Sign in
Sign in
Recover your password.
A password will be e-mailed to you.
ନିରାଶ ହେଲେ ମନୀଷ ସିସୋଦିଆ, ମିଳିଲାନି ଜାମିନ୍
ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ନିରାଶ। ଏହି ମାମଲାରେ ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ ଗୋଟିଏ ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରି!-->…
ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ : ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା' ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା!-->…
ଦୁର୍ନୀତି ନିବାରଣ ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସହକାରୀ ବନ ସଂରକ୍ଷକ ଏବଂ ଠିକାଦାର
ମାଲକାନଗିରି (୨୭।୪) : ଦୁର୍ନୀତି ନିବାରଣ ଅଦାଲତରେ ମାଲକାନଗିରି ଜିଲ୍ଲା ବନ ବିଭାଗର ପୂର୍ବତନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍. ସୁବାଷ ଚନ୍ଦ୍ର ବୋସ ଆଜି ଦଣ୍ଡିତ ହୋଇଛନ୍ତି l ୨୦୦୯ ମସିହାରେ ଶରତ କୁମାର ପଣ୍ଡା ସରକାରୀ ଜମିରେ ଥିବା ଗଛ କାଟିବା ପାଇଁ!-->…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅବସରପ୍ରାପ୍ତ କର୍ମଚାରୀ ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ
ହିଞ୍ଜିଳିକାଟୁ : ୧୦ ଦଫା ଦାବି ପୁରଣ ନେଇ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ର!-->…
ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ସହାୟତା ନେଇ କର୍ମଶାଳା…
ଫୁଲବାଣୀ : ଆଜିର ଦିନରେ ମାନସିକ ସ୍ଵାସ୍ଥ୍ୟ ଏକ ବିଶ୍ବସ୍ତରର ସମସ୍ୟା ହୋଇଥିବାବେଳେ ଆମ ଦେଶରେ ମଧ୍ୟ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ‘ବେସିକ ନିଡ୍ ଇଂଡିଆ’ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସ୍ପାତୀ’ର ମିଳିତ ସହଯୋଗରେ ୨୭ ଅପ୍ରେଲ ୨୦୨୩!-->…
ଟିମ କ୍ଲିନ ସିଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ…
ବ୍ରହ୍ମପୁର : ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ହୋଇଥିବା ଆତଙ୍କି ହାମଲାରେ 5ଜଣ ଯବାନ ସହୀଦ ହୋଇଥିଲେ। ସେଥି ମଧ୍ୟରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ଦେଶ ମାତୃକା ପାଇଁ ବଳିଦାନକୁ ନେଇ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ। ସେହିଭଳି ଗତକାଲି!-->…
କାଲିଠୁ ଉତ୍କଳରେ ଆରମ୍ଭ ହେବ ‘ଉତ୍ସବ ଓଡ଼ିଶା’, ସମୀକ୍ଷା କଲେ କୁଳପତି
ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଅପ୍ରେଲ ୨୮-୨୯, ୨୦୨୩ରେ!-->…
ଅଶ୍ଳୀଳ ଭିଡିଓ ଭାଇରାଲ : ଜଣେ ଗିରଫ
ହିଞ୍ଜିଳିକାଟୁ (୨୭।୪) : ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ସଚିନା ଗାଁ ର ନରେଶ ପ୍ରଧାନ ଓରଫ ସିଲୁ ଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ହିଞ୍ଜିଳି ଥାନା!-->…
ଅପହୃତା ନାବାଳିକା ଉଦ୍ଧାର
ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳି ଥାନା ଅଞ୍ଚଳରୁ ଏପ୍ରିଲ ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କ ସନ୍ଧାନ ଲାଗି ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନା!-->…
ଗ୍ୟାସ ମରାମତି ବେଳେ ଅଗ୍ନିକାଣ୍ଡ, ୪ ଆହତ ଜଣେ ଗୁରୁତର
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ତ ଚିକିଟୀ ଗଡର କୁମ୍ଭାର ସାହିରେ ଗ୍ୟାସ ଅଘଟଣରେ ଚାରିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର I ସୂଚନା ପ୍ରକାରେ ଆଜି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଚିକିଟୀ ଗଡର କୁମ୍ଭାର ସାହିର ବିଶ୍ୱନାଥ ବେହେରା ଙ୍କ ଘରେ ଦେବେନ୍ଦ୍ର ମହାନ୍ତି!-->…