Sign in
Sign in
Recover your password.
A password will be e-mailed to you.
ଦୁର୍ଗାପୂଜା ମଣ୍ଡପ ଛାତରୁ ଯୁବକଙ୍କ ମୃତଦେହ ଘଟଣା : ପରିଚୟ ପାଇଲା ପୋଲିସ
ହିଞ୍ଜିଳିକାଟୁ (୮।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରଵିବାର ରାତି ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକ ଜଣକ ହେଲେ ହିଞ୍ଜିଳି ଗ୍ରାମର ପପୁ ଦାଶ (୪୦)। ମଣ୍ଡପ ନିକଟ!-->…
ପୁଷ୍ପା -୨ ସୁଟିଂ ଲାଗି ମାଲକାନଗିରିରେ ପହଞ୍ଚିଲା ସୁଟିଂ ସେଟ ସାମଗ୍ରୀ ସହ ରକ୍ତଚନ୍ଦନ କାଠ
ମାଲକାନଗିରି : ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨’କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ । ତେବେ,ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା ୨’ର ସୁଟିଂ ମାଲକାନଗିରିରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ!-->!-->!-->…
ମାଲକାନଗିରିରେ ଲୋକାର୍ପିତ ହେଲା ରେଡକ୍ରସ୍ ତରଫରୁ ରାଜ୍ୟର ଦ୍ୱିତୀୟ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା
ମାଲକାନଗିରି (୦୮/୦୫) : ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଗାଡି ଜିଲ୍ଲପାଳ, ଶ୍ରୀ ବିଶାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତଥା!-->…
ଗୃହରକ୍ଷୀ ମହାସଂଘ ଖଜୁରୀପଡ଼ା ଶାଖା ପକ୍ଷରୁ ଶୈବପୀଠରେ ସ୍ବଛ ଭାରତ କାର୍ଯ୍ୟକ୍ରମ
ଫୁଲବାଣୀ : ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ମିଳିତ ଆଲୋଚନାରେ । ଖଜୁରୀପଡା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଖଜୁରୀପଡ଼ା ଥାନା ଅନ୍ତର୍ଗତ କଲେଜ ନିକଟରେ ଥିବା ସାଂସ୍କୃତିକ ମଞ୍ଚ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।!-->!-->!-->…
ଆନନ୍ଦମୋହନଙ୍କ ମୁକ୍ତି ପ୍ରସଙ୍ଗରେ ବିହାର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଦଣ୍ଡାଦେଶ ସମୟ ଅବ୍ୟବହିତ ପୂର୍ବରୁ ଜେଲ୍ରୁ ମୁକ୍ତ କରାଯାଇଥିବା ପ୍ରସଙ୍ଗରେ ଆଜି ସୁପ୍ରିମ୍ କୋର୍ଟ ବିହାର ସରକାର ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ନୋଟିସ୍ ଜାରି କରିଛନ୍ତି।‘ଆଇଏଏସ୍’ ଅଫିସର୍ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯିବା!-->…
‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରର ପ୍ରଦର୍ଶନକୁ ନିଷେଧ କରିବା ଭୁଲ୍: ଶବାନା ଆଜମୀ
ମୁମ୍ବାଇ: ସୁଦୀପ୍ତ ସେନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋର’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୋମବାର କହିଛନ୍ତି ଯେ ‘କେରଳ ଷ୍ଟୋରି’ର ପ୍ରଦର୍ଶନକୁ ନିଷେଧ କରିବା ଭୁଲ। ଯେଉଁମାନେ ଆମୀର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଲାଲ୍ ସିଂହ!-->…
ଖଡଗେଙ୍କୁ ହତ୍ୟା ଧମକ ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ…
ଜୟପୁର/ ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାଜସ୍ଥାନ ପୁଲିସ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାୱାରଙ୍କ ବିରୋଧରେ!-->…
୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ବୌଦ୍ଧରେ ସର୍ବାଧିକ ତାପମାତ୍ର ୪୨ଡିଗ୍ରି ରେକର୍ଡ
ଭୁବନେଶ୍ବର: ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ବୌଦ୍ଧରେ ପାରା ସର୍ବାଧିକ ୪୨!-->…
୩ୟ ମେଣ୍ଟ ଗଠନ ଉଦ୍ୟମ ଜୋରଦାର, ନବୀନଙ୍କୁ ଭେଟିବା ପରେ ଶରଦ ପାଓ୍ବାର ଓ ଉଦ୍ଧବଙ୍କୁ ଭେଟିବାକୁ ମୁମ୍ବାଇ ଯିବେ ନୀତୀଶ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଏକ ୩ୟ ମେଣ୍ଟ ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି । ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ୯ ତାରିଖରେ ଭୁବନେଶ୍ବର ଆସି ଓଡ଼ିଶା!-->…
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପଡିଲା ପୂର୍ଣ୍ଣଛେଦ
କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ଚର୍ତ୍ତୃପାର୍ଶ୍ଵ ଉନ୍ନତି ନେଇ ହଟିଲା ଅଦାଲତି ସମସ୍ୟା। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପୂର୍ଣ୍ଣଛେଦ। ମାମଲାରେ ଅନ୍ତ ଘଟାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ!-->…