଗ ଦେଇ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ଵନ୍ଧରେ ନିଜର ବକ୍ତବ୍ୟ

ଭୁବନେଶ୍ବରରେ ଫ୍ଲାଟ ଦେବା ନାମରେ ଠକେଇ, କଂପାନି ପରିଚାଳନା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର

ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି

ଜୁନ ୪ ରେ କେରଳରେ ପହଞ୍ଚିବ ମୌସୁମୀ..

ଭୁବନେଶ୍ୱର :ଏବର୍ଷ ଚାରି ଦିନ ବିଳମ୍ବରେ ଆସିପାରେ ମୌସୁମୀ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଜୁନ ୪ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୦୨୨ରେ ମୌସୁମୀ ବାୟୁ ମେ ୨୯ ତାରିଖରେ କେରଳ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ

ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ପାଇଁ ଉଦ୍ୟମ ହୋଇଥିଲା । ଏଥିରେ ତିନି ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ।

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

କୋରାପୁଟ: ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି। ପାରିବାରିକ କଳହ କିମ୍ବା ମାତ୍ରାଧିକ

ଶଶୀଭୂଷଣ ବେହେରାଙ୍କ ବୋହୂ ରୋନାଲି ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ…

ବାଙ୍କୀ: ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବିଧାୟକ ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି। ରୋନାଲିଙ୍କ ଅଭିଯୋଗ ମୁତାବକ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ମାଗିଛନ୍ତି

ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ମୁହଁରେ ମୁଖା, ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ଏଲଆଇଜି ପ୍ଲଟ ୮୬୭ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ ସହ ୫୦ ହଜାରରୁ ଊର୍ଦ୍ଧ୍ବ ନଗଦ ଟଙ୍କା