ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ ଲୋକ ହତାହତ ହେଲେ ବହୁତ ସମ୍ପତ୍ତି ହାନି ବି

ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ସ୍ଵାଭିମାନ ଦିବସ ପାଳିତ

ମାଲକାନଗିରି (୨୮/୪) : ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୁଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ସ୍ଥାନୀୟ ସର୍କିଟ୍ ହାଉସରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖାର ସଭାପତି ଡଃ ରଞ୍ଜନ

କଟକରୁ ତାନ୍ତ୍ରିକ ଠକ ଗିରଫ, ଲୋକଙ୍କ ଠାରୁ ଠକିଛି କୋଟି କୋଟି ଟଙ୍କା

କଟକ: ବଡ଼ ଠକ ଗିରଫ। କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ। ଏକ ବୁଲେଟ ଜବତ। ଦୁଇ ଲକ୍ଷ ୭୬ ହଜାର ୪୧୦ ନଗଦ ଟଙ୍କା ଜବତ। ୭୦ ଟି ମୋବାଇଲ ଫୋନ ଜବତ। ୨୦ ଟି ଦାମୀ ଘଣ୍ଟା ଜବତ। ୧୩ ଟି ବିଭିନ୍ନ ପଲିସି ଏବଂ ବଣ୍ଡ କାଗଜପତ୍ର

ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳାକୁ ବିରୋଧ କରି ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ସମ୍ପ୍ରତି ରାଜ୍ୟରେ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମାଲକାନଗିରିରେ ଏଫଏମ ଟ୍ରାନ୍ସମିଟର ଉଦ୍ଘାଟିତ

ମାଲକାନଗିରି : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏବଂ

କିସ୍‌ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଭୁବନେଶ୍ବର: କିସ୍‌ ପରିଦର୍ଶନ ଆସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆଜି ଅପରାହ୍‌ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସପତ୍ନୀକ ପହଞ୍ଚିଛନ୍ତି । ସୋରେନଙ୍କ ସହ ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ

ପୂଜ୍ୟପୂଜା ସମିତି ପକ୍ଷରୁ ମଧୁ ଜୟନ୍ତୀ ପାଳନ

ନିର୍ବାଚିତ ପ୍ରତିନିଧିଙ୍କ ନିଷ୍କ୍ରିୟତା ପାଇଁ ତାଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହୁବ୍ରହ୍ମପୁର(୨୮/୦୪) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳନ ହୋଇଯାଇଛି l ଗାନ୍ଧିନଗର

ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର :ଓଡ଼ିଶାରେ ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ । ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ। ମାତ୍ର ୬ଘଣ୍ଟା ୨୫ ମିନିଟରେ ହାଓଡ଼ା ଓ ପୁରୀ ମଧ୍ୟରେ ଦୂରତାକୁ ଅତିକ୍ରମ କରିଛି। ପୁରୀରେ ପହଞ୍ଚିବା ପରେ ଅପରାହ୍ନ ଗୋଟାଏ ୫୦ରେ ପୁଣି ହାୱଡା

ଓଡିଶା ସ୍ୱାଭିମାନର ପ୍ରତୀକ ଥିଲେ ଉତ୍କଳଗୌରବ ମଧୁସୁଦନ ଦାସ

ବ୍ରହ୍ମପୁର (୨୮/୪) : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ବିନ୍ଧାଣୀ ତଥା ଓଡ଼ିଶା ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ଆଦର୍ଶ କୁ ଅନୁକରଣ କରି ଓଡ଼ିଶା ବାସୀ କାର୍ଯ୍ୟ କଲେ, ବିଶ୍ୱରେ ଆମର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି ହୋଇ ପାରିବ । ଆଜି ସେହି ମହାନ ବ୍ୟକ୍ତିତ୍ଵ ଙ୍କ

ପାଞ୍ଚଦିନ ଯାଏ ରାଜ୍ୟରେ ଜାରି ରହିବ କାଳ ବୈଶାଖୀ ପ୍ରଭାବରେ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଫଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ କମ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ରହିଛି।