ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରି-ୱେଡିଂ ଭିଡିଓ ସୁଟ୍‌ ଆଇଏସ୍‌ଆଇ କରାଇଛି ବୋଲି ଦାବି କଲେ ବିଶେଷଜ୍ଞ

ଇସ୍‌ଲାମାବାଦ: ସୀମା ହାଇଦରଙ୍କ ପରେ ଏବେ ଲାଇମଲାଇଟରେ ଅଛନ୍ତି ଅଞ୍ଜୁ। ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାକାର ନିବାସୀ ନସରୁଲ୍ଲାଙ୍କ ସହ ଏବେ ଅଛନ୍ତି। କିଛି ଦିନ ପୂର୍ବରୁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହ ପୂର୍ବର ସୁଟିଂ ଭିଡିଓ (ପ୍ରି ୱେଡିଂ ସୁଟ୍‌) ସାମ୍ନାକୁ ଆସିଥିଲା।…

ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ହିଞ୍ଜିଳିକାଟୁ ୨୭।୭ : ଵିଜୁ ଜନତା ଦଳର ପୁର୍ବତନ ଯୁବ ସାଧାରଣ ସମ୍ପାଦକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହିଞ୍ଜିଳି ଉପ୍ରାଵାଳକ ବାଳିକା ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ…

ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର

ଫୁଲବାଣୀ : ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମା ଓ ବ୍ୟାନର, ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି l ଏହି ସମୟ ମଧ୍ୟରେ ମା ଓ ବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ…

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା (୨୭/୦୭) : ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ…

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଆୟୁକ୍ତଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ।ସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାହୁ ଜିଲ୍ଲା ଯୋଗାଣ ବିଭାଗ…

ଯୁବ ସମ୍ବାଦ ଭାରତ @୨୦୪୭

ଫୁଲବାଣୀ : କଲ୍ୟାଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫୁଲବାଣୀ, କନ୍ଧମାଳ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଫୁଲବାଣୀ , କନ୍ଧମାଳର ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ-ଭାରତ@୨୦୪୭ କାର୍ଯକ୍ରମ ଏସ୍. ଏମ୍ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ…

ଇଂଟେଲିଜେନ୍ସ ଓ ଅପରେସନ ସେଲ୍‌, ପାପରମେଟଲା ଓ ଓର୍କେଲ ଥାନାର ନୂତନ ଗୃହ ଉଦ୍ଘାଟନ

ମାଲକାନଗିରି (୨୭।୭) : ମାଲକାନଗିରି ଜିଲ୍ଲାର ଇଂଟେଲିଜେନ୍ସ ଓ ଅପରେସନ ସେଲ, ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ପାପରମେଟଲା ଓ କୋରୁକୋଣ୍ଡା ବ୍ଲକରେ ଥିବା ଓର୍କେଲ ଥାନାର ନୂତନ ଗୃହକୁ ଆଜି ଦକ୍ଷିଣାଂଚଳ ଡିଆଇଜି ଚରଣ ସିଂ ମୀନା ଉଦ୍ଘାଟନ କରିଛନ୍ତିା ଶ୍ରୀ ମୀନା ମାଲକାନଗିରି…

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ସୁରକ୍ଷା ବ୍ୟବସ୍ତା କଡାକଡି

ମାଲକାନଗିରି, (୨୭।୭) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା କାଲିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନଘଟେ…

ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ହିଞ୍ଜିଳିକାଟୁ (୨୭ା୭) : ହିଞ୍ଜିଳି ଥାନା ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ମାଧପୁର ଗ୍ରାମର ବି. କ୍ରୀଷ୍ଣା ପାତ୍ର । ଏ ନେଇ ହିଞ୍ଜିଳି ଥାନା କେସ ନଂ-…

୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର : ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍‌ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ…