କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନିକଟସ୍ଥ ଗେରେଡା ଗାଁର ମାଳା ନାଇକ ବୋଲି ଜଣାପଡିଛି।

ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା। ମୁଖ୍ୟ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ…

ହିଞ୍ଜିଳିକାଟୁ, ୧୧।୫ ହିଞ୍ଜିଳି ଥାନା ସାରୁ ଗ୍ରାମରେ ମାର୍ଚ୍ଚ ମାସ ୨୬ ତାରିଖ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାରେ ହିଞ୍ଜିଳି ପୋଲିସ ୨୭ ତାରିଖ ସୋମବାର ଶୁସାନ୍ତ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଘଟଣାର

ବିଲ ବିକ୍ରି ମନା କରିବାରୁ ପ୍ଳଟ ବେପାରୀ ଙ୍କ ପ୍ରାଣାନ୍ତକ ଆକ୍ରମଣ…

ହିଞ୍ଜିଳିକାଟୁ ୧୧।୫ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ଜୈନିକ ପ୍ଳଟ ବେପାରୀ ଙ୍କୁ ବୁରୁପଡା ଗ୍ରାମର ଜୈନିକ ବିଲ ମାଲିକ ବିଲ ବିକ୍ରି କରିବା ପାଇଁ ମନା କରିବାରୁ ମାରଣାତ୍ମକ ଆକ୍ରମଣ କରି ଚର୍ଚ୍ଚା ର କେନ୍ଦ୍ର ଵିନ୍ଦୁ ପାଲଟିଛି। ଆକ୍ରମଣ ର ଶିକାର ହୋଇଥିବା ଜଣକ ହେଲେ

ସରକାରୀ ସହାୟତା ନମିଳିବାରୁ ସହାୟତା କଲା ହୋମଗାର୍ଡ ସଂଘ…

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ନକୁଳ ମନ୍ତ୍ରୀଙ୍କ ଅକାଳ ବିୟୋଗ ହୋଇଯିବା ହେତୁ ତାଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ ଗୋଟିଏ ଦିନର

ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା

ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ l ଗତ କାଲି ରାତି ୯ ଟା ସମୟରେ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ l ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍ ପଡ଼l ଠାରେ ସୁବଳ କହଁର ଘରେ ଥିବା

ଅଶାନ୍ତ ବ୍ରହ୍ମପୁର : ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଚିନ୍ତାରେ ସହରବାସୀ…

ବ୍ରହ୍ମପୁର : ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର ସହର ଆଇନ ଶୃଙ୍ଖଳା ସମ୍ପୂର୍ଣ ଭାବରେ ଭୁଶୁଡି ବାକୁ ବସିଲାଣି ପୁଣି ଆଗକୁ ଆସୁଛି ସାଧାରଣ ନିର୍ବାଚନ l ସହରରେ ବଢି ଚାଲିଛି ଦିନକୁ ଦିନ ଅପରାଧ ସଂଖ୍ୟା।ପୋଲିସ କୁ ଚାଲେଞ୍ଜ ଦେଇ ବଡ଼ ଆରାମରେ ଅପରାଧି ମାନେ ନିଜ କାର୍ଯ୍ୟକଳାପ ନିଭାଇ

ଗୋରୁ ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ…

ହିଞ୍ଜିଳିକାଟୁ ୧୦।୫।୨୩ ଗତକାଲି ରାତିରେ ହିଞ୍ଜିଳି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଆଡପଡା ଫାଣ୍ଡି ଅନ୍ତର୍ଗତ ଇଶନେଶ୍ବର ମନ୍ଦିର ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ଡ୍ରାଇଭର ଓ ହେଲ୍ପର ଫେରାର୍‌ ନିମନ୍ତେ ପ୍ରସ୍ତୁତ ହେବା ବ‌େଳେ

ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି…

ବ୍ରହ୍ମପୁର : ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ୫ ଦଫା ଦାବି ସମୂହକୁ ନେଇ ବୁଧବାରଠାରୁ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରାଯାଇଛି । ସଂଘର ଦାବି ଗୁଡିକ ମଧ୍ୟରେ ଦରମାରେ ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୁର୍ନ ଗଠନ ଓ

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା : ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଅନୁପ୍ରବେଶ କରି ବାଡ ଦେବା ଘଟଣାରେ ବାଲିଗୁଡ଼ା ଉପଜିଲ୍ଲାପାଳ

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ସୁନ୍ଦରଗଡ଼ ( ୧୦/୦୫) : ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ