Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଓଢଣି କାଢି ଫିଙ୍ଗିଲେ ମହିଳା ସରପଞ୍ଚ…
ନୂଆଦିଲ୍ଲୀ: ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜନିଜ ରାଜ୍ୟର ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ କରିଥାଆନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି।ଏହି କ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ!-->…
ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ଲୋକଙ୍କ ପ୍ରବେଶ ନେଇ ଉତ୍ତେଜନା, ଏସଆଇଟି ଗଠନ ନିର୍ଦ୍ଦେଶ ଦେଲେ ଫଡନବୀସ
ନାସିକ : ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଥିବା ଜ୍ୟୋତିର୍ଲିଙ୍ଗ ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ଗୋଷ୍ଠୀ ପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀମାନେ ବିଫଳ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ଓ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ!-->…
ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍…
ସଙ୍ଗରୌଲୀ(ମଧ୍ୟପ୍ରଦେଶ): ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍। ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବୈଷୟିକ ସୁବିଧା ହେତୁ ନାବାଳିକାଙ୍କ ଜୀବନ ବଞ୍ଚିଛି। ଯଦି ବୈଷୟିକ ସୁବିଧାକୁ!-->…
ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ ଭିତରକୁ ଦୌଡ଼ିଲେ ପିଟିଆଇ ନେତା…
ଇସଲାମାବାଦ : ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ବାହାରେ ଆଜି ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ କାର୍ ଭିତରୁ ଓହ୍ଲାଇ କୋର୍ଟ ଭିତରକୁ ଦୌଡ଼ିଛନ୍ତି ପିଟିଆଇ ନେତା ଫୱାଦ ଚୌଧୁରୀ।ଜାମିନରେ ମୁକିଳିବା ପରେ କାଳେ ପୁଣି ପୁଲିସ୍ ତାଙ୍କୁ ଗିରଫ କରିନେବ, ସେହି!-->…
ସାମ୍ବାଦିକଙ୍କ ନାଁରେ ସିବିଆଇ ମାମଲା, ୧୨ ସ୍ଥାନରେ ରେଡ୍…
ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଛନ୍ତି ଜଣେ ଫ୍ରିଲାନ୍ସ ସାମ୍ବାଦିକ। କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ ସେ ସଂଗ୍ରହ କରି ବିଦେଶ!-->…
କର୍ଣ୍ଣାଟକରେ ଅନେକ ମୁଖ୍ୟମନ୍ତ୍ରୀ ଦାବିଦାର…
ନୂଆଦିଲ୍ଲୀ : କର୍ଣ୍ଣାଟକରେ ରେକର୍ଡ ବିଜୟ ପରେ କଂଗ୍ରେସର ଚିନ୍ତା ଦୂର ହେଉନି। ଦଳ ଏଠାରେ ୧୩୫ଟି ଆସନ ଜିତି ସରକାର ଗଠନ କରିବାକୁ ସ୍ପଷ୍ଟ ବହୁମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟଣାଓଟରା!-->…
ଜବ୍କାର୍ଡ଼ଧାରୀଙ୍କ ପ୍ରାପ୍ୟ ହରିଲୁଟ…
ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଜବ୍ କାର୍ଡ ଧାରୀ ଙ୍କ ପ୍ରାପ୍ୟ ହରିଲୁଟ ହୋଇଥିବା ଅଭିଯୋଗ ନେଇ ଆଜି ଶତାଧିକ ମହିଳା ଆଜି ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରମ୍ପା ଗ୍ରାମରେ ପ୍ରାୟ ଚାରିଶହ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ୩୬୦ଜଣ ଜବ କାର୍ଡ!-->…
କେନାଲ ପାଣି ପାଇଁ ଗର୍ଜିଲେ ଚାଷୀ, ୨ ଦିନରେ ପାଣି ନମିଳିଲେ ବଡ ଧରଣର ଆନ୍ଦୋଳନ ସମ୍ଭାବନା…
ମାଲକାନଗିରି : ଗତ ତିନି ବର୍ଷ ଧରି ବର୍ଷ ରବି ଫସଲ ଅମଳ ବେଳେ କେନାଲ ପାଣି ଅଭାବରୁ ରବି ଫସଲ ଅମଳ ହୋଇପାରୁ ନଥିବା ବେଳେ ଚାଷୀଙ୍କ ଜୀବନ ଜିବିକାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରବି ଚାଷ ବେଳେ ପୂର୍ବରୁ ୧୦ ହଜାର ହେକ୍ଟର ଚାଷ ଜମିରେ ଫସଲ କରାଯାଉଥିବା ବେଳେ ବର୍ତ୍ତମାନ!-->!-->!-->…
ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ପାଇଲେ ଓଇଏସ…
ଫୁଲବାଣୀ:୧୫/୫ ମେଧାବୀ ଛାତ୍ରୀ ତଥା ବର୍ତ୍ତମାନ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓ ଇ ଏସ୍) ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ଵାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ବାହାରିଥିବା!-->!-->!-->…
ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ…
ଜଳବାୟୁ ପରିବର୍ତ୍ତନର ପରି ବୈଶ୍ଵିକ ସମସ୍ୟାର ମୁକାବିଲା ସହିତ ସମାଜର ପଛୁଆ ବର୍ଗଙ୍କ ଜୀବିକା ସୁଦୃଢୀକରଣ ନିମନ୍ତେ ନିରନ୍ତର ପ୍ରୟାସ କରିବା : ପ୍ରତିଷ୍ଠାତା ଶ୍ରୀ ଗୋପାଳ ଚନ୍ଦ୍ର ଓଝା...ସୁନ୍ଦରଗଡ -୧୫/୦୫/୨୩ ସମାଜର ନିସ୍ଵଃ, ଦୁଃସ୍ଥ, ଅବହେଳିତ ଆଦିବାସୀଙ୍କ ଅଧିକାର ଉପରେ ଦକ୍ଷତା!-->…