Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ମୃତ୍ୟୁ
ଗଜପତି : ବିପତ୍ତି ହଟୁ ନାହିଁ ଗଜରାଜଙ୍କ ଉପରୁ । ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଅନୁମାନ। ସୀମାନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ବାମିନି ମଣ୍ଡଳମ କାଟ୍ରାଗଡ଼ ଗାଁ ନିକଟରେ ଏହି ଅଘଟଣ ଘଟିଛି। ଟ୍ରାନ୍ସଫର୍ମର ନିକଟରେ ପଡିଛି ହାତୀଙ୍କ ମୃତଦେହ। ଆଉ ୨ଟି ହାତୀ ଆହତ ହୋଇଥିବା!-->…
ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ, ସକାଳ ୮ ଟାରୁ ଭୋଟ ଗଣତି…
ଝାରସୁଗୁଡ଼ା: ଉତ୍କଣ୍ଠାରେ ନେତା, ଉତ୍କଣ୍ଠାରେ ଜନତା । ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର!-->…
ବିଏମସି ର ଟଙ୍କାରେ କର୍ପୋରେଟର ଘର ପାଲଟିଲା ପାର୍କ : ପ୍ରଶାସନ ଜାଣି ବି ଅଜଣା…
ବ୍ରହ୍ମପୁର : ବିଏମସି ଟଙ୍କାରେ କର୍ପୋରେଟରଙ୍କ ଘର ପାଲଟିଲା ପାର୍କ । ସୂଚନା ଥାଉକି ବିଏମସିର ୩୮ ନଂ ୱାର୍ଡ ଅନ୍ତର୍ଗତ ଲାଞ୍ଜିପଲ୍ଲି ଗାଇ ପଡ଼ିଆ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳର କର୍ପୋରେଟର ନିଜ ସୁବିଧା ପାଇଁ ବିଏମସି ଟଙ୍କାରେ ନିଜ ଘର ପାଖରେ ହିଁ ବ୍ୟାୟାମ!-->…
ରେଙ୍ଗାଳି କେନାଲରୁ ସନ୍ଦିଗ୍ଧ ଡ୍ରୋନ୍ ଜବତ
ଢେଙ୍କାନାଳ : କେନାଲ ହୁଡ଼ାରୁ ଉଦ୍ଧାର ହେଲା ଡ୍ରୋନ୍। ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁର ରେଙ୍ଗାଳି କେନାଲ ହୁଡ଼ା ନିକଟରୁ ଉଦ୍ଧାର ହୋଇଛି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନ୍ । ଗାଁର କିଛି ଯୁବକ ପ୍ରଥମେ ଏହି ମିନି ପ୍ଳେନ ଭଳି ଦିଶୁଥିବା ଡ୍ରୋନଟି ପଡିଥିବା ଦେଖିଥିଲେ ।!-->…
ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ…
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତି ସୁଚରିତା ପାତ୍ର ଘରବାରି ପଟ୍ଟା କରିଦେବା ଲାଗି ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଉକ୍ତ ଲାଞ୍ଚ ଟଙ୍କା ସହ ବିଭିନ୍ନ କାଗଜ ପତ୍ରକୁ ଭିଜିଲାନ୍ସ ଟିମ ଜବତ!-->!-->!-->…
ବ୍ରହ୍ମପୁର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :ବ୍ରହ୍ମପୁର ବାଉରୀ ସୁକୁଣ୍ଡା ଗ୍ରାମ ରେ ପୁଣି ଜଣେ ଯୁବକଙ୍କୁ ହତ୍ୟା…
ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ସହର ଉପକଣ୍ଠରେ ଏବେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଥିବା ଏକ ଜମିରେ ମୃତଦେହ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଓ ଏସ୍ଡିପିଓ ଶିବ!-->…
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ…
ଫୁଲବାଣୀ,୧୨/୫ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ!-->!-->!-->…
ବଜ୍ରାଘାତରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ
ଗୁଣପୁର (୧୧/୫) : ପୂଟାସିଂ ଥାନା ଅନ୍ତର୍ଗତ ଲିମାଲିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସନ୍ଧ୍ୟା ୪ ଟା ସମୟରେ ଘଡ଼ଘଡ଼ି ସହ ପବନ ବର୍ଷା ହୋଇଥିଲା । ୪୭ ବର୍ଷ ବୟସ୍କ ପୀତବାସ ପାଲ ନାମକ ଏକ ବ୍ୟକ୍ତି ନିଜ ଘର ବାରିପଟେ ପବନରେ ପଡ଼ିଥିବା ଆମ୍ବ ଗୋଟାଇ ବାକୁ ଯାଇଥିବା ବେଳେ!-->…
ଜିଲ୍ଲା ଓକିଲସଙ୍ଘର ଅସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ
ନବରଙ୍ଗପୁର (୧୧/୫) : ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ନେତୃତ୍ୱ ରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ଭେଟି ଏକ ପତ୍ର ମାଧ୍ୟମରେ ଜିଲ୍ଲା ଓକିଲ ସଙ୍ଘ ର କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ କରିବା!-->…
୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା : ସମାଜସେବୀଙ୍କ ସହାୟତାରେ ଘରକୁ ଗଲେ
ଛତ୍ରପୁର : ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ!-->…