Sign in
Sign in
Recover your password.
A password will be e-mailed to you.
ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା
ବ୍ରହ୍ମପୁର : ସୋମବାର ମଧ୍ୟରାତ୍ରୀରେ ଲାଞ୍ଜିପଲ୍ଲୀ ର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା, ଆରମ୍ଭ ହୋଇଯାଇଛି। ମଧ୍ୟ ରାତ୍ରିରେ ଅସ୍ଥାୟୀ ମଣ୍ଡପ ନିକଟରେ ଥିବା ଦେଶିବେହେରା କୁନା ସାବତଙ୍କ ଘରୁ ମାଁ ଙ୍କୁ ନିମନ୍ତ୍ରଣ ନିମନ୍ତେ ବିରାଟ!-->…
ମତୁଆ ସମାଜର ବିଶେଷ ବୈଠକ
ରାଇଘର (୦୯/୦୫) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ସଂଘ ର ସଭାପତି ଅରୁଣ କୁମାର ସରକାର ଓ ନିଖିଲ ଚନ୍ଦ୍ର ମଣ୍ଡଳ ଙ୍କ ଆହ୍ବାନ କ୍ରମରେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିର ପ୍ରାଙ୍ଗନରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାସ୍ତରୀୟ!-->…
ପ୍ରେକଡସାହି ସରୁକୁଇ ନାଳ ଉପରେ ପୋଲ ନିର୍ମାଣ ନିମନ୍ତେ ଅନୁରୋଧ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିବା ସହିତ ଜିଲ୍ଲାର ଆଦିବାସୀ ଙ୍କ ଉନ୍ନତି ପାଇଁ ।.T.D.A, K.K.D.A., S.D.C. ପରି ବଭିନ୍ନ ବିଭାଗ ନିୟୋଜନ କରିଅଛନ୍ତି କିନ୍ତୁ ଆଦିବାସୀ ଓ ଆଦିବାସୀ ଗାଁ ଗୁଡିକର ବିକାଶ ତ ଦୂରର କଥା ସେମାନଙ୍କ ଗାଁକୁ!-->…
ଜାତୀୟ ଲୋକନୃତ୍ୟ ଉତ୍ସବରେ ଶିଶୁନୃତ୍ୟ ଶିଳ୍ପୀ ଆଦ୍ୟଶ୍ରୀ ସାବତ ସମ୍ବର୍ଦ୍ଧିତ
ବ୍ରହ୍ମପୁର (୯/୫) : ଭୁନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଲୋକ ନୃତ୍ୟ ଉତ୍ସବ ୨୦୨୩ ଦ୍ଵିତୀୟ ଦିବସରେ ମାନ୍ୟବର ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଅଶ୍ୱିନ ପାତ୍ର, ସାଂସଦ ଶ୍ରୀ ଅରୁପ ପଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ!-->!-->!-->…
ଥମିବାର ନା ନେଉନି କାଶିପୁର ବ୍ଳକରେ ଜନନୀ ଯନ୍ତ୍ରଣା…
କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଏକ ଆଦିବାସୀ ବହୂଳ ଅଞ୍ଚଳ ଥିବା ବେଳେ ଏହି ଅଞ୍ଚଳ ର ଲୋକମାନେ ବିଭିନ୍ନ ସମୟରେ ବିଭିନ ସମସ୍ୟା ଘେରରେ ରହିଆସୁଛନ୍ତି | ତେବେ କାଶିପୁର ବ୍ଲକ ଗୋଟିଏ ଏମିତି ଅଞ୍ଚଳ ଯାହାର ନାମ କହିଲେ ଜଗତ ଜାଣେ । କେତେ ବେଳେ ଜାଡା ବାତୀ ତ ଆଉ କେତେ ବେଳେ!-->…
ଡୁଡୁକାବାହାଲରେ ମହୁମାଛୀ ଆକ୍ରମଣରେ ୩୦ରୁ ଅଧିକ ଆହତ
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଡୁଡୁକାବାହାଲ ଗ୍ରାମରେ ୯ଦିନ ଧରି ଚାଲିଥିବା ଠାକୁରାଣୀ ଯାତ୍ରା ବିସର୍ଜନ ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି!-->…
ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ
ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ କ୍ରମାଗତ ଭାବେ!-->…
ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖ ଅପରାହ୍ନରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ!-->!-->!-->…
ବଜ୍ରପାତ ନେଲା ୩ ଜୀବନ
ନୟାଗଡ଼: ଆଜି ଅପରାହ୍ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫), ମହୁଲିଆର ଜିତେନ୍ଦ୍ର ଦୋରା(୨୧),!-->…
ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ
ମୋହନା : ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ!-->…