Sign in
Sign in
Recover your password.
A password will be e-mailed to you.
ଏସିଆ ବ୍ୟାଡ୍ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ
ଦୁବାଇ: ଏଠାରେ ଚାଲିଥିବା ଏସିଆ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି ରେଡ୍ଡୀ ପ୍ରବେଶ!-->…
ସହିଦ ୧୦ ଯବାନଙ୍କ ମଧ୍ୟରୁ ୫ ଜଣ ପୂର୍ବରୁ ଥିଲେ ନକ୍ସଲ, ଆତ୍ମସମର୍ପଣ ପରେ ମିଳିଥିଲା ଚାକିରି
ଦାନ୍ତେୱାଡ଼ା: ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍ଲା କରିଥିଲେ ମାଓବାଦୀ। ଦାନ୍ତେୱାଡ଼ା ଜିଲ୍ଲାର ଅରନପୁର ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରଣ କରି ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଆଉ ଘଟଣାସ୍ଥଳରେ ୧୦ଜଣ!-->…
ଅତୀକ, ଅସରଫକୁ ଆମ୍ବୁଲାନ୍ସରେ ନନେଇ କାହିଁକି ଚଲେଇ ଚଲେଇ ନିଆଯାଉଥିଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ : ଦୁର୍ଦ୍ଦାନ୍ତ ମାଫିଆ ଅତୀକ ଅହମ୍ମଦ ଓ ଅଶରଫ ହତ୍ୟା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ହୋଇଥିବା ଅତୀକର ପୁଅ ଅସଦର ଏନକାଉଣ୍ଟରକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ସତ୍ୟପାଠ ମାଗିଛନ୍ତି । ବିକାଶ!-->…
ଦିଲ୍ଲୀ ପୁଲିସ ଉପରେ ଭରସା ନାହିଁ, ବ୍ରଜଭୂଷଣଙ୍କ ବିରୋଧରେ ଦୁର୍ବଳ ଏଫଆଇଆର ଦାଖଲ କରିପାରେ : କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ଯୌନ ନିର୍ଯାତନା ବିରୋଧରେ ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଆବେଦନର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଛି । ଏହାପରେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା!-->…
ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’
ରାୟପୁର : ‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ!-->…
ଖଡ଼ଗେଙ୍କ ବିଷାକ୍ତ ସାପ ମନ୍ତବ୍ୟ ପରେ ବିଜେପି କହିଲା- ସୋନିଆ ହେଉଛନ୍ତି ବିଷ କନ୍ୟା
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଜେପି- କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ଭାଷଣବାଜି କରିବାର ମଉକାକୁ ହାତ ଛଡ଼ା କରୁ ନାହାନ୍ତି। ଗତକାଲି ଏକ ନିର୍ବାଚନ ରାଲିରେ କଂଗ୍ରେସ!-->…
ଫିଲ୍ମ ଷ୍ଟାଇଲରେ ବିଜେପି ନେତାଙ୍କୁ ହତ୍ୟା, ବୋମା ମାଡ଼ ପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଚେନ୍ନାଇ : ବିଜେପି ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା। କିଛି ଦୁର୍ବୃତ୍ତ ତାମିଲନାଡୁ ବିଜେପିର ଏସ୍ସି/ଏସ୍ଟି ୱିଙ୍ଗ କୋଷାଧ୍ୟକ୍ଷ ତଥା ବଲାପୁରମ ପଞ୍ଚାୟତ ସଭାପତି ପିପି ଜି ଶଙ୍କରଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ପ୍ରଥମେ ଶଙ୍କରଙ୍କ କାର୍ ଉପରକୁ!-->…
କରୋନା ଠାରୁ ମଧ୍ୟପ୍ରଦେଶର ଅଧିକ କ୍ଷତି କରିଛନ୍ତି ଦିଗବିଜୟ ଓ କମଲନାଥ: ମୁଖ୍ୟମନ୍ତ୍ରୀ
ଭୋପାଳ : ବିଜେପି ଓ ଆରଏସ୍ଏସ୍ ପାଇଁ କଂଗ୍ରେସ ନେତା ଦିବିଜୟ ସିଂହ ନିଜକୁ କରୋନା ଭାଇରସ ବୋଲି କହିବାରୁ ଏହାର ଜବାବ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଦିଗବିଜୟ ସିଂହ ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ କରୋନା ଠାରୁ ମଧ୍ୟ ମାରାତ୍ମକ ବୋଲି!-->…
ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ରାଜ୍ୟଗୁଡ଼ିକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଜାତି ଓ ଧର୍ମକୁ ନେଇ ଦିଆଯାଉଥିବା ଘୃଣା ସୃଷ୍ଟିକାରୀ ବୟାନ ଉପରେ ଆଜି ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ପୁଲିସ୍କୁ ଦେଇଥିବା ନିର୍ଦ୍ଦେଶର ପରିସରକୁ ଆଜି ବୃଦ୍ଧି କରିଛନ୍ତି।୨୦୨୨ରେ!-->…
କୁସ୍ତି ମହାସଂଘ ସଭାପତି ଗିରଫ ନ ହେବା ଯାଏ ବନ୍ଦ ହେବନି ରେସଲରଙ୍କ ଆନ୍ଦୋଳନ
ନୂଆଦିଲ୍ଲୀ : ଦେଶର ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଫସିଥିବା କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀର ଯନ୍ତରମନ୍ତରରେ ୬ ଦିନ ହେଲା ଆନ୍ଦୋଳନ କରୁଥିବା!-->…