ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ, ଘଟଣା ସ୍ଥଳରେ ବୃଦ୍ଧ ମୃତ

ଆଠଗଡ଼ : ତିଗିରିଆ ବନାଞ୍ଚଳ ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ। ଘଟଣା ସ୍ଥଳରେ ଜଣେ ମୃତ । ଆମ୍ବ ବଗିଚାରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧ। ମୃତକ ଜଣକ ହେଲେ ଗୋକର୍ଣ୍ଣଖାଲ ଗ୍ରାମର କରୁଣା କର ରାଉତ । ଘଟଣା ସ୍ଥଳରେ ତିଗିରିଆ ବନ

ମାଓବାଦୀଙ୍କୁ ଗୁଳିମାଡ଼ ପରେ ଆକ୍ସନ ମୋଡ୍‌ରେ ପୁଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ‌ମଦନପୁର ରାମପୁର ଥାନା ଟାପରେଙ୍ଗଠାରେ ଗତ ୯ ତାରିଖ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ପରେ ଓଡ଼ିଶା ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଆଜି ପୁଲିସର ବରିଷ୍ଠ ଅଧିକାରୀମାନେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳ ଗସ୍ତ କରି

ଓଡ଼ିଶାରେ ୩୧ଟି ‘ଏକକ ଉତ୍ପାଦ’ ବିକ୍ରି ଷ୍ଟେସନ୍‌

ନୂଆଦିଲ୍ଲୀ : ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍‌ ଏକ ଉତ୍ପାଦ (ଓଏସ୍‌ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୭୨୮ଟି ରେଳ

ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ…

କଟକ: କଟକ ଏସ୍‌ସିବି ମେଡିକାଲରେ ଖୋଲିବ ବୋନ୍‌ ବ୍ୟାଙ୍କ। ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗରେ ଏହି ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୋନ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ କ୍ରସମ୍ୟାଚିଙ୍ଗ ସହ ଆନୁସଙ୍ଗିକ ମେସିନ ଆଣିବାକୁ ଟେଣ୍ଡର

୧୦ ଜିଲ୍ଲାରେ ହେବ ଟ୍ରକ୍ ଟର୍ମିନାଲ…

ଭୁବନେଶ୍ୱର :ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଟ୍ରକଗୁଡ଼ିକ ବେଆଇନ ଭାବେ ପାର୍କିଂ ଯୋଗୁ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଟ୍ରକ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୩୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ

‘ସବୁ ରାଜ୍ୟର ଆଦିବାସୀ ସଂସ୍କୃତିକୁ ନେଇ ବିବରଣାତ୍ମକ ପୁସ୍ତକ ତିଆରି ହେଉ’

ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ସହ ଆଦିବାସୀ ଓ

ବାହା ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ : ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହରର ଏକ ହୋଟେଲରେ ସେ ବଣିଆବାହାଳ ବାସିନ୍ଦା ଅଭିଲିସାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଜନପ୍ରତିନିଧି, ରାଜନେତା ଯୋଗ ଦେଇଥିଲେ। ଆସନ୍ତା ରବିବାର ତାଙ୍କ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୩ ସାଙ୍ଗ ମୃତ

ଯାଜପୁର: କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।

ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଅଘଟଣ, ବାଣ ବିସ୍ପୋରଣରେ ୧୦ରୁ ଅଧିକ ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ଥାନା ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଅଘଟଣ। ବାଣ ବସ୍ତାରେ ନିଆଁ ପଡ଼ି ବିସ୍ପୋରଣ। ଫଳରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କର ମଣିଜଙ୍ଗା ମେଡ଼ିକାଲରେ ଚିକିତ୍ସା ଚାଲିଛି। ସେଥି ମଧ୍ୟରୁ ୫ ଗୁରୁତରଙ୍କୁ କଟକ

ଇଂରାଜୀ, ଇତିହାସ ଓ ରାଜନୀତି ବିଜ୍ଞାନର ଶେଷବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଇଂରାଜୀ, ଇତିହାସ, ଓ ରାଜନୀତି ବିଜ୍ଞାନ ର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ ଏ ଅନୁଷ୍ଠାନ ଏକ