ଗଛକୁ ପିଟିହୋଇ ବାଇକ ଆରୋହୀ ମୃତ

କୁଆଁରମୁଣ୍ଡା(୧୨/୦୫) : ଆଜି ସନ୍ଧ୍ୟାରେ କୁଆଁରମୁଣ୍ଡା ବ୍ଳକ ଉସରା ପଂଚାୟତ ଅର୍ନ୍ତଗତ ବ୍ରାହ୍ମଣ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବସ୍ତିରେ ରହୁଥିବା ଚନ୍ଦୁ ଗୌଡ ଙ୍କ ପୁଅ ବିକାଶ ଗୌଡ (୩୦) ଏକ ହଣ୍ଡାସାଇନି ବାଇକ ରେ ଘରୁ ବାହାରି କୁଆଁରମୁଣ୍ଡା ଯିବା ବାଟରେ ଏକ ଗଛକୁ ପିଟିଦେଇ

ବିଜେପି ମଣ୍ଡଳ ସଭାପତି ପରିବର୍ତ୍ତନ…

ଛତ୍ରପୁର : ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ଵରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଗଞ୍ଜାମ ଏନଏସି, ଟାଙ୍ଗଣାପଲ୍ଲୀ ଓ କଣମଣା ମଣ୍ଡଳ ର ସଭାପତି ପରିବର୍ତ୍ତନ କରିଛନ୍ତି l

ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ

ଛତ୍ରପୁର (୧୧.୦୫) : ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ ଠାରେ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସହରାଞ୍ଚଳ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ବୈଠକ

ଛତ୍ରପୁର (୧୨.୦୫) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ବୈଠକ ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ସଦାସର୍ବଦା ସଜାଗ ରହିଛି ।

ଇମ୍ରାନ ଖାନଙ୍କୁ ମିଳିଲା ୨ ସପ୍ତାହର ଜାମିନ

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦୁଇ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଏହି ଅବସରରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ଏକ ରାଲି ଘୋଷଣା କରିବା ସହ ନେତାଙ୍କ ଅଭିଭାଷଣ ପାଇଁ ଅଦାଲତ ନିକଟରେ

ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ, ଆହ୍ଲାବାଦ ହାଇକୋର୍ଟ ଦେଲେ ଅନୁମତି

ଆହ୍ଲାବାଦ : ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଛି । ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । କାର୍ବନ

ବନ୍ଧବୀଙ୍କୁ କକପିଟକୁ ନେଇଥିବା ପାଇଲଟ୍‌ ନିଲମ୍ବିତ, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଦୁବାଇରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ବନ୍ଧୁଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ କରି କକପିଟ୍‌ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍‌ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେଇଛନ୍ତି।

ଆଦାନି-ହିଣ୍ତେନବର୍ଗ ବିବାଦ: ତଦନ୍ତ ପାଇଁ ଆଉ ୬ ମାଗିଲା ସେବି, ୧୫ରେ ଶୁଣାଣି

ନୂଆଦିଲ୍ଲୀ : ଆଦାନି ଗ୍ରୁପ ସମ୍ପର୍କରେ ଆମେରିକୀୟ କମ୍ପାନୀ ହିଣ୍ଡେନଗବର୍ଗ ଦେଇଥିବା ରିପୋର୍ଟ ଘଟଣାର ତଦନ୍ତ ସାରିବାକୁ ଆହୁରି ୬ ମାସ ସମୟ ମାଗିଛି ସେବି। ତେବେ ସୁପ୍ରିମକୋର୍ଟ ବିବାଦର ତଦନ୍ତ ପାଇଁ ଗଠନ କରିଥିବା କମିଟି ଦେଇଥିବା ପ୍ରାଥମିକ ରିପୋର୍ଟର ତର୍ଜମା କରିବେ ଓ ଏହାପରେ ତଦନ୍ତ

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀମାନେ ଆଗରେ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି।cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଏହି ସାଇଟ୍‌କୁ ଯାଇ ନିଜ