Sign in
Sign in
Recover your password.
A password will be e-mailed to you.
ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ୩ ମାସରେ ତୃତୀୟ ଘଟଣା
ଭୋପାଳ : ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଚିତା ପ୍ରୋଜେକ୍ଟକୁ ପୁଣି ଶକ୍ତ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଗୋଟିଏ ଚିତା ପୁଣି ଆଖି ବୁଜିଛି। ମାଈ ଚିତା ଦକ୍ଷାର ମୃତ୍ୟୁ କୌଣସି ରୋଗ ପାଇଁ ନୁହେଁ, ବରଂ ସଂଘର୍ଷ ଯୋଗୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ରହିଥିବା ବାଘଗୁଡ଼ିକ!-->…
ଆସାମରେ ବହୁ ବିବାହ ଉପରେ କଟକଣା ଲଗାଯିବ : ହିମନ୍ତ ବିଶ୍ୱ ଶର୍ମା
ଗୁଆହାଟୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଆସାମରେ ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ସଂକେତ ଦେଇଛନ୍ତି । ସେ କହିଛନ୍ତି , “ଆମେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଅନୁସରଣ କରୁନାହୁଁ, କିନ୍ତୁ ଆମେ ଏକ ରାଜ୍ୟ ଆଇନ ଅନୁଯାୟୀ ବହୁବିବାହ ଉପରେ ପ୍ରତିବନ୍ଧକ!-->…
ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ କଡ଼ା ଜବାବ ଦେଲେ ଶରଦ ପାୱାର
ମୁମ୍ବାଇ: ଆଜି ପରୋକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର | ଉଦ୍ଧବଙ୍କ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି। ବାସ୍ତବରେ ଗତକାଲି ସାମନାର!-->…
ଶ୍ରଦ୍ଧା ହତ୍ୟା ଚାର୍ଜକୁ କୋର୍ଟରେ ଅସ୍ୱୀକାର କଲା ଅଫତାବ, ଚାଲିବ ଶୁଣାଣି
ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲକର ନିର୍ମମ ହିତ୍ୟା ଘଟଣାରେ ଆଜି ଦିଲ୍ଲୀର ସାକେତ କୋର୍ଟ ଅଫତାବ ପୁନାୱାଲା ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ଅଫତାବ ତା’ର ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲା। ଦିଲ୍ଲୀ ପୁଲିସ ଏହି ଘଟଣାରେ!-->…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଇସଲାମାବାଦ : ଶେଷରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ!-->…
ସିଆରପିଏଫ କ୍ୟାମ୍ପରେ ଅଘଟଣ : ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ୍ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍ ସକ୍ ରେ ସୋମବାର ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜବାନ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା!-->…
ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶ୍ୱ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ!-->…
ପାଟଣାସାହିରେ ରାମଚାରିତ ମାନସ ପ୍ରବଚନ ଆରମ୍ଭ
ହିଞ୍ଜିଳିକାଟୁ ୮।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାର ରାମଚରିତ ମାନସ ପ୍ରବଚନ ଆରମ୍ଭ ହୋଇଯାଇଛି । ଏହି ପ୍ରବଚନ କାର୍ଯ୍ୟକ୍ରମ!-->…
ଆସନ୍ତା ତା ୧୩.୦୫. ୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୩.୦୫.୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ,!-->…
ବିଶ୍ଵ ରେଡ୍କ୍ରସ୍ ଦିବସ ପାଳିତ : ୭୬ ୟୁନିଟ୍ ରକ୍ତ ସଂଗ୍ରହ
ଫୁଲବାଣୀ : ଦୁଃଖ ଦୁର୍ଦ୍ଦଶା ତଥା ରୋଗର ଦୌରାତ୍ମରୁ ମୁକ୍ତି କରି ଜୀବନକୁ ସରସ ସୁନ୍ଦର କରିବା ସହିତ ଏକ ସୁସ୍ଥ ପରିବେଶ ଆଡ଼କୁ ମୁହାଁଇବା ପାଇଁ ବରଦାନ ସ୍ବରୂପ ଯୋଉଁ ସଂସ୍ଥାଗୁଡ଼ିକ ଆମଙ୍କୁ ସାହାଯ୍ୟ ଓ ସହଯୋଗ କରେ ସେଗୁଡ଼ିକୁ ସେବା ସଂସ୍ଥାରେ ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ସେହି ସଂସ୍ଥା!-->…